ବବି-କୋଏଲଙ୍କ ବିବାହ ବିଚ୍ଛେଦ; ଇନ୍‌ଷ୍ଟା ପୋଷ୍ଟରେ ଅଭିନେତ୍ରୀ କହିଲେ…

ଇନ୍‌ଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ନେଇ ସଙ୍କେତ ଦେଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ। ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍‌ରେ ତାଙ୍କର ଖ୍ୟାତି ରହିଛି। ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ୨୦୧୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହେଲେ ୨୦୧୮ରୁ ଉଭୟ ପରସ୍ପରଠାରୁ ଅଲଗା ରହୁଥିବା ସ୍ପଷ୍ଟ କରିଛନ୍ତି କୋଏଲ।

ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜଣାଇବାକୁ ଚାହେଁ। ବିବାହ ତିଷ୍ଠି ପାରିଲା ନାହିଁ। ଆମେ ଆଇନଗତ ଭାବେ ଅଲଗା ରହୁଛୁ। ଓଡ଼ିଆ ଲୋକମାନେ ବହୁତ ଭଲପାଇବା ଦେଇଛନ୍ତି। ସେଠାରେ ଜୀବନର ବହୁତ କିଛି ପାଇଛି। ଏଣୁ ଏସବୁ ବିଷୟରେ ଜଣାଇବା ମୋର କର୍ତ୍ତବ୍ୟ ବୋଲି ମନେକଲି। ବର୍ତ୍ତମାନ ମୋର ରାସ୍ତା ଅଲଗା ଏବଂ ଆଗକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବି ବୋଲି ଆଶା କରୁଛି ବୋଲି କୋଏଲ କହିଛନ୍ତି। ଓଲିଉଡ୍‌ ପାଇଁ ଏହି ଖବର ନୂଆ ନୁହେଁ ହେଲେ ଚଳଚ୍ଚିତ୍ରପ୍ରେମୀଙ୍କୁ ଏହି ଖବର ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...

‘ଭାଗ ମିଲଖା ଭାଗ’ ପାଇଁ ସୋନମ କପୁର ନେଇଥିଲେ ମାତ୍ର ୧୧ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲେ ବି ବେଳେବେଳେ କାମ କରିବାକୁ ମନା କରି ଦେଇଥାଆନ୍ତି । ଆଉ...

୧୬ରେ ବିବାହ, ୧୭ରେ ମା’; ୨ ବର୍ଷରେ ଛାଡ଼ପତ୍ର; ଚର୍ଚ୍ଚାରେ ଥିଲା ‘କୋମଲିକା’ଙ୍କ ଜୀବନ

ବମ୍ବେ: ନାୟିକା ନୁହେଁ ବରଂ ଖଳନାୟିକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଉର୍ବଶୀ ଢ଼ୋଲକିଆ। ଆଜି ବି ଦର୍ଶକ ତାଙ୍କର ଚରିତ୍ର...

ମୃତ୍ୟୁ ପୂର୍ବରୁ ଭବିଷ୍ୟବାଣୀ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

ଆଦା ଶର୍ମାଙ୍କୁ ସ୍କିନ ଆଲର୍ଜି, ସୋସିଆଲ ମିଡିଆରେ କଲେ ଶେୟାର…

ମୁମ୍ବାଇ : ଅଭିନେତ୍ରୀ ଆଦା ଶର୍ମା ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି। ବିବାଦୀୟ ଚଳଚ୍ଚିତ୍ର ‘କେରଳ ଷ୍ଟୋରୀର ଅଭିନେତ୍ରୀ ଆଦା ଶର୍ମା ଆଜିକାଲି...

ୟୁଏଇରେ ରିଲିଜ୍ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଇଣ୍ଡିଆନ ବକ୍ସ ଅଫିସରେ ଧମାଲ ମଚାଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଏବେ ୟୁଏଇ ଆଡେ ମୁହାଁଇଛି । କିଛିଦିନ ତଳେ ଫିଲ୍ମର ନିର୍ଦ୍ଦେଶକ...

Advertisement
Archives

Model This Week