ପ୍ରିୟଙ୍କାଙ୍କ ପାଇଁ ଲଣ୍ଡନରେ ରହି ଏମିତି କାମ କଲେ ମା’

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିଦେଶରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ଉନ୍ମୋଚନ କରିଛନ୍ତି ଏବଂ ଅନ୍ୟପଟେ ତାଙ୍କ ପୁସ୍ତକ ‘ଅନ୍‌ଫିନିଶଡ’ ମଧ୍ୟ ରିଲିଜ୍‌ ହୋଇଛି। ଏହି ପୁସ୍ତକରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଏବେ ପ୍ରିୟଙ୍କା ଚୋପ୍ରା ତାଙ୍କର ଏକ ସ୍ବେଟରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସ୍ବେଟର ଏକ ଫଟୋ ଶେୟାର କରିଛନ୍ତି। ଏହି ସ୍ବେଟରର ସ୍ବତନ୍ତ୍ରତା ରହିଛି। ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ପାଇଁ ତାଙ୍କ ମା ମଧୁ ଚୋପ୍ରା ବୁଣିଛନ୍ତି। ସେ ଏହି ସ୍ବେଟର ପିନ୍ଧିଥିବା ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ମା’ ମଧୁ ଚୋପ୍ରା ଏବଂ ସ୍ବାମୀ ନିକ ଜୋନାସଙ୍କ ସହ ନଜର ଆସିଛନ୍ତି। ଫଟୋ ଶେୟାର କରି ପ୍ରିୟଙ୍କା ଚୋପ୍ରା ତାଙ୍କ ମା’ଙ୍କ ସ୍ବେଟର୍‌ ବିଷୟରେ କ୍ୟାପସନ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଲଣ୍ଡନରେ ରହୁଥିବାବେଳେ ମୋ ମା’ ଏହି ସ୍ବେଟର ବୁଣିଛନ୍ତି। ମୋ ପରିବାର ମୋ ପାଇଁ ସବୁଠାରୁ ବଡ ଆଶୀର୍ବାଦ ଅଟେ। ପୁନର୍ବାର ଏକାଠି ହେବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖି ସଲମାନ କହିଲେ…

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୯୦ରେ କଶ୍ମୀରୀ...

ବିଗ୍‌ ବି’ଙ୍କୁ ନେଇ ଏମିତି କହିଲେ ସଲମାନଙ୍କ ବାପା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୫୦ ବର୍ଷ ଧରି ବି-ଟାଉନରେ କାମ କରିଆସୁଛନ୍ତି। ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ବାନ୍ଦ୍ରାରୁ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୧୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ସେ ହେଲେ...

ରିଲିଜ୍‌ ପୂର୍ବରୁ ବିବାଦ ଘେରରେ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ’

ମୁମ୍ବାଇ: ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ’ ଅକ୍ଟୋବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା...

ରିଲିଜ୍ ହେଲା ‘ଦ ପାୱାର’ର ଟ୍ରେଲର

ମୁମ୍ବାଇ: ଆଜିକାଲି ବଲିଉଡ୍‌ର କିଛି ବଡ ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଯୋର ଧରିଛି । କିଛିର ଶୁଟିଂ ଜାରି ରହିଛି ତ ଆଉ କିଛି...

‘ଧୁମ ୪’ରେ ନଜର ଆସିବେ ଦୀପିକା!

ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍...

ମାଧୁରୀଙ୍କ ପାଇଁ ପାଗଳ ଥିଲେ ଏହି ବିଶ୍ୱପ୍ରସିଦ୍ଧ ଚିତ୍ରକର, ଫିଲ୍ମ ଦେଖିବା ପାଇଁ ସମ୍ପୂର୍ଣ୍ଣ ହଲ୍‌ କରିଥିଲେ ବୁକ୍‌

ପ୍ରସିଦ୍ଧ ଚିତ୍ରକର ମକବୁଲ ଫିଦା ହୁସେନ ଓରଫ୍‌ ଏମ.ଏଫ ହୁସେନଙ୍କୁ ଭାରତର ‘ପିକାସୋ’ କୁହାଯାଏ। ସେ ୧୯୧୫, ୧୭ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହୁସେନ...

ମୀନା କୁମାରୀଙ୍କ ଜୀବନ ଥିଲା ଫିଲ୍ମ ଭଳି ଦୁଃଖଭରା: ତିନିତଲାକ୍‌ ପରେ ହଲାଲାରେ ଫେରିଥିଲେ ପ୍ରଥମ ସ୍ବାମୀଙ୍କ ପାଖକୁ

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ମୀନା କୁମାରୀ ଝିଅ ହୋଇଥିବାରୁ ତାଙ୍କ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡିଆସିଥିଲେ। ସେ ୧୯୩୩ ଅଗଷ୍ଟ ୧ରେ...

Advertisement
Archives

Model This Week