ଏକଦା ଶାହାରୁଖଙ୍କୁ ‘କୁକୁର’ ବୋଲି ସମ୍ବୋଧନ କରିଥିଲେ ମିଷ୍ଟର ପରଫେକ୍ଟ: କହିଥିଲେ ‘ମୋ ପାଦ ଚାଟୁଛି’; ଆଉ…

ବମ୍ବେ: ବଲିଉଡ୍‌ର ମିଷ୍ଟର ପରଫେକ୍ଟ ନାମରେ ଖ୍ୟାତ ଆମିର ଖାନ। ଏକଦା ସେ ନିଜର ବ୍ଲଗରେ କିଙ୍ଗ ଖାନଙ୍କୁ ନିଜର କୁକୁର ବୋଲି କହିଥିଲେ। ଏହି କଥା ବିବାଦକୁ ଆସିଥିଲା।

ଶାହାରୁଖ ମୋର ପାଦକୁ ଚାଟୁଛି ଏବଂ ମୁଁ ତାକୁ ବାରମ୍ବାର ବିସ୍କୁଟ ଖୁଆଉଛି। ମୁଁ ଆଉ କ’ଣ ମାଗିପାରିବି? ଶାହାରୁଖ ପୁଣିଥରେ ମୋର ଧ୍ୟାନ ତାଙ୍କ ଆଡକୁ ନେବାକୁ ଚାହୁଁଛି। ଏଣୁ ମୋତେ ତାଙ୍କ ପାଖକୁ ଯିବାକୁ ଦିଅ। ସେ ବେଶୀ ଦୁଗନ୍ଧ ହେଉଛି। ଏଣୁ ତାକୁ ଗାଧୋଇବାର ଆବଶ୍ୟକତା ଅଛି। ଶୀଘ୍ର ସୁସ୍ଥ ହୁଅ ବୋଲି ଆମିର କହିଥିଲେ।

ଆମିରଙ୍କ ଏଭଳି ବୟାନ ସେତେବେଳେ ବିବାଦୀୟ ହୋଇଥିଲା। ଏହାକୁ ନେଇ ଶାହାରୁଖ ତାଙ୍କ ଉପରେ ଖପ୍ପା ମଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

ମୁମ୍ବାଇ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କ ଦର୍ଶନ ପାଇଁ...

ଖୁସିରେ ବିଭୋର ଜ୍ୟାକଲିନ

ମୁ୍‌ମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ନାଡିଜଙ୍କ ଖୁସି କହିଲେ ନ ସରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ଫଲୋର‌୍ୟସ ସଂଖ୍ୟା ଏବେ...

ଫିଲ୍ମ ‘ଏମରଜେନ୍ସି’ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସହ ନିଜକୁ ଯୋଡିବାକୁ ଚାହୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ୱତନ୍ତ୍ର ଶୈଳିର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିଜ...

ବରୁଣ ବୁଲେଟ ଧରି କାନପୁର ରାସ୍ତାରେ ବୁଲୁବୁଲୁ କଟିଗଲା ଚାଲାଣ

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ତାଲିକାରେ ରହିଛି ବରୁଣ ଧୱନଙ୍କ ନାମ । ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଛନ୍ତି ।...

ରିୟଲ ଲାଇଫ୍‌ରେ ମୋଦିଙ୍କୁ ରାମ ବୋଲି ଭାବନ୍ତି ଅଭିନେତ୍ରୀ, ଜାଣନ୍ତୁ କାରଣ…

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ତାଙ୍କ ଭୂମିକା ପାଇଁ ବେଶ୍‌ ପ୍ରଶଂସନୀୟ। ତାଙ୍କ ସହ ଅରୁନ ଗୋଭିଲ ରାମଙ୍କ...

ବଲିଉଡ୍‌ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ

ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍‌-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର...

ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’

ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍‌ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା...

ଫଟୋଗ୍ରାଫରଙ୍କୁ ଦେଖି ବିରକ୍ତ ହେଲେ ତୈମୁର: ରାଗରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି। ତୈମୁରଙ୍କର ଗୋଟିଏ ଲୁକ୍‌ ପାଇଁ ଫଟୋଗ୍ରାଫରମାନେ ତାଙ୍କ...

Advertisement
Archives

Model This Week