ଏହି ବିଗ୍‌ବସ୍‌ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍‌ ଆଟାକ୍‌’ ଧମକ, କହିଲେ…

ବମ୍ବେ: ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍‌। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ ମାରିବାକୁ ମଧ୍ୟ ଧମକ ଦେଉଥିବା ଜଣାପଡ଼ିଛି।

ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି ତାଙ୍କୁ ସୋସିଆଲ ମିଡିଆରେ ଏସିଡ୍‌ ଆଟାକ୍‌ ଭଳି ଧମକ ମିଳୁଛି। କେବଳ ଏତିକି ନୁହେଁ ତାଙ୍କର ବିକୃତ ଭିଡିଓ ମଧ୍ୟ କରାଯାଉଛି। ହେଲେ ସେ ସେମାନଙ୍କୁୁ ଧନ୍ୟବାଦ ଦେଇଛନ୍ତି। ଏଥିଯୋଗୁ ତାଙ୍କୁ ଆହୁରୀ ଅଧିକ ଭଲପାଇବା ମିଳୁଛି। କାରଣ ସେ ଜାଣନ୍ତି କେହି କାହା ବିରୋଧରେ କିଛି କହିଲେ ଉକ୍ତ ବ୍ୟକ୍ତି ପାଇଁ ଭଲ ହୋଇଥାଏ। କାରଣ ତାଙ୍କୁ ସହାନୁଭୂତି ମିଳିଥାଏ ବୋଲି ଶେହନାଜ କହିଛନ୍ତି।

ଆଗାମି ଦିନରେ ଶେହନାଜଙ୍କ ଏକ ଗୀତ ରିଲିଜ ହୋଇଛି। ଗୀତରେ ତାଙ୍କ ସହ ପଞ୍ଜାବୀ ଏବଂ ବଲିଉଡ୍‌ ଗାୟକ ବାଦଶାହ ଅଛନ୍ତି। ଗୋଟିଏ ଦିନରେ ଗୀତକୁ ୮୨ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କ ଝିଅକୁ କଳା କହିବାରୁ, ଦେଲେ ଏମିତି ଜବାବ

ଦେଶ ତଥା ବିଶ୍ୱରେ ରଙ୍ଗଭେଦ ଏକ ବଡ ପ୍ରସଙ୍ଗ। ବିଶେଷକରି ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଏବେ ଫିଲ୍ମ ତାରକାମାନେ ମଧ୍ୟ ଏହା...

ଆସନ୍ତା ବର୍ଷ ‘ସୁଶାନ୍ତ ମୁନ୍‌’ ଭାବେ ପାଳିତ ହେବ ଦିବଙ୍ଗତ ଅଭିନେତାଙ୍କ ଜନ୍ମଦିନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ବଲିଉଡର ପ୍ରତିଭାବାନ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ। ଅଭିନୟ ସାଙ୍ଗକୁ ଅନ୍ତରୀକ୍ଷ ପ୍ରତି ତାଙ୍କର ଦୁର୍ବଳତା ଥିଲା।...

କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ...

ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନ୍‌ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୫।୯: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ...

ଛାଡପତ୍ର ହେବା ପରେ ସ୍ତ୍ରୀଙ୍କ ପାଇଁ ଏମିତି କାମ କରିଥିଲେ ହ୍ରିତିକ୍‌ ରୋଶନ, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସୁଜାନେ ଖାନଙ୍କ ମଧ୍ୟରେ ୨୦୧୪ରେ ଛାଡପତ୍ର ହୋଇଥିଲା। ଏହି ସମୟ ଉଭୟଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ପ୍ରଶଂସକମାନେ ମଧ୍ୟ...

ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍‌ ଖାନ୍‌ଙ୍କ ଘରେ ରହିବାର ସୁଯୋଗ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍‌ଙ୍କ ସହ ସେଲ୍‌ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା...

Advertisement
Archives

Model This Week