ମନୋରଞ୍ଜନ

୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…

ଭାଇଜାନଙ୍କ ବଡି ଗାର୍ଡ କହିଲେ ଏମିତି କଥା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କ ବଡି ଗାର୍ଡ ଶେରା ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଭାଇଜାନଙ୍କ ସହ ଶେରାଙ୍କ ସମ୍ପର୍କ ବହୁ ପୁରୁଣା। ୨୫ ବର୍ଷ ଧରି ଶେରା ଛାଇ ପରି ତାଙ୍କ ପଛେ ପଛେ ରହିଛନ୍ତି। ସଲମାନଙ୍କ ପ୍ରଶଂସକମାନେ…

ବକ୍ସ ଅଫିସରେ ଖାତା ଖୋଲିପାରିବ ନାହିଁ ରାଧେ : ସଲମାନ

ମୁମ୍ବାଇ,୧୧।୫ : ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘ ରାଧେ : ଇୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ବକ୍ସି ଅଫିସରେ ଖାତା ଖୋଲିପାରିବ…

ଘରର ଇଏମ୍‌ଆଇ ଦେଇପାରୁ ନାହାନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ,୧୧।୫ : ପୂରା ଦେଶରେ ହାହାକାର ଭଳି ସ୍ଥିତି ସୃଷ୍ଟି କରିଛି କରୋନା ମହାମାରୀ। ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବାବେଳେ ବହୁ ସଂଖ୍ୟାରେ ରୋଜଗାର ହରାଇଛନ୍ତି। ଏଭଳି ଆର୍ଥିକ ସଙ୍କଟ ଦେଇ କେବଳ ସାଧାରଣ ଲୋକମାନେ ଗତି କରୁଛନ୍ତି,…

କାର୍ତ୍ତିକଙ୍କଠାରୁ ଆରମ୍ଭ କରି କଙ୍ଗନା: କରନ୍‌ ଜୋହରଙ୍କ ସହ ଝଗଡ଼ା କରିଛନ୍ତି…

ବମ୍ବେ: ବଲିଉଡ୍‌ରେ ନେପୋଟିଜିମ୍‌(ପରିବାରବାଦ) ଉପରେ କଥା ଉଠିଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ୍‌ ଜୋହରଙ୍କ ନାମ ପ୍ରଥମେ ଆସେ। ବଡ଼ପରଦାରେ ଷ୍ଟାରକିଡ୍ସମାନଙ୍କୁ ଲଞ୍ଚ କରିବା ଏହା ପଛର କାରଣ ବୋଲି କୁହାଯାଏ। କଥା ଏତିକିରେ ସୀମିତ ନୁହେଁ। ବଲିଉଡ୍‌ର କିଛି କଳାକାରଙ୍କ…

ଭାଙ୍ଗିଗଲା କି ୬ ମାସର ବାହାଘର! ନେହା କକ୍କର-ରୋହନପ୍ରୀତ ସିଂଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌

ବଲିଉଡ ଗାୟିକ ନେହା କକ୍କରଙ୍କ ବିବାହକୁ ମାତ୍ର ୬ ମାସ ହୋଇଛି। ଏବେ ସ୍ବାମୀ ରୋହନପ୍ରୀତ ସିଂଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ନେହା ନିଜେ ସୋସିଆଲ ମିଡିଆରେ ଏହାର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦୁହେଁ ପରସ୍ପରକୁ ମାରୁଥିବା…

ଏହି ଅଭିନେତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍‌

ବିଗ ବସ ୧୪ର ପ୍ରତିଯୋଗୀ ତଥା ବଲିଉଡର ଡ୍ରାମା କୁଇନ୍‌ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପ୍ରାୟତଃ ତାଙ୍କ ମନ୍ତବ୍ୟ ପାିଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ରାକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ସେ ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ…

ଶାଶୁଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ ପ୍ରୀତି, ଦେଲେ ଏମିତି ଜବାବ

ପ୍ରାୟତଃ ଅଭିନେତା-ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଟ୍ରୋଲ ଆଉ ଟାର୍ଗେଟ ହୋଇଥାନ୍ତି। ୟୁଜର୍ସମାନେ କୌଣସି ନା କୌଣସି କାରଣ ଲାଗି ସେଲିବ୍ରିଟିଙ୍କୁ ଟ୍ରୋଲ କରନ୍ତି। ମାତ୍ର କେତେକ ତାରକା ତାଙ୍କ ଟ୍ରୋଲର ଉପଯୁକ୍ତ ଜବାବ ଦେଇଥାନ୍ତି। ନିକଟରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟ୍ରୋଲ…

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ଡିଲିଟ୍‌ କଲା ଇନ୍‌ଷ୍ଟାଗ୍ରାମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ଇନଷ୍ଟାଗ୍ରାମ୍‌ କଙ୍ଗନା ରାଣାଓ୍ବତଙ୍କ କରୋନା ପଜିଟିଭ୍‌ ପୋଷ୍ଟକୁ ଡିଲିଟ୍‌ କରିଦେଇଛି। କଙ୍ଗନା ନିକଟରେ…

ଟିକା ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି। ତେବେ ଟିକା ନେଇ ବଲିଉଡ୍‌…

କରୋନା ନେଲା ଏହି ଅଭିନେତାଙ୍କ ଜୀବନ

କରୋନାର ଦ୍ୱିତୀୟ ଲହର ଦେଶକୁ ବହୁତ ପ୍ରଭାବିତ କରିଛି। ଅନେକ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣାଶୁଣା ଅଭିନେତା ତଥା ଉପସ୍ଥାପକ ଟି ନରସିଂହ ରାଓଙ୍କ କରୋନାରେ ପରଲୋକ ଘଟିଛି। ଟିଏନ୍‌ଆର ନାମରେ ପରିଚିତ ନରସିଂହ କରୋନାରେ ଆକ୍ରାନ୍ତ ହୋଇ…

ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏସବୁ ସେଲିବ୍ରିଟି; କିଏ ବିବାହ କରିଥିଲେ ତ ଆଉ କିଏ ଲିଭ୍‌ ଇନ୍‌ରେ ରହି ଖୁସି

ଫିଲ୍ମ ଜଗତରେ ବିବାହ ସବୁବେଳେ ସ୍ବତନ୍ତ୍ର। ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ନିର୍ବନ୍ଧଠୁ ନେଇ ହନିମୁନ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ ବିଷୟରେ କହିବାକୁ ଗଲେ, ଏଠାରେ କେତେ ଜଣ ସେମାନଙ୍କ ସହ-ତାରକାଙ୍କୁ ବିବାହ କରିଛନ୍ତି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?