ଦେଡ଼ଶାଶୁଙ୍କ ସହ ରୋମାନ୍ସ କରିଛନ୍ତି ଏହି ଅଭିନେତା: ଆଜି ବି ମନେ ଅଛି ଏହି ହିଟ୍ ସିନ୍
ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍ ସିନ୍ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର…
ଅକ୍ଷୟ କୁମାର କରୋନା ପଜିଟିଭ୍
ମୁମ୍ବାଇ,୪।୪: ବଲିଉଡ୍ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେି ଅକ୍ଷୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ନିଜକୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିଛନ୍ତି। ତାଙ୍କ ସହିତ ମିଳାମିଶା…
ଆଦିତ୍ୟ ନାରାୟଣ ଏବଂ ସ୍ତ୍ରୀ ଶ୍ୱେତାଙ୍କୁ କରୋନା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କରୋନା ପୁଣି କାୟା ବିସ୍ତାର କଲାଣି। ଜଣକ ପରେ ଜଣେ କଳାକାର କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଆଜି ବିଶିଷ୍ଟ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଇଣ୍ଡିଆନ ଆଇଡଲ-୧୨ର…
ବଲିଉଡ୍ରେ ଡେବ୍ୟୁ ପାଇଁ ସଜ ହେଲେଣି ସାଉଥ୍ର ଏହି ହିଟ୍ ଅଭିନେତ୍ରୀ; ଅମିତାଭ-ସିର୍ଦ୍ଧାର୍ଥଙ୍କ ସହ ଆସିବେ ନଜର
ବମ୍ବେ: ଟଲିଉଡ୍ର ହିଟ୍ ନାୟିକା ରଶ୍ମିକା ମନ୍ଦାନା ବଲିଉଡ୍ରେ କରିବେ ଡେବ୍ୟୁ। ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସେ ଫିଲ୍ମ ‘ଗୁଡ ବୟ’ରେ ନଜର ଆସିବେ। ଏନେଇ ଘୋଷଣା କରିଛନ୍ତି ଏକତା କପୁର। ଏହାଛଡ଼ା ସିର୍ଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ‘ମିଶନ ମଜନୁ’ରେ…
ଘରେ ପରିବା ଧୋଉଛନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଲାଇମଲାଇଟରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। କରିସ୍ମା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ସବୁବେଳେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଏହି ସମୟରେ…
କରୋନା ଟିକା ନେବା ପରେ ଅମିତାଭ କହିଲେ ଏମିତି…
ମୁମ୍ବାଇ: ବିଗ୍-ବି ଅମିତାଭ ବଚ୍ଚନ ଶନିବାର କରୋନା ଟିକା ନେଇଛନ୍ତି। ଅଭିଷେକ ବଚ୍ଚନଙ୍କୁ ଛାଡ଼ି ପରିବାର ଅନ୍ୟ ସଦସ୍ୟମାନେ ବି ଏହି ଟିକା ନେଇଛନ୍ତି। ତେବେ ଟିକା ନେବା ପରେ ବିଗ୍-ବି ତାଙ୍କ ଅଭିଜ୍ଞତା ଲୋକଙ୍କ ସହ ଶେୟାର କରିଛନ୍ତି। ଏହି…
ଆଉ ନାହାନ୍ତି ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତା: ୨ ବର୍ଷ ହେବ କିଡ୍ନୀ ରୋଗରେ ଥିଲେ ଆକ୍ରାନ୍ତ
ବଲିଉଡ୍ରେ ଗୋଟିଏ ପରେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିବାରେ ଲାଗିଛି। ଏବେ ଅଭିନେତା ତଥା ନିର୍ଦ୍ଦେଶକ ତାରିକ ଶାହାଙ୍କ ପରଲୋକ ଘଟିଛି। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାରିକ ବିଗତ ୨ ବର୍ଷ ହେବ କିଡ୍ନୀ…
୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ ସାଙ୍ଗକୁ ସେ ସାଉଥ୍ର ଅନେକ ସୁପରହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେବେ ଜୟାଙ୍କ ଜୀବନ ଅନେକ…
କଙ୍ଗନାଙ୍କୁ ରାତାରାତି ଷ୍ଟାର କରି ଦେଇଥିବା ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ ବେବୋ, କାରଣ ଥିଲା ଏମିତି
ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ ଫାଇଁ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଫିଲ୍ମ କୁଇନ୍ରେ ରାନୀ ମେହେରାଙ୍କ ଭୂମିକାକୁ ସେ…
ଏହି କଥାରେ ରାଗି କୌଣସି ଆଓ୍ବାର୍ଡ ଶୋ’କୁ ଯାହାନ୍ତି ନାହିଁ ଆମିର , ଆଜି ବି…
ବଲିଉଡ୍ ଅଭିନେତା ଆମିର ଖାନ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି। ଏହା ବ୍ୟତୀତ ସମସ୍ତେ ଜାଣନ୍ତି ଯେ ଆମିର କୌଣସି ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦିଅନ୍ତି ନାହିଁ। ଏହା ବର୍ଷ ବର୍ଷ ଧରି ଚାଲିଆସୁଛି ଏବଂ ସେ ଗୋଟିଏ…
ନେହାଙ୍କୁ ରେଖାଙ୍କ ଉପହାର, ଭାବବିହ୍ବଳ ହେଲେ ଗାୟିକା
ବମ୍ବେ: ନିକଟରେ ଗାୟକ ରୋହନପ୍ରିତ ସିଂହଙ୍କ ହାତ ଧରିଛନ୍ତି ହିଟ୍ ସିଙ୍ଗର ନେହା କକ୍କଡ। ହେଲେ ବିବାହ ପରେ ସେ ଏବେ କାମରେ ବ୍ୟସ୍ତ। ବିଭିନ୍ନ ଆଲବମ୍ ସାଙ୍ଗକୁ ଇଣ୍ଡିଆନ୍ ଆଇଡଲ-୧୨ ମଞ୍ଚରେ ତାଙ୍କୁ ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ସାଙ୍ଗକୁ ବିଚାରପତିମାନଙ୍କ…
ପୂରଣ ହେଲା ଏକତାଙ୍କ ସ୍ବପ୍ନ
ଏକତା କପୁର ଏବଂ ବିକାଶ ବହଲ ଫିଲ୍ମ ‘ଗୁଡବାୟ’ ମାଧ୍ୟମରେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏଥିରେ ମହାନାୟକ ଅମିତାଭ ବଚ୍ଚନ ଏବଂ ସାଉଥ୍ ଅଭିନେତ୍ରୀ ରଶ୍ମିକା ମଦାନାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଇତିମଧ୍ୟରେ ଆରମ୍ଭ…

