ମନୋରଞ୍ଜନ

ବିଦ୍ୟାଙ୍କ ମତ

ମୁମ୍ବାଇ: ବଲିଉଡ୍ ନାୟିକା ବିଦ୍ୟା ବଲାନ ସବୁଠାରୁ ନିଆରା ବୋଲି କୁହାଯାଏ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ନିଜର କିଛି ପର୍ସନାଲ ଅନୁଭୁତି ଶେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ନିଜ କ୍ୟାରିୟର…

ଶିବରାତ୍ରୀ ଅବସରରେ ପ୍ରଭାସଙ୍କ ‘ରାଧେ ଶ୍ୟାମ’ ର ନୂଆ ପୋଷ୍ଟର ରିଲିଜ୍‌

ଆଜି ହେଉଛି ମହାଶିବରାତ୍ରୀ। ଏହି ଦିନ ଶିବ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଏହି ଶୁଭ ଅବସରରେ ଲୋକମାନେ ଜୀବନର ନୂତନ କାର୍ଯ୍ୟ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅଭିନେତା ପ୍ରଭାସ ତାଙ୍କ ଫିଲ୍ମ ‘ରାଧେ ଶ୍ୟାମ’ର ଏକ ନୂଆ…

ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ

ମୁମ୍ବାଇ: ଏଥର ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି ବୟ ଫ୍ରେଣ୍ଡ ରଣବୀର କପୁର । ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି ରଣବୀର…

କାଉଣ୍ଟରରେ ପହଞ୍ଚି ନିଜ ଫିଲ୍ମର ଟିକେଟ ବାଣ୍ଟିଲେ ଏହି ଅଭିନେତା

କୌଣସି ଫିଲ୍ମର ଶୁଟିଂ କାର୍ଯ୍ୟ ଶେଷ ହେବା ପରେ ଏହାର ପ୍ରମୋଶନରେ ଲାଗିପଡ଼ନ୍ତି ସମସ୍ତ କଳାକାର। ଏଥିରେ କଳାକାରମାନେ କୌଣସି ଅଭାବ ମଧ୍ୟ ରଖନ୍ତି ନାହିଁ। ଏମିତି କିଛି ଘଟିଛି ଅଭିନେତା ରାଜକୁମାର ରାଓଙ୍କ ସହ। ରାଜକୁମାରଙ୍କୁ ଫିଲ୍ମ ‘ରୋହି’ରେ ଜାହ୍ନବୀ…

ନେହା କକ୍କରଙ୍କ ଡ୍ରେସ୍‌କୁ ନେଇ ଜୋରଦାର ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କରଙ୍କୁ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ସେ ତାଙ୍କ ସ୍ବାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ। ନେହା ଏକ ଡାର୍କ ବ୍ଲୁ କଲରର ଟି-ଶର୍ଟ ପିନ୍ଧିଥିବା ବେଳେ ରୋହନପ୍ରୀତ୍‌ ଏକ କଲରଫୁଲ ଶର୍ଟ ପିନ୍ଧିଥିଲେ। ଦୁଇଜଣ…

ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ପରେ ହଲିଉଡ୍‌ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା ଫିଊ୍ମ ସବୁଠି ପ୍ରିୟଙ୍କାଙ୍କ ଦବ୍‌ଦବା ରହିଛି।…

ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ଦିଅନ୍ତି। ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନାଙ୍କ ଖୋଲା ମତ ବେଳେବେଳେ ତାଙ୍କ ପାଇଁ ମଧ୍ୟ ଏକ…

ଟ୍ରାନ୍ସପରେଣ୍ଟ ଡ୍ରେସରେ ଫଟୋ ଶେୟାର କଲେ ପ୍ରିୟଙ୍କା: ଏମିତି କମେଣ୍ଟ ଦେଲେ ହ୍ରିତିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଗତ ମାସରେ ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ’ଅନ୍‌ଫିନିଷ୍ଟ’ ଉନ୍ମୋଚିତ ହୋଇଛି। ଯାହା ଖୁବ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି…

ରୋଗ ପାଇଁ ବାରମ୍ବାର ଅତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ, ହେଲେ ଭାଗ୍ୟରେ ଲେଖାଥିଲା ଆଉ କିଛି

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଭିନେତ୍ରୀ ଶାମା ସିକନ୍ଦରଙ୍କ ଜୀବନରେ ଏପରି କିଛି ଖରାପ ସମୟ ମଧ୍ୟ ଆସିଥିଲା। କ୍ଷୁଦ୍ର ଫିଲ୍ମ ‘ସେକ୍ସାହୋଲିକ’ରୁ ଲାଇମଲାଇଟକୁ ଆସିଥିବା ଶାମା ଏତେ ଅସୁବିଧାରେ ପଡ଼ିଥିଲେ…

‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା ଚକ୍ରବର୍ତ୍ତୀଙ୍କ ଫଟୋ ନ ଥିବା ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ…

ପଠାନରେ କେମିଓ କରିବେ ଟାଇଗର

ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍‌ର ଦୁଇ ସୁପର ଷ୍ଟାର ଶାହାରୁଖ ଓ ସଲମାନ ଖାନ। କିଙ୍ଗ୍‌ ଖାନଙ୍କ ଅପ କମିଂ ଫିଲ୍ମ ‘ପଠାନ’ରେ ସଲମାନ ଏକ ଗୁରୁତ୍ୱପୂର୍ଣ୍ଣ କେମିଓ କରିବେ। ପ୍ରଥମ ଥର ପାଇଁ ର’ ଏଜେଣ୍ଟ ଭୂମିକାରେ…

ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଝିଅ ଆରୁଷି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫିଲ୍ମଟି ଭାରତୀୟ ନୌସେନାର ପ୍ରଥମ ଛଅ ଜଣ ମହିଳା ଅଫିସରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?