ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର ସୁତ୍ରପାତ କରାଏ। ଆଜି ଆମେ କହିବାକୁ ଯାଉଛୁ ଅଭିନେତ୍ରୀ ସୋନମ କପୁରଙ୍କ ଏକ ବିବାଦୀୟ ବୟାନ ବିଷୟରେ।

ସୋନମ ଲୋରିୟଲର ବ୍ରାଣ୍ଡ ଆମ୍ବାସଡର। ସେ ଯୁବଗୋଷ୍ଠୀଙ୍କ ପାଇଁ ବ୍ରାଣ୍ଡର ଚେହେରା ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁରୁଣା ଗ୍ରାହକଙ୍କ ପାଇଁ ବୋଲି ଏକଦା କହିଥିଲେ। ଏପରିକି ଐଶ୍‌ ତାଙ୍କ ବାପାଙ୍କ ସହ କାମ କରିଥିବାରୁ ତାଙ୍କୁ ଆଣ୍ଟି ବୋଲି କହିବାକୁ ପଡ଼ିବ ବୋଲି ସେ କହିଥିଲେ। ପରବର୍ତ୍ତୀ ସମୟରେଐଶ୍‌ଙ୍କୁ ଏଭଳି ଟିପ୍ପଣୀ ପସନ୍ଦ ଆସି ନ ଥିଲା। ଏହାକୁ ନେଇ ସୋନମ କାନ୍ସରେ କିଭଳି ସାମିଲ ନ ହୋଇପାରିବେ ତାର ବନ୍ଦୋବସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନାକ୍ଷୀଙ୍କ ପରେ ଟୁଇଟର ଛାଡିଲେ ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଜଣକ ପରେ ଜଣେ ଟୁଇଟର ଆକାଉଣ୍ଟରୁ ଦୂରେଇ ଯାଉଥିବା ଦେଖାଯାଇଛି। କିଛିଦିନ ତଳେ ନାୟିକା ସୋନାକ୍ଷୀ ସିହ୍ନା ଟୁଇଟରକୁ ବାଏ...

‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଦମ୍‌ଦାର ଅଭିନୟ ଓ ଭିନ୍ନ ଭିନ୍ନ ଚରିତ୍ର ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ପାଖରେ ବହୁ ନୂଆ...

ରଣବୀରଙ୍କ ଫଟୋ ଶେୟାର କରି ମନର କଥା କହିଲେ ଦୀପିକା

ଆଜିକାଲି ବଲିଉଡ ଅଭିନେତା ରଣବୀର ସିଂ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନ୍ୟୁଡ୍‌ ଫଟୋଶୁଟ୍‌ କରି ବିବାଦ ଘେରକୁ ଆସୁଛନ୍ତି। ଅନେକ ଲୋକ ତାଙ୍କ ସମର୍ଥନରେ...

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ପଦ୍ମାବତ ଫେମ୍‌ ଦୀପିକା ପାଦୁକୋନ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଅବଶ୍ୟ ପୂର୍ବରୁ ସେ ଯେତିକି ଆକ୍ଟିଭ ଥିଲେ ଲକ୍‌ଡାଉନ...

ୟୁଟ୍ୟୁବରଙ୍କ ମୃତ୍ୟୁ: ସ୍ବାମୀ ଗିରଫ

କାଠମାଣ୍ଡୁ, ୧୪।୨: ଆସାମ ୟୁଟ୍ୟୁବର ପ୍ରିୟୋଲିନା ନାଥ୍‌ଙ୍କ ମୃତ୍ୟୁ ନେଇ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ରବିବାର ରାତିରେ ୧୯ ବର୍ଷୀୟା ପ୍ରିୟୋଲିନାଙ୍କ ଝୁଲନ୍ତା...

୭୫ ବର୍ଷରେ ସୁଭାଷ ଘାଇ: ଅଭିନେତା ହେବାକୁ ଆସି ପାଲଟି ଗଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌କୁ ଅଭିନେତା ହେବା ପାଇଁ ଆସି ଶେଷରେ ସୁଭାଷ ଘାଇ ପାଲଟି ଥିଲେ ନିର୍ଦ୍ଦେଶକ। ଶୁକ୍ରବାର ସେ ୭୫ତମ ଜନ୍ମ ଦିନ ପାଳନ କରୁଛନ୍ତି।...

ମାଳଦ୍ୱୀପରେ କ୍ରିତିଙ୍କ ସହ ନିର୍ବନ୍ଧ କରିବେ ପ୍ରଭାସ! ଏଭଳି ଚର୍ଚ୍ଚାକୁ ନେଇ…

ବମ୍ବେ: ମାଳଦ୍ୱୀପରେ ନିର୍ବନ୍ଧ କରିବେ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସେନନ୍‌। କିଛି ଏଭଳି ଚର୍ଚ୍ଚା ବଲିଉଡ୍‌ ସହ ଟଲିଉଡ୍‌ଜଗତରେ ଜୋର ଧରିଥିଲା। ‘ଆଦିପୁରୁଷ’ର...

ନେହାଙ୍କୁ ଭୁଲି ପୁଣି ପ୍ରେମରେ ପଡ଼ିଛନ୍ତି ହିମାଂଶ

ବମ୍ବେ: ଅଭିନେତା ହିମାଂଶ କୋହଲିଙ୍କ ଗାୟିକା ନେହା କକ୍କଡଙ୍କ ସହ ସମ୍ପର୍କ କାହାକୁ ବା ଅଛପା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ...

Advertisement
Archives

Model This Week