ଭଉଣୀ ବାହାଘର ପାଇଁ ପାଖରେ ନ ଥିଲା ଟଙ୍କା, ଆଜି ବଡ଼ ଷ୍ଟାର
ମୁମ୍ବାଇ: ଆଜି ଅର୍ଥାତ୍ ଏପ୍ରିଲ ୨ରେ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଜନ୍ମଦିନ। ୧୯୮୧ରେ କପିଲ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଲୋକଙ୍କ ମୁହଁରେ ହସ ଫୁଟାଉଥିବା କପିଲ ଆଜି ଘରେ ଘରେ ପରିଚିତ। ମାତ୍ର ଏହି ଜାଗାରେ ପହଞ୍ଚିବା ପାଇଁ ତାଙ୍କୁ…
ମାମୁଁ ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ! କୃଷ୍ଣା କହିଲେ…
ବମ୍ବେ: ବୁଝାମଣାର ଅଭାବ ହେଲେ ଫିକା ପଡ଼ିଥାଏ ସମ୍ପର୍କ। ସେଭଳି କିଛି ଘଟିଛି ସୁପରଷ୍ଟାର ଗୋବିନ୍ଦାଙ୍କ ଏବଂ ଭଣଜା କୃଷ୍ଣା ଅଭିଷେକଙ୍କ କ୍ଷେତ୍ରରେ। ମାମୁଁଙ୍କୁ କୃଷ୍ଣା ବହୁତ ଭଲ ପାଉଥିଲେ ହେଁ ଏବେ ଉଭୟଙ୍କ ସମ୍ପର୍କ ଆଗଭଳି ନାହିଁ। କିଭଳି ତାହାକୁ…
ବିବାହ ପରେ ଅଭିନୟ ଛାଡ଼ିବାକୁ ଚାହୁଁଥିଲେ ଅନୁଷ୍କା: ଭାଇରାଲ ହେଉଛି ପୁରୁଣା ଭିଡିଓ
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କର ଦାମ୍ପତ୍ୟ ଜୀବନକୁ ବହୁତ ଉପଭୋଗ କରୁଛନ୍ତି। ଏବେ ସେ ମା’ ହୋଇସାରିଛନ୍ତି। ଏହାରି ମଧ୍ୟରେ ସେ ପୁଣିଥରେ ନିଜ କାମକୁ ଫେରିଛନ୍ତି। ଖୁବ୍ଶୀଘ୍ର ତାଙ୍କୁ ଫିଲ୍ମରେ ମଧ୍ୟ ଦେଖିବାକୁ…
ମା’ ହେବେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ଦିଆ ର୍ମିଜା ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ମାଳଦ୍ୱୀପରୁ ଏକ ଫଟୋ ପୋଷ୍ଟ କରି ଦିୟା ପ୍ରଶଂସକଙ୍କୁ ଏହି ବଡ ଖୁସି ଖବର ଦେଇଛନ୍ତି। ଗତ ଫେବୃଆରୀରେ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଆଜିକାଲି…
ବିବାହର ଚାରି ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି କହିଲେ…
ବମ୍ବେ: ଚାରି ବର୍ଷର ବିବାହ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ। ସୋସିଆଲ ମିଡିଆରେ ଲମ୍ବା ଚଉଡ଼ା ପୋଷ୍ଟ କରି ସେ ଏ ବିଷୟରେ ଜଣାଇଛନ୍ତି। ୨୦୧୬ରେ ସାହିଲ ସେହଗଲଙ୍କ ହାତ ଧରିଥିଲେ କୀର୍ତ୍ତି। ଏବେ ବିବାହ ବିଚ୍ଛେଦକୁ…
ବାହୁବଳୀ ‘ପ୍ରଭାସ’ଙ୍କ କ୍ରେଜ୍: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଇ…
ବମ୍ବେ: ଫିଲ୍ମଟିଏ ୧୦୦ କୋଟି କ୍ଲବରେ ସାମିଲ ହେବା କଥା ସମସ୍ତେ ଶୁଣିଥିବେ। ହେଲେ ବାହୁବଳୀ ଷ୍ଟାର ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ସମାନ ପାଉଣା ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମେଗା-ବଜେଟ ଫିଲ୍ମ ‘ରାଧା ଶ୍ୟାମ’ ପାଇଁ ସେ ମୋଟା…
କିରଣ ଜଣେ ଯୋଦ୍ଧା, ଖୁବ୍ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର
ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍ପି କିରଣ ଖେର ବ୍ଲଡ କ୍ୟାନ୍ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ ବର୍ଷ ମଲ୍ଟିପଲ ମାଇଲୋମା ନାମକ ଏକ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ସ୍ବାମୀ ତଥା…
ସଲମାନଙ୍କୁ ବିବାହ କରିବେ ବୋଲି ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିଲେ ଏହି ଅଭିନେତ୍ରୀ, ୮ ବର୍ଷ ଡେଟ୍ କରିବା ପରେ..
