Advertisement

ନାୟିକାରୁ ଏବେ ପ୍ରଯୋଜିକା ହେଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ନାୟିକା ଆଲିଆ ଭଟ୍ଟ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି । ନିଜ ପ୍ରଡକସନ୍ ହାଉସ୍ ବ୍ୟାନରରେ ମୁଭି ଡାର୍ଲଂସ୍ ଶୁଟିଂ ଆରମ୍ଭ କରିଛନ୍ତି ଆଲିଆ । ଏହା ମାଧ୍ୟମରେ ଆଲିଆ ପ୍ରଯୋଜିକା ଭାବେ ଡେବ୍ୟୁ କରିଛନ୍ତି । ତାଙ୍କ ସହ ଶାହାରୁଖ ଖାଁଙ୍କ ରେଡ ଚିଲି ଏଣ୍ଟରଟେନମେଣ୍ଟ ଏହାର ପ୍ରଯୋଜନା କରୁଛି । ଫଟୋ ଶେୟାର କରି ଆଲିଆ ଏହି ସୂଚନା ଦେଇଛନ୍ତି । ଏକ ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋରେ ଅଭିନେତ୍ରୀ ସ୍କ୍ରିପ୍ଟ ପଢୁଥିବାର ଦେଖାଯାଇଛି । ତେବେ ସେ ପ୍ରଥମେ ଜଣେ ଅଭିନେତ୍ରୀ ଓ ପରେ ଜଣେ ପ୍ରଯୋଜିକ ବୋଲି କହିଛନ୍ତି । ଏହାସହ ପ୍ରଯୋଜିକା ଭାବେ ସେ ସମସ୍ତଙ୍କ ଶୁଭକାମନା ଆଶା କରିଛନ୍ତି । ଆଲିଆଙ୍କ ଏହି ପୋଷ୍ଟ ଦେଖିବା ପରେ ବହୁ ସେଲିବ୍ରିଟି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକଙ୍କୁ ଉପହାରରେ ମିଳିଲା ୩.୭୩ କୋଟି ମୂଲ୍ୟର ଦାମୀ କାର୍‌

ବମ୍ବେ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଖୁସି କହିଲେ ନ ସରେ। କାରଣଟି ହେଲା ଏକ ଉପହାର, ଯାହାକି ତାଙ୍କୁ ଦେଇଛନ୍ତି ଫିଲ୍ମ ନିର୍ମାତା ଭୂଷଣ...

ବାପାଙ୍କ ଏହି ଶେଷ କଥା ଶୁଣି କାନ୍ଦିପକାଇ ଥିଲେ ରାଖୀ ସାୱନ୍ତ: ଡ୍ରାମା କୁଇନ୍‌ ଖୋଲିଲେ ଗୁମର

ବଲିଉଡର ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ କଥାପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ସଲମାନ ଖାନ୍‌ଙ୍କ ରିଆଲିଟି ଶୋ...

ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍‌ କେବଳ ଅଭିନୟରେ...

ବିବାହ ପରେ ସ୍ବାମୀଙ୍କ ସହ ଏକାଠି ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ବିବାହର ଫଟୋ ଏବଂ ସେମାନଙ୍କ...

ପନ୍ତଙ୍କ ପ୍ରେମରେ ପାଗଳୀ ହୋଇଗଲେଣି ଉର୍ବଶୀ !

ବମ୍ବେ: ପ୍ରେମ ପାଗେଳୀ ହୋଇଗଲେଣି ବଲିଉଡ୍‌ର ଗ୍ଲାମର୍‌ ଗର୍ଲ ଉର୍ବଶୀ ରୌତେଲା। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଦିନ ହେଲାଣି ଅଷ୍ଟ୍ରେଲିଆରେ...

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ...

ଇନ୍‌ଷ୍ଟାଗ୍ରାମରେ ବଢ଼ିଚାଲିଛି ସୁଶାନ୍ତଙ୍କ ଫଲୋଅର୍‌ ସଂଖ୍ୟା: କରନ୍‌-ଆଲିଆଙ୍କ କମୁଛି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ଖବର ଲକ୍ଷାଧିକ ପ୍ରଶଂସକଙ୍କ ପାଇଁ ବଡ଼ ଆଘାତ ପାଲଟିଛି। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ...

ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଥିଲେ ଟିକ୍‌ଟକ୍‌ ଗର୍ଲ ସିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌ଠାରୁ ଆରମ୍ଭକରି ସାରା ଦେଶର ଲୋକଙ୍କୁ ଥରାଇ ଦେଇଛି। ତାଙ୍କ ମୃତ୍ୟୁକୁ ସପ୍ତାହେ ପରେ ହୋଇଥିଲେ...

Advertisement
Archives

Model This Week