ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବା ହେବା ପରେ ଏମିତି କରିଥିଲେ ଏହି ଅଭିନେତା

ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆରେ କେଉଁ ଷ୍ଟାର ଆଗକୁ ଯିବେ ତାହା କହିବା ଅତ୍ୟନ୍ତ କଷ୍ଟକର। ଏହି ଲାଇନ୍‌ରେ ଆସି ଅନେକ ଭଲ ତାରକା ମଧ୍ୟ କ୍ୟାରିୟର କରି ପାରି ନାହାନ୍ତି। କାରଣ ଉତ୍ଥାନ-ପତ୍ତନ ଏହି ଲାଇନ୍‌ରେ ସାଧାରଣ କଥା। ବେଳେବେଳେ କେତେକ କଳାକାର ଥରକରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରନ୍ତି। କେତେବେଳେ ସେ କାମ ପାଆନ୍ତି ନାହିଁ। ଆଫତାବ ଶିବଦାସାନି ମଧ୍ୟ ସେହି କଳାକାରମାନଙ୍କ ମଧ୍ୟରୁ ଜଣେ। ଆଜି ଆଫତାବ ଜନ୍ମଦିନରେ, ତାଙ୍କ ସହ ଜଡିତ କିଛି କଥା ଜାଣନ୍ତୁ।
ବଲିଉଡ ଅଭିନେତା ଆଫତାବ ୨୫ ଜୁନ ୧୯୭୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ଆଫତାବ ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଆଫତାବ ବଲିଉଡର କିଛି କଳାକାରଙ୍କ ମଧ୍ୟରୁ ଜଣେ, ଯିଏ ପିଲାଦିନରୁ କ୍ରମାଗତ ଭାବରେ ଫିଲ୍ମରେ କାମ କରୁଛନ୍ତି, କିନ୍ତୁ ସଫଳତା ହାସଲ କରି ପାରି ନାହାନ୍ତିି। ଫିଲ୍ମ ‘ମଷ୍ଟ’ରେ ମୁଖ୍ୟ ଭୂମିକାରେ ସେ ବଲିଉଡରେ ଡେବ୍ୟୁ କରିଥିଲେ।
ପରେ ସେ ଅନେକ ଫିଲ୍ମ କରିଥିଲେ ହେଲେ ଯେତେବେଳେ ତାଙ୍କ ଫିଲ୍ମ ଗୋଟିଏ ପରେ ଗୋଟିଏ ଫ୍ଲପ ହେବା ଆରମ୍ଭ କଲା, ସେତେବେଳେ ସେ କମେଡି ଫିଲ୍ମର ସାହାରା ନେଲେ। ଯଦିଓ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଶେଷ ନଥିଲା, କିନ୍ତୁ ପ୍ରଡକ୍ସନ ହାଉସ ଏବଂ ଅନ୍ୟାନ୍ୟ ଇଭେଣ୍ଟ ମାଧ୍ୟମରେ ସେ ବହୁତ ରୋଜଗାର କରନ୍ତି। ମୁମ୍ବାଇରେ ତାଙ୍କର ନିଜର ବିଳାସପୂର୍ଣ୍ଣ ଏବଂ ସୁସଜ୍ଜିତ ଆପାର୍ଟମେଣ୍ଟ ଅଛି ।ଏହା ବ୍ୟତୀତ ସେ ଗାଡିକୁ ବହୁତ ଭଲ ପାନ୍ତି। ସେ ବର୍ତ୍ତମାନ ମଧ୍ୟ ବଲିଉଡରେ ସକ୍ରିୟ ଅଛନ୍ତି, କିନ୍ତୁ ତାଙ୍କୁ କୌଣସି ବଡ ଫିଲ୍ମ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri