ମନୋରଞ୍ଜନ

ଆତ୍ମଘାତୀଙ୍କ ପଛରେ ଜିମି

ଡିସ୍‌ନି ହଟ୍‌ଷ୍ଟାରରେ ରିଲିଜ ହୋଇଛି ‘କଲର୍‌ ବମ୍‌’ର ଟ୍ରେଲର। ଏଥିରେ ମୁଖ୍ୟ ଭୂମିକାରେ ଥିବା ଜିମି ଶେରଗିଲ୍‌ଙ୍କୁ ଜଣେ ପୋଲିସ ଅଫିସରଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସ୍କୁଲ ଉପରେ ବୋମା ପକାଇବାକୁ ଯାଉଥିବା ଜଣେ ଆତ୍ମଘାତୀଙ୍କୁ ରୋକିବା ଉପରେ ଫିଲ୍କର କାହାଣୀ…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଭାବି ସ୍ବାମୀ କୋରୀ ଟ୍ରାନଙ୍କ ସହ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏକ ଖୁସି ସେ ଖବର ବାଣ୍ଟିଛନ୍ତି। ଏହି ଖବର ପରେ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି…

ଶୁଟିଂସେଟ୍‌ରେ ଶ୍ରୀଦେବୀଙ୍କ ଏଭଳି ବ୍ୟବହାରକୁ ନେଇ ରାଗିଯାଉଥିଲେ ସନି; ରଖୁଥିଲେ କଡ଼ା ନଜର…

ବମ୍ବେ: ୧୯୮୩ରେ ସୁପରହିଟ୍‌ ଫିଲ୍ମ ‘ବେତାବ’ ସହ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତା ସନି ଦେଓଲ। ପ୍ରାରମ୍ଭିକ ଅଭିନୟ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେବା ପରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଫିଲ୍ମଗୁଡ଼ିକରେ ଅନେକ ନାୟିକାଙ୍କ ସହ…

ଏକଦା ହ୍ରିତିଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ବେବୋ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ‘କଭି ଖୁସି କଭି ଗମ୍‌’ରେ ହ୍ରିତିକଙ୍କ ସହ ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟିକୁ ପ୍ରଶଂସକ ବହୁତ ପସନ୍ଦ କରୁଥିଲେ। ପରେ ଦୁହେଁ ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ। ଏହି ଯୋଡି ଏତେ ହିଟ୍‌…

ସଲମାନଙ୍କ ପାଦ ଧୋଇବାକୁ ଚାହାନ୍ତି ଏହି ଅଭିନେତ୍ରୀ, କାରଣ ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସ୍ବାଓନ୍ତ ସଲମାନ ଏବଂ ତାଙ୍କ ପରିବାରକୁ ସବୁବେଳେ ଶ୍ରେୟ ଦେଇଥାନ୍ତି। ରାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ସଲମାନ ଏବଂ ତାଙ୍କ ପରିବାରର ପାଦ ଧୋଇବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସାରା ଜୀବନ ମୁଁ…

ଅନୁପମା ସେଟ୍‌ରେ ମିଥୁନ ଦା

ମୁମ୍ବାଇ: ଟେଲି ଜଗତର ତଥା ଷ୍ଟାର ପ୍ଲସ୍‌ର ପପୁଲାର ସିରିୟଲ୍‌ ‘ଅନୁପମା’ର ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ବଲିଉଡ୍‌ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତି। ହଠାତ୍‌ ମିଥୁନଙ୍କର ସରପ୍ରାଇଜ୍‌ ଭିଜିଟ୍‌କୁ ଦେଖି ସେଟ୍‌ରେ ଥିବା ସମସ୍ତ ଷ୍ଟାରକାଷ୍ଟ ଆଶ୍ଚର୍ଯ୍ୟ ହେବା ସହ ବେଶ୍‌…

ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହିସବୁ ଅଭିନେତ୍ରୀ: ପଛରେ ଥିଲା ଏମିତି କାରଣ

