ଭାଇବୋହୂ ସହ ରୋମାଣ୍ଟିକ ସିନ୍ କରିଛନ୍ତି ଏହି ଅଭିନେତା
ବଲିଉଡ୍ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ ଦେଖିବାକୁ ମିଳିଥାଏ। ସେହି ସିନ୍ ମଧ୍ୟରୁ କେତେଗୁଡିଏ ହିଟ୍ ସିନ୍ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ…
ବଲିଉଡ୍ରେ କରୋନା: ୪୫ ଜୁନିୟର ଆର୍ଟିଷ୍ଟ ଆକ୍ରାନ୍ତ
ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି କ୍ରମରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କ୍ରିକେଟର…
ୟୁଜରଙ୍କୁ ଧମକ ଦେଲେ ଆମୀରଙ୍କ ଝିଅ: ଲଗାଇଲେ ୫ ହଜାର ଟଙ୍କାର ଜରିମାନା
ବଲିଉଡ୍ର ମିଷ୍ଟର ପରଫେକ୍ଟ ଆମୀର ଖାନ୍ଙ୍କ ଝିଅ ଇରା ଖାନ୍ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ବିଗତ କିଛି ଦିନ ହେବ କୌଣସି ନା କୌଣସି କଥାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଇରା ପ୍ରେମିକ ନୁପୁର ଶେଖରଙ୍କ ସହ…
ଭିକ୍କି କୌଶଲ-ଭୂମି ପେଡନେକର କରୋନା ପଜିଟିଭ୍
ମୁମ୍ବାଇ,୫।୪: ବଲିଉଡ୍ରେ କରୋନା ସଂକ୍ରମଣ ଜାରି ରହିଛି। ସୋମବାର ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଭୂମି ଏବଂ ଭିକ୍କି ସେମାଙ୍କଠାରେ କରୋନା ଲକ୍ଷଣ…
ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ମାଲାୟାଲମ ସିନେମାର ପ୍ରସିଦ୍ଧ ତଥା ଲେଖକ ପି ବାଲାଚନ୍ଦ୍ରନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ କେରଳର ଭାଏକୋମ ସ୍ଥିତ ତାଙ୍କ ବାସଭବନରେ ସୋମବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଶେଷ ନିଶ୍ୱାସ ତ୍ୟାଗ…
ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍
ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍ ଖୁବ୍ କମ୍ ସମୟରେ ଅଧିକ ଲୋକଙ୍କୁ ସଂକ୍ରମଣ କରିବାରେ ସକ୍ଷମ ହେଉଛି। ଏହି…
କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
କଟକ ଅଫିସ,୫।୪: କଟକ ଫ୍ୟାମିଲି କୋର୍ଟରେ ସୋମବାର ହାଜର ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ସହ ପାରିବାରିକ ବିବାଦ ନେଇ ବର୍ଷା କୋର୍ଟରେ ହାଜର ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ପଟିଆଲା ହାଉସ…
ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର
ମୁମ୍ବାଇ,୫।୪: ବଲିଉଡ୍ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଏହାପରେ ସେ ନିଜକୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏବେ ହସ୍ପିଟାଲରେ…
ଗର୍ଲଫ୍ରେଣ୍ଡକୁ ଧରି ଘରକୁ ଫେରିବା ବେଳେ ରୁମ୍ରେ ବସିଥିଲେ ଏକ୍ସ, ପରେ ଏମିତି କଲେ ଏହି ଅଭିନେତା
ବଲିଉଡରେ ଜଣେ ଶକ୍ତିଶାଳୀ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଡାନି ଡେନଜୋନଗାପା। ଡାନି ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ହେଲେ ସେ କେବଳ ଫିଲ୍ମ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥିଲେ। ତାଙ୍କ…
ବିକ୍ନୀ ପିନ୍ଧି ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତା ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ସୋସିଆଲ ମିଡିଆରେ ଏହି ଦୁଇଜଣ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଶିବାନୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଥ୍ରୋବ୍ୟାକ୍ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଫରହାନ୍…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୮୩ ହଜାର ଟଙ୍କା ସହାୟତା ମାଗିଲେ ପ୍ରଶଂସକ, ଆଉ ତା’ପରେ
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ତାରକା କେବଳ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଭାବିତ କରନ୍ତି ନାହିଁ, ବାସ୍ତବ ଜୀବନରେ କିଛି ଅନୁକମ୍ପାମୂଳକ କାର୍ଯ୍ୟ କରି ମଧ୍ୟ ଲକ୍ଷ ଲକ୍ଷ ହୃଦୟକୁ ଜିତିଥାନ୍ତି। ଏହିପରି ତାରକା ତାଲିକାରେ ସଲମାନ ଖାନ, ଶାହାରୁଖ…
ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ୭୦ ଦଶକରେ ସେ ବଲିଉଡ୍ରେ ଅନେକ ଫିଲ୍ମରେ ହିରୋଇନ୍ ଏବଂ ଭିଲେନ୍…

