ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା; ନଭେମ୍ବରରେ କରିଥିଲେ ବିବାହ

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ ଭାବେ ପରିଚିତ ସାହିର ଶେଖ। ନଭେମ୍ବରରେ ସେ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିଥିଲେ। ଏବେ ଉଭୟ ପ୍ରଥମ ସନ୍ତାନକୁ ନେଇ ବେଶ ଉତ୍ସାହିତ ଅଛନ୍ତି।

ନିଜର ବ୍ୟକ୍ତିଗତ କଥାକୁ ସୋସିଆଲ ମିଡିଆରେ ପରିପ୍ରକାଶ କରିବାକୁ ସେତେଟା ପସନ୍ଦ କରନ୍ତି ନାହିଁ ସାହିର। ସେଥିପାଇଁ ଡେଟ୍‌ ଓ ବିବାହ କଥା କେହି ବି ଜାଣି ପାରି ନ ଥିଲେ। ପରେ ସେ ରୁଚିକାଙ୍କୁ କୋର୍ଟରେ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଭ ଆଡିକ୍‌ଟେଡ ଶର୍ଲି ସେତିଆ

ମୁମ୍ବାଇ: କ୍ୟୁଟ, ବବଲି ଆଉ ଚାର୍ମିଙ୍ଗ.. । ଫିଲ୍ମ ନିକମ୍ମା ଟ୍ରେଲରରେ ଲିଡ ଅଭିନେତ୍ରୀ ଶର୍ଲି ସେତିଆଙ୍କୁ ଦେଖିଲେ ଯେ କେହି ତାଙ୍କ କ୍ୟୁଟନେସର ଦିୱାନା...

ଫିଲ୍ମଠାରୁ କମ୍‌ ନୁହେଁ ପ୍ରେମକାହାଣୀ; ଭିନ୍ନ ଧର୍ମର ସତ୍ତ୍ୱେ…

ବମ୍ବେ: ଫିଲ୍ମ କଳାକାର-କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ ପ୍ରେମକାହାଣୀ ଏଭଳି ଗଢ଼ିଉଠିଛି। ସେଥିମଧ୍ୟରୁ ଭାରତୀୟ କ୍ରିକେଟର ଜାହିର ଖାନ୍‌ ଏବଂ...

କପିଲଙ୍କ ଶୋ’ ଛାଡ଼ିଲେ ଭାରତୀ! ଚର୍ଚ୍ଚାକୁ ନେଇ କମେଡିକୁଇନ୍‌ କହିଲେ…

ବମ୍ବେ: ଅନେକ ଦିନ ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ସେପ୍ଟେମ୍ବର ୧୦ରୁ ପ୍ରତି ଶନିବାର...

କଙ୍ଗନାଙ୍କ ସିକ୍ରେଟ୍‌ ଖୋଲିଲେ ତାଙ୍କ ଭଉଣୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ବେଳେବେଳେ ଟୁଇଟ୍‌ କରି ନିଜ ପରିବାର ବିଷୟରେ କିଛି...

ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗୁଛି ଭାଇଜାନଙ୍କ ଫିଲ୍ମ ‘ଭାରତ’

ମୁମ୍ବାଇ,୭।୬: ଦବଙ୍ଗ ଖାଁଙ୍କ ଫିଲ୍ମ ‘ଭାରତ’ ପରଦାରେ ରିଲିଜ୍‌ ହୋଇସାରିଛି। ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିରେ ରେକର୍ଡ ଭାଙ୍ଗୁଛି।...

ବାୟୋପିକ୍‌ ନିଶାରେ ତାପସୀ

ତେଲୁଗୁ ହେଉ କି ତାମିଲ ଫିଲ୍ମରେ ତାପସୀ ପାନୁ ଜଣେ ପରିଚିତା ଅଭିନେତ୍ରୀ। ୟା ଭିତରେ ସେ ଅନେକ ମନ ପସନ୍ଦର ସିନେମାରେ ଅଭିନୟ କରିସାରିଲେଣି।...

ଦୁବାଇରେ ଛୁଟି କାଟୁଛନ୍ତି ଦେଶୀ ଗର୍ଲ

ମୁମ୍ବାଇ: ନିକଟରେ ବଲିଉଡ୍‌ର ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାଉଦି ଆରବରେ ଆୟୋଜିତ ହୋଇଥିବା ‘ରେଡ୍‌ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିଥିଲେ।...

ଦ୍ୱିତୀୟ ଥର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲିଜା ହେଡେନ୍‌ଙ୍କ ଘରକୁ ଖୁସି ଖବର ଆସିଛି। ସେ ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ...

Advertisement
Archives

Model This Week