ଶର୍ଟଲେସ୍ ହୋଇ ଯୋଗ କଲେ ବରୁଣ, ଏହି ଅଭିନେତ୍ରୀ ଉଡ଼ାଇଲେ ମଜା
ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍ କରିବାକୁ ଆଦୌ ଭୁଲନ୍ତି ନାହିଁ। ଏବେ ବରୁଣ ଅରୁଣାଚଳରେ ଫିଲ୍ମ ଶୁଟିଂ କରୁଛନ୍ତି। ଏହି…
ଆତ୍ମଦାହ କଲେ ଏହି ବଲିଉଡ୍ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…
ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ବିଷୟରେ ମୁମ୍ବାଇ ପୋଲିସ ବୁଧବାର ସୂଚନା ଦେଇଛି। ସନ୍ତୋଷଙ୍କ…
ନଗ୍ମା କରୋନା ପଜିଟିଭ୍: ନେଇ ସାରିଛନ୍ତି ପ୍ରଥମ ଡୋଜ୍
ମୁମ୍ବାଇ,୮।୪: ବଲିଉଡ୍ ଅଭିନେତ୍ରୀ ନଗ୍ମାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇନେବା…
ଶିଳ୍ପା ସେଟ୍ଟୀଙ୍କ ସହ ଡ୍ୟାନ୍ସ କଲେ ଏହି କୁନି ଝିଅ, ଫଟୋ ଭାଇରାଲ
ମୁମ୍ବାଇ: ନିଜର ଡ୍ୟାନ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ମଧ୍ୟପ୍ରଦେଶର କୁନିଝିଅ ଗୀତ୍ କୌର ବଗା ଏବେ ଛୋଟ ପରଦାରେ ନାଁ କରିଛନ୍ତି। ସୋନି ଟିଭିର ସୁପର ଡ୍ୟାନ୍ସ ଶୋ’ରେ ଗୀତ୍ ନିଜର ପରଫରମାନ୍ସ ଦେଖାଇଛନ୍ତି। ଗୀତ୍ଙ୍କ ଡ୍ୟାନ୍ସ ଦେଖି…
ଝିଅ ବିଦାୟୀ ସମୟରେ କାନ୍ଦି ନ ଥିଲେ ହେମାମାଳିନୀ
ବଲିଉଡର ‘ହିମ୍ୟାନ’ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ କେବେ କାନ୍ଦିବା ଦେଖିଛନ୍ତି। ହୁଏତ ନା, କିନ୍ତୁ ଝିଅ ଇଶା ଦେଓଲଙ୍କ ବିବାହ ବିଦାୟୀ ସମୟରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏହି କାନ୍ଦୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।…
ପିଲାବେଳୁ ଆକ୍ସନ୍ ସିନ୍ ପସନ୍ଦ…
ଚେନ୍ନାଇ: ସାଉଥ ଫିଲ୍ଟ ଷ୍ଟାର୍ ଆଲୁ ଅର୍ଜୁନଙ୍କୁ ଗୁରୁବାର ୩୮ବର୍ଷ ପୂରଣ ହୋଇଛି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ୨୦୦୧ରେ ଜଣେ ଶିଶୁ କଳାକାର…
ଗୋଟିଏ ଟୁଇଟ୍ରେ ୧ ଲକ୍ଷ ଟଙ୍କା ସହାୟତା କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ
ବମ୍ବେ: ପ୍ରଶଂସକଙ୍କ ସହାୟତା କରି ଚର୍ଚ୍ଚାରେ ଟଲିଉଡ୍ ବିଉଟି କାଜଲ ଅଗ୍ରଓ୍ବାଲ। ସେ ଜଣେ ଯୁବତୀଙ୍କ ପାଠପଢ଼ା ନିମନ୍ତେ ଏକ ଲକ୍ଷ ଟଙ୍କା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ମହତ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି। ହାଇଦ୍ରାବାଦର ସୁମା ନାମକ…
କରୋନାରୁ ବଞ୍ଚିବା ପାଇଁ ଏମିତି ଟିପ୍ସ ଦେଲେ ଏହି ଅଭିନେତ୍ରୀ
ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ଆଜିକାଲି ଲୋକେ ସୁସ୍ଥ ରହିବା ପାଇଁ ସଚେତନ ରହିବା ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ ବଲିଉଡ୍ ଅଭିନେତ୍ରୀ କାଜଲ କରୋନାରୁ ବଞ୍ଚିବା ପାଇଁ ହେଲେ ୫ ଉପାୟ ବିଷୟରେ କହିଛନ୍ତି।…
କରୋନା କହର: ଟଲିଉଡ୍ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ,୭।୪: ଦେଶରେ କରୋନା ସ୍ଥିତି ପୁଣି ଥରେ ସଙ୍ଗୀନ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବା ସହ ପ୍ରତିଦିନ ପ୍ରାୟ ଏକ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ମହାମାରୀର ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଥିବା…
ମାସ୍କର ଦାମ୍ ୩୫୫ଡଲାର
ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ଏବେ ମାୟାନଗରୀର କେତେକ ବଲିଉଡ୍ ସେଲିବ୍ରିଟି। ଅଭିନେତା ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଭିକି କୌଶଲ, କଟ୍ରିନା କୈଫ, ଭୂମି ପେଡନେକର, ରଣବୀର କପୁର,…
୩୦ ଥର ଟେକ୍ ନେବା ପରେ ମଧ୍ୟ ଡାଏଲଗ୍ କହି ପାରି ନଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ଜିତେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ସେ ନିଜ କ୍ୟାରିୟରରେ ମଧ୍ୟରେ ଅନେକ ପ୍ରକାରର ଫିଲ୍ମରେ ଅଭିନୟ କରିଛନ୍ତି। ୬୦ରୁ ୯୦ ଦଶକ ମଧ୍ୟରେ ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସେ ହିନ୍ଦୀ ସିନେମାର…
ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍ରେ ରାଜ୍ କରୁଥିଲେ। ଆଜି ହେଉଛି ତାଙ୍କର ୭୯ ତମ ଜନ୍ମଦିନ। ଆଜିର ଏହି ଖାସ୍ ଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି… ଅନ୍ସ୍କ୍ରିନ୍ଠାରୁ…

