ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି ନୃତ୍ୟ ସବୁଥିରେ ପାରଙ୍ଗମ ସେ। ଆଜି ବି ସେ କୋଟି ହୃଦୟର ରାଣୀ। ଏକ ସମୟରେ ତାଙ୍କୁ ଅନେକ ବଡ଼ ସୁପରଷ୍ଟାର ଜୀବନସାଥୀ କରିବାକୁ ଚାହୁଁଥିଲେ। ହେଲେ ଜଣେ ଏଭଳି ଗାୟକ ଥିଲେ ଯିଏ ମାଧୁରୀଙ୍କୁ ବିବାହ କରିବାକୁ ସିଧାସିଧା ମନା କରିଦେଇଥିଲେ।

ଅଭିନେତ୍ରୀଙ୍କୁ ବିବାହ କରିବାର ପ୍ରସ୍ତାବ ଲୋକପ୍ରିୟ ଗାୟକ ସୁରେଶ ଓ୍ବାଡେକରଙ୍କ ପାଖକୁ ଯାଇଥିଲା। ସୁରେଶ ମାଧୁରୀଙ୍କଠାରୁ ୧୨ ବର୍ଷ ବଡ଼ ଥିଲେ। ଅପରପକ୍ଷେ ମାଧୁରୀଙ୍କ ପରିବାରଲୋକେ ସେ ଅଭିନୟ କରନ୍ତୁ ବୋଲି ଚାହୁଁ ନ ଥିଲେ। ଫଳରେ ସେମାନେ ବିବାହ ପାଇଁ ପୁଅ ଦେଖିବା ଆରମ୍ଭ କରିଦେଇଥିଲେ। ସୁରେଶଙ୍କ ପାଖକୁ ସେଭଳି ପ୍ରସ୍ତାବ ଆସିଥିଲା। ହେଲେ ଝିଅ ବହୁତ ପତଳା ବୋଲି କହି ଗାୟକ ବିବାହ କରିବାକୁ ମନା କରିଦେଇଥିଲେ।

ଏଭଳି ଘଟଣା ପରେ ଆହୁରୀ ଚିନ୍ତାରେ ପଡ଼ିଯାଇଥିଲେ ମାଧୁରୀଙ୍କ ପରିବାର। ଅଧିକ ଫିଲ୍ମ କାମ କଲେ ମାଧୁରୀଙ୍କ ବିବାହ ହେବାରେ ଅସୁବିଧା ହେବ ବୋଲି ସେମାନେ ଭାବୁଥିଲେ। ହେଲେ ୧୯୯୯ରେ ଡାକ୍ତର ଶ୍ରୀରାମ ନେନେଙ୍କୁ ସେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋର୍‌ ୩ଟା ୩୦ରେ ହୋଇଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ !

ମୁମ୍ବାଇ, ୧୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଛି। ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ପୋଲିସ ପକ୍ଷରୁ...

ଏହି କୁନି ଝିଅ ଏବେ ବଲିଉଡର ସୁପରଷ୍ଟାର, ଚିହ୍ନିଲେ ଦେଖି କିଏ…

ବମ୍ବେ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ପିଲାଦିନର ଫଟୋ। ଶିଶୁ ଦିବସ ଉପଲକ୍ଷେ ଅଭିନେତ୍ରୀଜଣଙ୍କ ଏହାକୁ ନିଜ ଆକାଉଣ୍ଟରୁ ଶେୟାର...

କରୱା ଚୌଥ୍‌ରେ ସ୍ତ୍ରୀଙ୍କୁ ଦେଲେ ବିଏମଡବ୍ଲୁ କାର୍‌, କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡ୍‌ର ଅନେକ ଯୋଡ଼ି ଏଥର କରୱା ଚୌଥ୍‌ ବେଶ୍‌ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ହାସ୍ୟ ଅଭିିନେତା ଗୋବିନ୍ଦା ସ୍ତ୍ରୀ ସୁନୀତା ଅହୁଜାଙ୍କୁ କରୱା...

ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ’ର ପ୍ରମୋଶନ ପାଇଁ...

ଅନୁଜଙ୍କ ବଧୂ ହେବାକୁ ପ୍ରସ୍ତୁତ

ବମ୍ବେ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଜ-ଅନୁପମା। ଷ୍ଟାରପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଆଗାମୀ ଏପିସୋଡରେ ଏହା ଦେଖିବାକୁ ମିଳିପାରେ। ପ୍ରଶଂସକମାନେ...

ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବେବୋ

ମୁମ୍ବାଇ,୨୧।୨: କରିନା କପୁର ଖାଁ ଏବଂ ଶୈଫ୍‌ ଅଲ୍ଲୀ ଖାଁ ପୁଣି ଥରେ ମାତାପିତା ହୋଇଛନ୍ତି। ରବିବାର ଭୋର୍‌ ୪ଟା ୪୫ରେ ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ...

ପ୍ରଯୋଜକଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ, ଜନ୍ମଦିନରେ…

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଆଜି ରକୁଲ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ...

ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ…

ବଲିଡଡ୍‌ର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କର ଆଜି ହେଉଛି ଜନ୍ମଦିନ। ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମଗ୍ରହଣ କରିଥିବା ଅନୁରାଗ ତାଙ୍କର କ୍ୟାରିଅରରେ ଅନେକ ଫିଲ୍ମ...

Advertisement
Archives

Model This Week