ଆଜିକାଲି ନୂଆ ପିଢିର ଅଭିନେତ୍ରୀମାନେ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମ କରିବାକୁ ସ୍ବପ୍ନ ଦେଖୁଛନ୍ତି। କାରଣ ଅକ୍ଷୟ କୁମାରଙ୍କ ଉପସ୍ଥିତି ଫିଲ୍ମ ସଫଳ ହେବାର ସମ୍ଭାବନା ବଢାଇଥାଏ। କିନ୍ତୁ ପୂର୍ବରୁ ଏମିତି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ତାଙ୍କ…

ଗୋଟିଏ ଦିନରେ ୪୦ ସିଗାରେଟ୍‌ ଟାଣୁଥିଲେ ଏହି ପ୍ରସିଦ୍ଧ ଗାୟକ: ଆଉ ତା’ପରେ..

ଜଣାଶୁଣା ଗାୟକ ତଥା ସଙ୍ଗୀତକାର ବିଶାଲ ଡଡଲାନି ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିଶାଲ ୨୮ ଜୁନ ୧୯୭୩ ରେ ଜନ୍ମ ହୋଇଥିଲେ, ଅର୍ଥାତ୍‌ ଆଜି ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ…

ପ୍ରତି ଏପିସୋଡ୍‌ ପିଛା ଏତିକି ଟଙ୍କା ନେବେ କପିଲ୍‌ ଶର୍ମା

କପିଲ ଶର୍ମା ଶୋ’ର ପ୍ରଶଂସକମାନେ ଦେଶର କୋଣ ଅନୁକୋଣରେ ଅଛନ୍ତି। କମେଡିଆନ୍‌ କପିଲ ଶର୍ମା ମଧ୍ୟ ତାଙ୍କର କଠିନ ପରିଶ୍ରମ ସହିତ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରଶଂସକମାନେ ଦୀର୍ଘ ସମୟ ଧରି କମେଡି ଶୋ ’ଦ…

ମନ୍ତ୍ରୀଙ୍କ ଝିଅକୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ବିବାହ ପାଇଁ ଥିଲୋ ସର୍ତ୍ତ

ବଲିଉଡ୍‌ ଅଭିନେତା ବିବେକ ଓବରୟ ତାଙ୍କ ବୃତ୍ତିଗତ ଜୀବନ ଏବଂ ପ୍ରେମ ସମ୍ପର୍କ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରିୟଙ୍କା ଆଲଭାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ଜଣେ ସାମାଜିକ କର୍ମୀ ଏବଂ ସେ ଅନେକ ଏନଜିଓ ପାଇଁ କାର୍ଯ୍ୟ…

ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍‌ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍‌’ରେ ରୋମାନ୍ସ କରିବାକୁ ନେଇ…

ରଜନୀକାନ୍ତ ଗତ ପାଞ୍ଚ ଦଶନ୍ଧି ଧରି ସିନେମା ଜଗତରେ ରାଜ କରି ଆସୁଛନ୍ତି। ତାଙ୍କର ଏହି ଦୀର୍ଘ କ୍ୟାରିୟରରେ, ଏପରି ଅନେକ କାହାଣୀ ଅଛିି, ଯାହାକୁ ମନେପକାଇ ସେ ନିଜେ ହସିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ…

ସୋସିଆଲ ମିଡିଆରେ ଶ୍ୱେତା ଶେୟାର କଲେ ଝିଅ ପଲକଙ୍କ ଫଟୋ, ଲେଖିଲେ ଏମିତି କିଛି…

ମୁମ୍ବାଇ: ‘ଖତ୍‌ରୋଁ କେ ଖିଲାଡି -୧୧’ର ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ଏହି ଅଭିନେତ୍ରୀ ଝିଅ ପଲକଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଶ୍ୱେତା ଝିଅ ପଲକଙ୍କର ବିଟିଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?