ଜିତେନ୍ଦ୍ରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଭଉଣୀ
ବଲିଉଡ୍ର ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କର ଆଜି ହେଉଛି ଜନ୍ମଦିନ। ବର୍ତ୍ତମାନ ସେ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଜିତେନ୍ଦ୍ର ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପ୍ରକୃତ ନାମ ହେଉଛି ରବି କପୁର। ୧୯୬୪ରେ ଫିଲ୍ମ ‘ଗୀତ୍ ଗାୟା…
ତାମିଲ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ଅଭିନେତ୍ରୀ ହେଲେ ଉର୍ବଶୀ: ଗୋଟିଏ ଫିଲ୍ମ ପାଇଁ ନେବେ…
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁନ୍ଦର ଅଭିନୟ ଯୋଗୁ ଏବେ ତାଙ୍କ ହାତରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତେବେ ଖାସ୍ କଥା ହେଲା ଉର୍ବଶୀ ଚଳିତବର୍ଷ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ…
ଏହି ଦିଅର-ଭାଉଜ ଯୋଡ଼ିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ, ରୋମାଣ୍ଟିକ୍ ସିନ୍ ଆଜିବି ଚର୍ଚ୍ଚାରେ
ବଲିଉଡ୍ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ ଦେଖିବାକୁ ମିଳିଥାଏ। ସେହି ସିନ୍ ମଧ୍ୟରୁ କେତେଗୁଡିଏ ହିଟ୍ ସିନ୍ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ…
ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପାଗଳପ୍ରାୟ ଥିଲେ ରାମ ଗୋପାଳ ବର୍ମା; ଚାପୁଡା ମାରିଥିଲେ ସ୍ତ୍ରୀ…
ବମ୍ବେ: ଇଞ୍ଜିନିୟରିଂ କଲେଜରେ ପାଠପଢ଼ା। ହେଲେ ଫିଲ୍ମ ନିର୍ଦ୍ଦେଶନା ବଦଳାଇଦେଇଥିଲା ଜୀବନ। ଆମେ କଥା ହେଉଛୁ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିଷୟରେ। ‘ରଙ୍ଗିଲା’, ‘ସତ୍ୟା’, ‘କମ୍ପାନୀ’ ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ରାମ ଗୋପାଳଙ୍କ ଆଜି ହେଉଛି ଜନ୍ମଦିନ।…
ସେଲ୍ଫି ନେବାବେଳେ ପ୍ରଶଂସକଙ୍କ ଫୋନ୍ ଛଡ଼ାଇନେଲେ ଏହି ସୁପରଷ୍ଟାର: କାରଣ ଜାଣିଲେ…
ନୂଆଦିଲ୍ଲୀ,୭।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ ସୁପରଷ୍ଟାରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସାଉଥ୍ ସୁପରଷ୍ଟାର ରଜନୀକାନ୍ତ, ବିଜୟ, ଅଜିତ କୁମାର, କମଲ ହାସନ, ଶ୍ରୁତି ହାସନ, ଅକ୍ଷରା ହାସନ ପ୍ରମୁଖ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଲିବ୍ରିଟିମାନେ…
ମୁହଁତୋଡ ଜବାବ ଦେଲେ ଅନୁଷ୍କା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବା ପରେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି। ବିଭିନ୍ନ ପୋଷ୍ଟରେ ସେ ନିଜ ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ଅନୁଷ୍କା ତାଙ୍କ ସଦ୍ୟ ପୋଷ୍ଟରେ ସୋସିଆଲ ମିଡିଆରେ ନକାରାତ୍ମକତା ପ୍ରଚାର…
ମାଳଦ୍ୱୀପରେ ବୟଫ୍ରେଣ୍ଡଙ୍କ ସହ ଛୁଟି ମନାଉଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି। ସେ କିଛି ଫଟୋ ଏବେ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ମାଳଦ୍ୱୀପରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଙ୍କ ସହ ତାଙ୍କ ବୟଫ୍ରେଣ୍ଡ…
ଧର୍ମେନ୍ଦ୍ରଙ୍କୁ ନୁହେଁ ବରଂ ଜିତେନ୍ଦ୍ରଙ୍କୁ ବିବାହ କରିଥାନ୍ତେ ବଲିଉଡ୍ର ଡ୍ରିମଗର୍ଲ; ପ୍ରସ୍ତୁତ ଥିଲା ମଣ୍ଡପ, ହେଲେ…
ବମ୍ବେ: ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଆଜି ହାପି ବର୍ଥ ଡେ। ୧୯୬୪ରେ ଫିଲ୍ମ ‘ଗୀତ ଗାୟା ପତ୍ଥରୋ’ରୁ ବଲିଉଡ୍ରେ ଡେବ୍ୟୁ କରିଥିବା ଜିତେନ୍ଦ୍ର ଦୁଇଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି। କେବଳ ଯେ ଅଭିନୟ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ…
ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ପ୍ରତୀମା ଦେବୀଙ୍କର ୮୮ ବର୍ଷରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତୀମା ଅଭିନୟ କ୍ୟାରିୟର ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା…
ଚର୍ଚ୍ଚାରେ ବେବୋଙ୍କ ମାସ୍କ, ଫଟୋ ଶେୟାର କରି ଲେଖିଲେ…
ବଲିଉଡ୍ କଳାକାରମାନେ କ୍ରମାଗତ ଭାବେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍ଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାରି ମଧ୍ୟରେ କରୀନା କପୁରଙ୍କ ମାସ୍କ ଏବେ ଚର୍ଚ୍ଚାରେ ରହିଛି। ବେବୋ…
ବିବାହକୁ ନେଇ ଏମିିତି ସର୍ତ୍ତ ରଖିଛନ୍ତି ଅଭିନେତ୍ରୀ ପ୍ରାଚୀ ଦେଶାଇ
ଅଭିନେତ୍ରୀ ପ୍ରାଚୀ ଦେଶାଇ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ମାତ୍ର ୧୭ ବର୍ଷ ବୟସରେ ଟେଲିଭିଜନ ଜଗତରେ ପାଦ ରଖିଥିଲେ। ସେ ଖୁବ କମ୍ ବୟସରେ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ‘ରକ୍ ଅନ୍’ ମଧ୍ୟ…
୫୪ ବର୍ଷରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: ବ୍ରେନ୍ ଟ୍ୟୁମରରେ ଥିଲେ ପୀଡିତ
ହଲିଉଡ୍ର ଲୋକପ୍ରିୟ ଅଭିନେତା ପଲ ରିଟରଙ୍କର ପରଲୋକ ଘଟିଛି। ବ୍ରେନ୍ ଟ୍ୟୁମର ଯୋଗୁ ୫୪ ବର୍ଷରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପଲ ‘ହ୍ୟାରୀ ପୋଟର’ ପରି ସୁପରହିଟ୍ ଫିଲ୍ମରେ କାମ କରିଥିଲେ। ଫିଲ୍ମ ‘ଫ୍ରାଇଡେ ନାଇଟ୍ ଡିନର’ରେ ତାଙ୍କ ଚରିତ୍ରକୁ…

