ମନୋରଞ୍ଜନ

କଥା ଥିଲା ସାତ ଜନ୍ମର, ହେଲେ କେଇ ମାସ ବି ଚାଲିଲାନି; ଅଲଗା ହୋଇଗଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌ କରିଥିବାରୁ…

ବବି-କୋଏଲଙ୍କ ବିବାହ ବିଚ୍ଛେଦ; ଇନ୍‌ଷ୍ଟା ପୋଷ୍ଟରେ ଅଭିନେତ୍ରୀ କହିଲେ…

ଇନ୍‌ଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ନେଇ ସଙ୍କେତ ଦେଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ। ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍‌ରେ ତାଙ୍କର ଖ୍ୟାତି ରହିଛି। ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ…

ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି ନୃତ୍ୟ ସବୁଥିରେ ପାରଙ୍ଗମ ସେ। ଆଜି ବି ସେ କୋଟି ହୃଦୟର ରାଣୀ। ଏକ…

ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ…

୧୦ ବର୍ଷ ହେଲାଣି ଏହି ରୋଗ ସହ ଲଢ଼ୁଛନ୍ତି ସୁମୋନା: ଏବେ ଚତୁର୍ଥ ଷ୍ଟେଜ୍‌ରେ…

ବମ୍ବେ: ଲକ୍‌ଡାଉନ୍‌ରେ ଦୁଃଖ ବଖାଣିଛନ୍ତି କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ‘ଦ କପିଲ ଶର୍ମା ଶୋ’ରେ ନଜର ଆସୁଥିବା ସୁମୋନାଙ୍କ ପାଖରେ ଏବେ କୌଣସି କାମ ନାହିଁ। କେବଳ ଏତିକି ନୁହେଁ, ଗତ ୧୦ ବର୍ଷ ଧରି ଏକ ରୋଗ…

ଖୁବ୍‌ଶୀଘ୍ର ବାଜିବ ସାହାନାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ। ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି। ହେଲେ ଏବେ ଆଗକୁ ବଢ଼ିବାର ସମୟ ଉପନୀତ ବୋଲି ସେ…

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’

ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି। ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦୀଶା ପଟନି ଓ ରଣଦୀପ ହୁଡା ମୁଖ୍ୟ ଭୂମିକାରେ…

ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା; ନଭେମ୍ବରରେ କରିଥିଲେ ବିବାହ

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ ଭାବେ ପରିଚିତ ସାହିର ଶେଖ। ନଭେମ୍ବରରେ ସେ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିଥିଲେ। ଏବେ ଉଭୟ ପ୍ରଥମ ସନ୍ତାନକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ନିଜର ବ୍ୟକ୍ତିଗତ କଥାକୁ…

ଅଲଗା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି କପଲ୍‌ ! ଚର୍ଚ୍ଚାକୁ ନେଇ ଏପରି କହିଲେ…

ବମ୍ବେ: ସେଲିବ୍ରିଟିମାନଙ୍କ ଲଭ୍‌ଲାଇଫ୍‌ ହେଉ ଅଥବା ବିବାହ ସବୁକିଛିରେ ପ୍ରଶଂସକ ରୁଚି ରଖିଥାନ୍ତି। ଏପରିସ୍ଥିତିରେ ଗୁଜବ ଉଠିବା ସ୍ବାଭାବିକ। ସେଭଳି କିଛି ଘଟିଛି ଷ୍ଟାର ପ୍ଲସରେ ପ୍ରସାରିତ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନୈତିକ ଭୂମିକାରେ ଅଭିନୟ କରିଥିବା ଅଭିନେତା…

ଭାଇ, ଭଉଣୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଏହି ଅଭିନେତା

ଅଭିନେତା ମୁକେଶ ଖାନ୍ନାଙ୍କ ପାଇଁ ୨୦୨୧ ଦୁଃଖଦର ବର୍ଷ ହୋଇଛି। ଏକ ମାସ ମଧ୍ୟରେ ସେ ଉଭୟ ଭାଇଭଉଣୀଙ୍କୁ ହରାଇଛନ୍ତି। ବଡ ଭଉଣୀ କମଲ କପୁର ନିକଟରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କରୋନାରୁ ସୁସ୍ଥ ହେବା ପରେ ଛାତି…

ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ହୋଇଥିଲେ ମାନୁଷୀ

୨୦୦୦ ମସିହାରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମିସ ୱାଲର୍‌ଡ ହୋଇଥିଲେ ଏବଂ ସେ ଦେଶର ନାମକୁ ଉଜ୍ଜ୍ୱଳ କରିଥିଲେ। ତା’ପରେ ୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ ହରିୟାଣାର ମାନୁଷୀ ଚିଲାର ଏହି ଟାଇଟଲ ଜିତିଥିଲେ। ୨୦୧୭ରେ, ମାନୁଷୀ କେବଳ…

ରାଇନାଙ୍କ ପରେ ଏହି କ୍ରିକେଟରଙ୍କ ସହାୟତା ପାଇଁ ଆଗେଇ ଆସିଲେ ସୋନୁ ସୁଦ୍‌: କହିଲେ…

ବମ୍ବେ: ପରଦାରେ ଖଳନାୟକ ହେଲେ ଅସଲ ଜୀବନରେ ହିରୋ। ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପରିଚୟ ଏବେ କିଛି ଏଭଳି କହିଲେ ଭୁଲ୍‌ ହେବ ନାହିଁ। ମହାମାରୀ କରୋନା ଯୋଗୁ ଉପୁଜିଥିବା ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ବେଳେ ଅଭିନେତା ହିରୋ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?