ମନୋରଞ୍ଜନ

ନଓ୍ବାଜୁଦ୍ଦିନଙ୍କୁ ଛାଡ଼ପତ୍ର ନୁହେଁ, ଦେବେ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ,୯।୩ : ବଲିଉଡ୍‌ ଅଭିନେତା ନାଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେବା ବଦଳରେ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ଆଲିୟା। ଛାଡ଼ପତ୍ର ଲାଗି ନୋଟିସ ପଠାଇବାର ପ୍ରାୟ ଏକ ବର୍ଷ ପରେ ଆଲିୟା ବଦଳାଇଛନ୍ତି ନିଜ ନିଷ୍ପତ୍ତି। ଛୁଆଙ୍କ…

ଦର୍ଶକଙ୍କ ଦିଲ୍ ଜିତିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ଏବେ ଏକ ନୂଆ ମ୍ୟୁଜିକ୍ ଆଲବମକୁ ନେଇ ଚର୍ଚ୍ଚାରେ । ‘ଏକ ଲଡ୍‌କି ଭିଗି ଭାଗି ସି’ ଏବେ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇ ସାରିଲାଣି । ଏବେ ପର୍ଯ୍ୟନ୍ତ ୟୁଟ୍ରୁ୍ୟବରେ ଏହି ଗୀତକୁ…

ଚିନ୍ତାରେ ଆଲିଆ

ବଲିଉଡ ଅଭିନେତା ରଣବୀର କପୁରଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ସଞ୍ଜୟ ଲୀଲା ଭନସାଲୀ କରୋନା…

ସଞ୍ଜୟ ଲିଲା ଭଂସାଲି କରୋନା ପଜିଟିଭ୍‌

ମୁମ୍ବାଇ,୯।୩: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ଭଂସାଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଗଙ୍ଗୁବାଈ କାଠିଆଓ୍ବାଡ଼ି ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ଏବେ ଫିଲ୍ମ ଶୁଟିଂ ହେବା ନେଇ ଆଶଙ୍କା ସୃଷ୍ଟି…

ହୋମ କ୍ୱାରାଣ୍ଟାଇନରେ ରଣବୀର

ମୁମ୍ବାଇ,୯ ।୩: ବଲିଉଡ୍ ନାୟକ ରଣବୀର କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରଣବୀରଙ୍କ ମା’ ତଥା ବଲିଉଡ୍ ଅଭିନେତ୍ରୀ ନିତୁ କପୁର ସୋସିଆଲ ମିଡିଆ ଜରିଆରେ ଏହି ଖବର ଦେଇଛନ୍ତି । ନିତୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ରଣବୀର…

ବଲିଉଡ୍‌ ଫେରିବେ ରଙ୍ଗିଲା ଗର୍ଲ

ମୁମ୍ବାଇ: ବଲିଉଡ୍‌କୁ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ଫେରିବେ। ଏନେଇ ସେ ସୂଚନା ଦେଇଛନ୍ତି। ଶେଷଥର ପାଇଁ ୨୦୧୮ରେ ଫିଲ୍ମ ବ୍ଲାକ୍‌ମେଲର ଏକ ଗୀତରେ ଉର୍ମିଳାଙ୍କୁ ଦେଖିବାକୁ ମିଳିଥିଲା। ୨୦୨୦ ଏପ୍ରିଲ୍‌ରେ ଏକ ଓ୍ବେବ ସିରିଜ୍‌ରେ ସେ ଅଭିନୟ କରିବାର ଯୋଜନା…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଆଓ୍ବାର୍ଡ ଶୋ’ରୁ କରାଯାଇଥିଲା ବହିଷ୍କାର

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଅନ୍ତର୍ଜାତୀୟ ମହିଳା ଦିବସରେ ସନ୍ନି ଲିଓନ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇ ତାଙ୍କ ଜୀବନର ସଂଘର୍ଷ ଯାତ୍ରାକୁ ଏକ ମଜାଳିଆ ଉପାୟରେ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନ୍‌ସିବିକୁ ମିଳିଲା ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଫିଟି ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ବିଷୟରେ ବଡ଼ ଖୁଲାସା ହୋଇଥିଲା। ଏବେ ଏହି…

ସଲମାନ୍‌ ନୁହନ୍ତି ଏହି ଚକୋଲେଟ ବୟ ବଲିଉଡ୍‌ରେ ଆରମ୍ଭ କରିଥିଲେ ଶର୍ଟଲେସ୍‌ ଟ୍ରେଣ୍ଡ୍‌

ବଲିଉଡ୍‌ ଫିଲ୍ମରେ ଅନେକ ହ୍ୟାଣ୍ଡଶମ୍‌ ଏବଂ ସ୍ମାର୍ଟ ଅଭିନେତା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏହି ତାଲିକାରେ ନାମ ରହିଥିବା ଜଣେ ଅଭିନେତା ହେଲେ ଜୟ ମୁଖାର୍ଜୀ। ୬୦ ଦଶକରେ ଜୟ ଚକୋଲେଟ ବୟ ଭାବେ ବେଶ୍‌ ପରିଚିତ ଥିଲେ। ୧୯୬୦ରେ ରିଲିଜ୍‌…

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ…

ଲୁଚିଛପି ବିବାହ କଲେ ଏହି ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ଲୁଚିଛପି ବିବାହ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ଅଭିନେତ୍ରୀ ଗୀତାଞ୍ଜଳି। ଗୀତାଞ୍ଜଳି ଥିରୁଭରୁର ନିବାସୀ ଗିରିରାଜଙ୍କୁ ଗୁପ୍ତ ବିବାହ କରିଛନ୍ତି। ଖୁବ୍‌ଘୀଘ୍ର…

ଇହ୍ନି ଲୋଗୋ ନେ ଲେ ଲିନା ଦୁପଟ୍ଟା ମେରା….

ମୁମ୍ବାଇ: ଫିଲ୍ମ ପରଦାରେ ନିଖୁଣ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବଲିଉଡ୍‌ ଅଭିନେତ୍ରୀ ମୀନା କୁମାରୀଙ୍କ ଦୁଃଖଭରା କାହାଣୀ ଶୁଣିଲେ ମନରେ ସମବେଦନା ଜାତ ହୋଇଥାଏ। ଜନ୍ମ ପରେ ପରେ ତାଙ୍କର ଦୁଃଖ ଆରମ୍ଭ ହୋଇଥିଲା। ସେ ୧୯୩୩ ଅଗଷ୍ଟ ୧ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?