ପ୍ରିୟଙ୍କାଙ୍କ ନୂଆ ଟାଟୁ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାରେ ପରିବାର ସହ ସମୟ ବିତାଇବା ପରେ ପୁଣି ଲଣ୍ଡନ ଯାଇଛନ୍ତି। ପ୍ରିୟଙ୍କା ଦୀର୍ଘଦିନ ଲଣ୍ଡନରେ ରହି ନିଜ ପରିବାରକୁ ମିସ୍‌ କରୁଛନ୍ତି। ସେ ତାଙ୍କ କାମ ପାଇଁ ଲଣ୍ଡନରେ ଅଛନ୍ତି। ପ୍ରିୟଙ୍କା ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ନୂଆ ଟାଟୁ ଆଙ୍କିଥିବା ପ୍ରଶଂସକଙ୍କ ନଜରକୁ ଆସିଛି। ଏହି ଟାଟୁଟି ସେ ହାତରେ ଆଙ୍କିଛନ୍ତି।ଏହି ଟାଟୁଟି ସେ ତାଙ୍କ ଡାହାଣ ହାତରେ ଆଙ୍କିଛନ୍ତି। 

ପ୍ରିୟଙ୍କା ଲଣ୍ଡନରେ ଥାଇ ନିଜର କୁକୁର ଡାଏନା, ଜିନୋ ଏବଂ ପାଣ୍ଡାଙ୍କ ସହ ଫଟୋ ଶେୟାର କରିଥିବା ବେଳେ ଏଥିରେ ସେ କ୍ୟାପଶନ ଲେଖିଛନ୍ତି, କ୍ୱାରାଣ୍ଟାଇନ୍‌ର ବ୍ୟବହାର। ଏହି ପୋଷ୍ଟରେ ସେ ଜିଓ ଟ୍ୟାଗ୍‌ରୁ ଲଣ୍ଡନକୁ ଟ୍ୟାଗ୍‌ କରିଛନ୍ତି। ପ୍ରିୟଙ୍କା ଶେୟାର କରିଥିବା ଭିଡିଓରେ ତାଙ୍କ ହାତରେ ଏକ ଟାଟୁ ହୋଇଥିବା ନଜର ଆସିଛି। ଏହି ଟାଟା ଏସିଆ ମ୍ୟାପ୍‌। ଏହାରର ଅର୍ଥ ପୃଥିବୀ ଏକ ମହାଦେଶକୁ ସୃଷ୍ଟି କରିଛି। ଯାହା ଜଣାପଡୁଛି ପ୍ରିୟଙ୍କା ଖୁବ୍‌ ଶୀଘ୍ର ତାଙ୍କ ଟାଟୁର ରହସ୍ୟ ଖୋଲିବେ। ତେବେ ଜାଣିବାକୁ ବାକି ରହିଲା ଏହି ଟାଟୁର ରହସ୍ୟ କ’ଣ।


Enter your email to get our daily news in your inbox.

All Right Reserved By Dharitri.Com

ଲାଇମଲାଇଟ୍‌ରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଜନ୍ମଦିନ। ସେଲିନା ଆଜି ତାଙ୍କର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି। ୨୦୦୧ରେ ସେ ଫେମିନା...

ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ...

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏଥିରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାର ସୂତାରିଆଙ୍କୁ...

ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିତିନ ମନମୋହନଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ ନିର୍ମାତା ନିତିନ ମନମୋହନଙ୍କର ପରଲୋକ ଘଟିଛି। ଡିସେମ୍ବର ୩ ହୃଦଘାତରେ ହେବା ପରେ ନିତିନଙ୍କୁ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ...

କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ

ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍‌ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ...

ଓଟିଟିରେ ରିଲିଜ୍‌ ନ ହୋଇ ହଲ୍‌ରେ ରିଲିଜ୍‌ ହେବ ଅକ୍ଷୟଙ୍କ ଫିଲ୍ମ

‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ପରେ ଏବେ ଆଉ ଏକ ଫିଲ୍ମ‘ରାମ ସେତୁ’ରେ ନଜର ଆସିବେ ଅକ୍ଷୟ କୁମାର। ବ୍ୟାକ ଟୁ ବ୍ୟାକ ଦୁଇଟି ଫିଲ୍ମ...

ଇର୍‌ଫାନଙ୍କ ପୁଅ ଶେୟାର କଲେ ଏହି ମେସେଜ, ଏଥିରେ ଲେଖାଥିଲା…

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଦୁନିଆ ଛାଡ଼ି ଚାଲିଯିବା କେତେ ମାସ ବିତିଗଲାଣି। ମାତ୍ର ଆଜି ବି ସେ ମନେ ପଡ଼ନ୍ତି। ତାଙ୍କୁ ମନେ ପକାଇଛନ୍ତି...

କାହିଁକି ମା’ ହେବା ପାଇଁ ସରୋଗେସି ରାସ୍ତା ବାଛିଥିଲେ ପ୍ରିୟଙ୍କା…

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ମା’ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ସୂଚନା ଦେଇଥିଲେ। ହେଲେ ନିକ୍‌...

Advertisement
Archives

Model This Week