Advertisement

ମନୋରଞ୍ଜନ

ଚର୍ଚ୍ଚାରେ ଟାଇଗରଙ୍କ ସେଲ୍‌ଫି

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଶୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏମିତିରେ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେବା ସହ ତାକୁ ଚର୍ଚ୍ଚା ହେଉଛି। ଏହି...

ଅସୁସ୍ଥ ଅଛନ୍ତି ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଶରୀର ଏବେ ଅସୁସ୍ଥ ଅଛି। ଏକଥା ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ଉର୍ବଶୀ କେଶଓ୍ବାନୀଙ୍କ ବିବାହ ଥିଲା। ଏଥିରେ ସ୍ବାମୀ ରଣବୀର ସିଂଙ୍କ ସହ ମିଶି ଖୁବ୍‌ ନାଚିଥିଲେ। ପରେ...

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ ଫିଲ୍ମ। ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରୁ ଅଜୟ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ।...

୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ପ୍ରସିଦ୍ଧ ଅଭିନେତା ଅମୁଲ ପାଲେକର ଦୀର୍ଘ ୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି। ସେ ଥ୍ରୀଲିଙ୍ଗ ଡ୍ରାମା ହିନ୍ଦୀ ପ୍ଲେ ‘କୁସୁର’ରେ ନଜର ଆସିବେ। ‘କୁସୁର’ର କାହାଣୀ ସନ୍ଧ୍ୟା ଗୋଖଲେ ଲେଖିଛନ୍ତି। ଏଥିରେ ଜଣେ ଅବସରପ୍ରାପ୍ତ ଏସିପି ଦଣ୍ଡବତେ ଚରିତ୍ରରେ...

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ସେଥିରେ ପଦ୍ମିନୀଙ୍କ...

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବୁଲା କୁକୁର ସହ ଖେଳୁଥିବା ଫଟୋ...

ଦିଲ୍ଲୀର ପ୍ରଦୂଷଣ ପାଇଁ ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ

ନୂଆଦିଲ୍ଲୀ,୧୧।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍‌ ଫିଲ୍ମର ଶୁଟିଂକୁ ଗୋଟିଏ ପରେ ଗୋଟିଏ ବାତିଲ କରାଯାଇ ଆଗକୁ ତାରିଖ ବଢ଼ାଇ...

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪ ଏବେ ଧମାଲ୍‌ ମଚାଉଛି। ଅନ୍ୟ ପଟେ ଫିଲ୍ମ ସୂର୍ଯ୍ୟବଂଶୀର ଶୁଟିଂରେ ବ୍ୟସ୍ତ ଥିବା...

ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ ହେଉନାହିଁ। ଲୁକରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି। ଫଟୋରେ ରଣବୀରଙ୍କ ଆଖିରେ...

ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍‌ ନାୟିକା ତଥା ବୋନିଙ୍କ ଝିଅ ଜାହ୍ନବୀ କପୁର। ଭିନ୍ନ ଢଙ୍ଗରେ ସେ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜାହ୍ନବୀ...

ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଦବଙ୍ଗ ୩ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ...

ଭାବି ଶାଶୁଙ୍କ ସହ ଡିନର ଡେଟ୍‌ରେ ଗଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏମାନେ ବି ନିଜ ପର୍ସନାଲ ଟାଇମ ସ୍ପେଣ୍ଡ କରିବାକୁ ଆଦୌ ଭୁଲୁ ନ ଥିବା ଦେଖାଯାଉଛି। ହେଲେ...

Advertisement
Archives

Model This Week

Why Dharitri