ବମ୍ବେ: ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୁପରଷ୍ଟାର ସଲମାନ୍ ଖାନ୍। ବଲିଉଡ୍ର ଏହି ମୋଷ୍ଟ ଏଲିଜିବୁଲ୍ ବ୍ୟାଚଲର୍ ଏଯାଏ ହାତକୁ ଦୁଇ ହାତ ହୋଇନାହାନ୍ତି। ଭବିଷ୍ୟତରେ ତାଙ୍କର ଏଭଳି ଯୋଜନା ମଧ୍ୟ ନ ଥିବା କୁହାଯାଏ। ଏସବୁ…
କିରଣ ଖେରଙ୍କୁ ବ୍ଲଡ୍ କ୍ୟାନସର
ମୁମ୍ବାଇ,୧।୪: ବଲିଉଡ୍ ଅଭିନେତ୍ରୀ ତଥା ଭାଜପାର ଚଣ୍ଡିଗଡ଼ ଲୋକ ସଭା ଆସନ ଏମ୍ପି କିରଣ ଖେର୍ଙ୍କୁ ବ୍ଲଡ୍ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ମୁମ୍ବାଇର କୋକିଳା ବେନ୍ ହସ୍ପିଟାଲରେ ଜାରି ରହିଛି। କିରଣଙ୍କ ସହକର୍ମୀ ଏବଂ ଚଣ୍ଡିଗଡ଼ର ଭାଜପା ସଦସ୍ୟ ଅରୁଣ…
ଥାଲାଇଭାଙ୍କୁ ଦାଦା ସାହେବ ଫାଲ୍କେ
ନୂଆଦିଲ୍ଲୀ,୧।୪: ଦକ୍ଷିଣ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍କେ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୫ ଦଶନ୍ଧି ଧରି ରଜନୀକାନ୍ତ ଫିଲ୍ମ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ…
ଐଶ୍ୱର୍ଯ୍ୟାଙ୍କ ସହ ଏହି ସିନ୍ କରିବାକୁ ଡରୁଥିଲେ ଶାହାରୁଖ, ବାରମ୍ବାର ଦେବାକୁ ପଡ଼ିଥିଲା ଶଟ୍
ମୁମ୍ବାଇ: ବଲିଉଡ୍ ବାଦ୍ଶାହା କୁହାଯାଉଥିବା ଶାହାରୁଖ୍ ଖାନ୍ ଯେ ଛୋଟ ଘଟଣାରେ ଡରନ୍ତି ଏକଥା ଶୁଣିଲେ ଟିକେ ଅଡୁଆ ଲାଗେ। ମାତ୍ର ଏହା ସତ। ଏକଥା ଆମେ କହୁନୁ। ଖୋଦ୍ ଶାହାରୁଖ ଏକଥା ଏକ ଶୋ’ରେ ପ୍ରକାଶ କରିଛନ୍ତି। ୨୦୦୨ ମସିହାରେ…
୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍ଅପ୍ କଲେ ଏହି ଅଭିନେତ୍ରୀ ! ଇନ୍ଷ୍ଟା ପୋଷ୍ଟକୁ ନେଇ…
ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। କାରଣଟି ହେଲା ସୁସ୍ମିତାଙ୍କ ଏକ ପୋଷ୍ଟ। ଜୀବନରେ କୌଣସି ଦୁଃଖରୁ ମୁକୁଳିବା ପାଇଁ…

