ମନୋରଞ୍ଜନ

ଏହି କାରଣରୁ ବିଜୟ ମାଲ୍ୟାଙ୍କ ପୁଅଙ୍କ ସହ ପ୍ରେମ ସମ୍ପର୍କକୁ ଭୁଲି ଯାଇଥିଲେ ଦୀପିକା; ବ୍ରେକ୍‌ଅପ୍‌କୁ ନେଇ କହିଥିଲେ…

ବମ୍ବେ: ଅଭିନେତା ରଣବୀର ସିଂହଙ୍କୁ ବିବାହ ପୂର୍ବରୁ ଦୀପିକା ପାଦ୍ୟୁକୋନ ଅନେକଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଶିଖର ଛୁଉଁଥିଲା। ଅଭିନେତ୍ରୀଙ୍କ ପ୍ରେମିକମାନଙ୍କ ମଧ୍ୟରୁ ଜଣେ ଥିଲେ ବିଜିନେସ ଟାଇକୁନ୍‌ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା। ଉଭୟଙ୍କ…

ଅକ୍ଷୟଙ୍କ ପରେ କଟ୍ରିନାଙ୍କୁ କରୋନା, ବାର୍ତ୍ତା ଲେଖି କହିଲେ…

ବମ୍ବେ: କରୋନା କବଳରେ ବଲିଉଡ୍‌। ଗୋଟିଏ ପରେ ଗୋଟିଏ କଳାକାର ଏବେ କୋଭିଡ୍‌ରେ ସଂକ୍ରମିତ ହେଉଛନ୍ତି। ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ପରେ ଏବେ ଅଭିନେତ୍ରୀ କଟ୍ରିନା କୈଫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଅଭିନେତ୍ରୀ…

ସତ ହେଲା ସ୍ବପ୍ନ: ପ୍ରଥମ ଥର ଅମିତାଭଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ନୀନା ଗୁପ୍ତା

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ବହୁ ଦିନର ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି। ‘ବଧାଇ ହୋ’ କିମ୍ବା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଭଳି ଫିଲ୍ମ ଗୁଡ଼ିକରେ ନିଜ ଅଭିନୟର ଯାଦୁ…

କରୀନାଙ୍କ ସାନ ପୁଅର ଫଟୋ ଭୁଲ୍‌ରେ ଶେୟାର କରିଦେଲେ ଅଜା

ବଲିଉଡ ଅଭିନେତ୍ରୀ କରୀନା କପୁର ଚଳିତ ବର୍ଷ ଫେବୃଆରୀରେ ଦ୍ୱିତୀୟ ପୁତ୍ର ଜନ୍ମ ଦେଇଛନ୍ତି। ସୈଫ ଏବଂ କରୀନା ସେମାନଙ୍କର ନବଜାତକ ପାଇଁ ବେଶ୍‌ ସତର୍କ ଅଛନ୍ତି। କରୀନା ତାଙ୍କ ସାନ ପୁଅକୁ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି। ସୋସିଆଲ ପ୍ଲାଟଫର୍ମରେ…

କରୋନାରୁ ସୁସ୍ଥ ହେବାପରେ ନିଜକୁ ଏହି ଉପହାର ଦେଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ମହାମାରୀରୁ ସୁସ୍ଥ ହେବା ପରେ ସେ ତାଙ୍କର ଅଧା ରହିଯାଇଥିବା କାମକୁ ଶେଷ କରିଛନ୍ତି। ଅର୍ଥାତ୍‌ ଅଭିନେତା ନିଜ ପାଇଁ ଏକ ନୂଆ କାର ଏବଂ ବାଇକ୍‌ କିଣିଛନ୍ତି…

ଏହି ଲୋକପ୍ରିୟ ଅଭିନେତ୍ରୀ ଦେଡ଼ଶୁରଙ୍କ ସହ କରିଛନ୍ତି ରୋମାଣ୍ଟିକ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର…

ରାକ୍ଷୀ ସାଓ୍ବନ୍ତଙ୍କୁ ଛୋଟ ପ୍ରଶଂସଙ୍କ ଦେଲେ ୧.୪ ଲକ୍ଷର ଉପହାର: ଜାଣନ୍ତୁ କ’ଣ…

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ରାକ୍ଷୀ ଶାଓ୍ବନ୍ତ ତାଙ୍କ ଡ୍ରାମା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ଜଣେ ପ୍ରଶଂସକଙ୍କ ପାଇଁ ଖୁବ୍‌ ଚର୍ଚ୍ଚାରେ। ଜଣେ ଛୋଟ ପ୍ରଶଂସକ ତାଙ୍କୁ ଏକ ଉପହାର…

‘ଅନୁପମା’ ଫେମ୍‌ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ

ମୁମ୍ବାଇ,୬।୪: ଟେଲି ଜଗତର ବେଶ୍‌ ପପୁଲାର ଶୋ’ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ଚଳିତ ଥର ରୁପାଲୀ…

ପରଘରେ ଚାକରାଣୀ କାମ କରୁଥିଲେ ଅଭିନେତ୍ରୀ

୭୦ ଦଶକର ହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଶଶିକଳା ଅନ୍ୟତମ। ସେ ବଲିଉଡ୍‌ର ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଶଶିଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଶଶିକଳା ଜାଭଲକର। ଶଶି ଏକ ମରାଠୀ ପରିବାରର ଥିଲେ। ତାଙ୍କ ଜୀବନ ଉତ୍ଥାନପତନରେ ପରିପୂର୍ଣ୍ଣ ଥିଲା। ଅଭିନେତ୍ରୀ…

କରିନାଙ୍କ ଦ୍ୱିତୀୟ ପୁତ୍ରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୬।୪: କରିନା କପୁର ଖାଁ ଏବଂ ଶୈଫ୍‌ ଅଲ୍ଲୀ ଖାଁଙ୍କ ଦ୍ୱିତୀୟ ପୁତ୍ର ଫେବୃୟାରୀ ୨୧ରେ ଜନ୍ମ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କୌଣସି ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରାଯାଇ ନାହିଁ। ତେବେ ଜେଜେ ବାପା ରଣଧୀର କପୁର ଭୁଲରେ…

ଋଷିଙ୍କ ସ୍ଥାନ ନେଲେ ଅମିତାଭ

ହଲିଉଡ୍‌ ମୁଭି ‘ଦ ଇନ୍‌ଟର୍ନ’ର ହିନ୍ଦୀ ଭର୍ସନରେ ବଲିଉଡ୍‌ ଅଭିନେତା ସ୍ବର୍ଗତ ଋଷି କପୁରଙ୍କ ସ୍ଥାନ ନେଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଆନେ ହାଥଓ୍ବେ ଓ ରବର୍ଟ ଡି ନିରୋଙ୍କ ଅଭିନୀତ ୨୦୧୫ର ଏହି ଚଳଚ୍ଚିତ୍ରରେ ପୂର୍ବରୁ ଅଭିନେତ୍ରୀ ଦୀପିକା…

କରୋନା କବଳରେ ସେଲିବ୍ରିଟି: ଅଙ୍ଗୁରୀ ଭାବି-ଅଭିଜିତ୍‌ ସାଓ୍ବନ୍ତ ସଂକ୍ରମିତ

ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍‌ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?