କ୍ରିକେଟ୍‌ ଖେଳିବେ ଅନୁଷ୍କା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀଙ୍କ ଭଳି କ୍ରିକେଟ୍‌ ଖେଳିବେ। ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌ ଫିଲ୍ମରେ ଅନୁଷ୍କା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଝୁଲନ ୩୦୦ରୁ ଅଧିକ ଓ୍ବିକେଟ ନେଇ ରେକର୍ଡ କରିଥିବାବେଳେ ତାଙ୍କ ଭୂମିକାରେ ଅଭିନୟ କରି ଅନୁଷ୍କା ହାତରେ ବ୍ୟାଟ୍‌ ଧରି କ୍ରିକେଟ ପଡ଼ିଆରେ ଛଉକା ଛକା ମାରୁଥିବାରୁ ଦେଖିବାକୁ ମିଳିବ। ଏନେଇ ବ୍ୟାଟିଂ ଏବଂ ବୋଲିଂ କରିବା ଅନୁଷ୍କା ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମର ଶୁଟିଂ ଚଳିତ ବର୍ଷ ଡିସେମ୍ବରରେ ଶୁଭାରମ୍ଭ କରାଯିବାର ଯୋଜନା ରହିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇନାହିଁ। ଅନୁଷ୍କାଙ୍କୁ ଶେଷଥର ପାଇଁ ୨୦୧୮ରେ ଶାହରୁଖ ଖାଁଙ୍କ ଫିଲ୍ମ ଜିରୋରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇ ନ ଥିଲା। ଏବେ ଅନୁଷ୍କା ପୁଣିଥରେ ବଡ଼ ପରଦାକୁ ଝୁଲନ୍‌ଙ୍କ ବାୟୋପିକ୍‌ ମାଧ୍ୟମରେ ଫେରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କହର: ଟଲିଉଡ୍‌ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୭।୪: ଦେଶରେ କରୋନା ସ୍ଥିତି ପୁଣି ଥରେ ସଙ୍ଗୀନ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବା ସହ ପ୍ରତିଦିନ ପ୍ରାୟ ଏକ...

ବ୍ରହ୍ମାସ୍ତ୍ର ପାର୍ଟ-୨ରେ ନଜର ଆସିବେ ଦୀପିକା!

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା...

ପୁଅ ଗିରଫ ହେବା ପରେ ‘ମନ୍ନତ’ ଛାଡ଼ି ଚାଲି ଯାଇଥିଲେ ଶାହାରୁଖ; କାରଣ ଜାଣିଲେ…

ବମ୍ବେ: ଦୀର୍ଘ ତିନି ସପ୍ତାହ ପରେ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ମିଳିଛି ଜାମିନ। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ...

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଗାଇଲେ ଏମିତି ଗୀତ, ଭଉଣୀଙ୍କ କାନରୁ ବାହାରିଲା ରକ୍ତ

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବ୍ୟକ୍ତିଗତ ହେଉ କି ବୃତ୍ତିଗତ ଜୀବନ ବିଷୟରେ ସେ ପ୍ରଶଂସକମାନଙ୍କୁ ସୂଚନା ଦିଅନ୍ତି। ନିକଟରେ...

ପ୍ରଥମ ଦେଖାରେ ପ୍ରେମିକାଙ୍କୁ ଚୁମ୍ବନ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂ ୧୯୫୮ ମସିହା ଫେବୃୟାରୀ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଏହି ଅବସରରେ ଜାଣନ୍ତୁ ଅଭିନେତା ସୈଫ୍‌ ଅଲ୍ଲୀ...

ବିବାହକୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଲଡ୍‌ ଷ୍ଟାରକିଡ୍‌ ସାରା ଅଲି ଖାଁ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ ଆଜ କଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ...

ନେହାଙ୍କ କାଣ୍ଟା ଲଗା ଲୁକ୍; ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବେ ନୂଅା ଲୁକ୍କୁ ନେଇ ଚର୍ଚ୍ଚାରେ କିଛି ଦିନ ତଳେ ରିଲିଜ ହୋଇଥିବା ତାଙ୍କର ଗୀତ...

ରାଗରେ ବାପାଙ୍କ ଉପରକୁ ହାତ ଉଠାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ‘ହିମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଆଜି ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତାଙ୍କ ସମୟର ସବୁଠାରୁ ବଡ ସୁପରଷ୍ଟାର ଥିଲେ। ଧର୍ମେନ୍ଦ୍ରଙ୍କ...

Advertisement
Archives

Model This Week