୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…
ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପ୍ରକୃତ ନାମ କିରନ୍ଜିତ କୌର ବୋହରା। ପଞ୍ଜାବୀ ପରିବାରରେ ଜନ୍ମିତ ସନ୍ନି ୧୯ ବର୍ଷ…
‘ରାଧେ’ ପାଇଁ ପ୍ରଶଂସକ ପାଗଳ: ରିଲିଜ୍ ହେଉ ହେଉ କ୍ରାସ୍ ହେଲା ସର୍ଭର
ବମ୍ବେ: ଶେଷ ହୋଇଛି ଦୀର୍ଘଦିନର ଅପେକ୍ଷା। ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ରାଧେ’। ଟ୍ରେଲର ରିଲିଜ ପରଠାରୁ ପ୍ରଶଂସକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଥିଲା। ଇଦ୍ ଅବସରରେ ଏହା ପରଦାକୁ ଆସିବା ପରେ ସର୍ଭର…
ଏହି ଅଭିନେତ୍ରୀଙ୍କ ଆବ୍ସ ଦେଖି ଏମିତି କହିଦେଲେ ଅର୍ଜୁନ
‘ଖତ୍ରୋଂ କେ ଖିଲାଡି ୧୧’ ଶୁଟିଂ ପାଇଁ ଏବେ କିଛି ଟେଲି ଅଭିନେତା/ଅଭିନେତ୍ରୀ କେପଟାଉନରେ ଅଛନ୍ତି। ସେଠାରେ ସେମାନେ ନେ ଅନେକ ଫଟୋସୁଟ ମଧ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଟିଭି…
ସୋସିଆଲ ମିଡିଆରେ ରିୟାଙ୍କ ଲମ୍ବାଚଉଡ଼ା ପୋଷ୍ଟ, ଏଥିରେ ଲେଖାଅଛି ଏମିତି କିଛି…
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିଥିଲେ। ମାତ୍ର ଏହି କିଛିଦିନ ହେବ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ହୋଇଯାଇଛନ୍ତି। ରିୟା ଧୀରେ ଧୀରେ…
ଲକ୍ଷ୍ୟରୁ ଟପିଗଲେ ବିରୁଷ୍କା: ଯାହା କହିଥିଲେ କରି ଦେଖାଇଲେ
ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୧୧ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…
ଏହି ଅଭିନେତ୍ରୀଙ୍କୁ କିସ୍ ସିନ୍ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି ଏକ ଅଂଶ ପାଲଟିଗଲେ। ଫିଲ୍ମ ବ୍ୟତୀତ ସେ କେତୋଟି ମ୍ୟୁଜିକ୍ ଭିଡିଓରେ ମଧ୍ୟ ସୁପରହିଟ୍…
ଏକଦା ଭିଡ଼ର ସୁଯୋଗ ନେଇ ବିପାଶାଙ୍କ ସ୍କର୍ଟ ଟାଣିବାକୁ ଚେଷ୍ଟା କରିଥିଲେ ପ୍ରଶଂସକ; ଆଜି ବି…
ବମ୍ବେ: ବଲିଉଡ୍ ଅଭିନେତ୍ରୀଙ୍କ ପ୍ରଶଂସକ ଅଧିକ। ଏଥିଲାଗି ସର୍ବସାଧାରଣସ୍ଥଳକୁ ଗଲେ ଭିଡ଼ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥା ଲୋଡା ପଡ଼ିଥାଏ। ହେଲେ ଅନେକ ସମୟରେ ଭିଡ଼ରେ ଅଭିନେତ୍ରୀଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରାଯାଇଥାଏ। ସୋନମ କପୁର, କରିନା କପୁରଙ୍କଠାରୁ ଆରମ୍ଭ…
ସଞ୍ଜୟ ଦତ୍ତଙ୍କ ଭଉଣୀ ପୂର୍ବରୁ ରାଜ କପୁରଙ୍କ ଝିଅଙ୍କ ସହ ନିର୍ବନ୍ଧ କରିଥିଲେ କୁମାର ଗୌରବ : କେବଳ ଏହି କାରଣ ପାଇଁ ଭାଙ୍ଗିଲା ସମ୍ପର୍କ
ବଲିଉଡରେ ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କ ପ୍ରଥମ ଫିଲ୍ମ ହିଟ୍ ହୋଇଥିବା ବେଳେ ସେମାନେ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍ କରିପାରି ନାହାନ୍ତି। ଏଥିରେ ଫିଲ୍ମ ‘ଲଭ ଷ୍ଟୋରୀ’ର ଅଭିନେତା କୁମାର ଗୌରବଙ୍କ ନାମ ଅନ୍ତର୍ଭୁକ୍ତ। ଯାହାଙ୍କୁ ଇଣ୍ଡଷ୍ଟ୍ରିରେ ୱାନ ଟାଇମ ୱାଣ୍ଡର କୁହାଯାଉଥିଲା।…
ମୋ ବାପା-ମା’ ବାଡେଇବେ; କାହିଁକି ଏମିତି କହିଲେ ସଲମାନ ଖାନ୍
ବଲିଉଡର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନେକ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ପାଇଁ ସେ ଖବରରେ ଥା’ନ୍ତି। କିନ୍ତୁ ଦର୍ଶକ ଦବଙ୍ଗ ଚଳଚ୍ଚିତ୍ରରେ ‘ଚୁଲବୁଲ ପାଣ୍ଡେ’ର ଚରିତ୍ରକୁ…
ଦେଶର ପ୍ରଧାନମନ୍ତ୍ରୀ ହେବେ କି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ସୋନୁ ସୁଦ
ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିବାର ରାହା ଦେଖାଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ବଲିଉଡ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟି ସୋନୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ଦେଶକୁ…
ପାକିସ୍ତାନ କାରାଗାରରେ ତିନି ବର୍ଷ ବନ୍ଦୀ ଥିଲେ ଏହି ଅଭିନେତା: ୫୦ ବର୍ଷରେ ବଲିଉଡରେ କରିଥିଲେ ପ୍ରବେଶ
ସିନେମା ଜଗତରେ ଏପରି ଅନେକ କଳାକାର ଅଛନ୍ତି, ଯାହାର ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଆଜିର ପିଢ଼ି ଅତୀତର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ବିଷୟରେ ଖୁବ କମ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଶ୍ରେଷ୍ଠ ଅଭିନେତା ବିଷୟରେ…
ଗ୍ଲାମର ଛାଡ଼ି ଏବେ ଯୋଗିନୀ
ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ ପୂରଣ ହୋଇଛି, କେତେକ ନିରାଶ ହୋଇଛନ୍ତି। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯିଏ…

