ମନୋରଞ୍ଜନ

ଦବଙ୍ଗ ଖାନ୍‌ ପାଖେ ପାଖେ ଛାଇ ଭଳି ରହିଥାନ୍ତି ବଡିଗାର୍ଡ ଶେରା: କୋଟିରେ ନିଅନ୍ତି ଦରମା

ବମ୍ବେ:ସେଲିବ୍ରିଟି ହେବା ପରେ କଳାକାରଙ୍କୁ ଘାରିଥାଏ ସୁରକ୍ଷା ଚିନ୍ତା। କାରଣ ସର୍ବସାଧାରଣ ସ୍ଥାନରେ ଏମାନଙ୍କୁ ଦେଖିବା ମାତ୍ରକେ ପ୍ରଶଂସକମାନେ ଘେରିଯାଇଥାନ୍ତି। ଏହି ଭିଡରୁ କଳାକାରମାନଙ୍କୁ ରକ୍ଷା କରିବାର କାମ କରିଥାନ୍ତି ତାଙ୍କର ବଡିଗାର୍ଡ। ଛାଇ ଭଳି ଏମାନେ ଅଭିନେତା ନଚେତ ଅଭିନେତ୍ରୀଙ୍କ…

ଫିଲ୍ମରେ ସୋନୁ ସୁଦ୍‌ ପିଟା ଖାଉଥିବା ଦେଖି ପ୍ରଶଂସକ ନେଲେ ଏମିତି ନିଷ୍ପତ୍ତି

କରୋନା ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ସେ ଏହି ସମୟରେ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତେଣୁ ଲୋକେ ତାଙ୍କ ବିରୋଧରେ କିଛି ଦେଖିବାକୁ ପସନ୍ଦ କରନ୍ତି ନାହିଁି। ନିକଟରେ ସେମିତି ଏକ…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୭(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା। ଗତ ୯ ତାରିଖରେ ମଧ୍ୟ କୋର୍ଟର…

ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…

ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି ନାହିଁ। ସନ୍ନି ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଅଦ୍ୟାବଧି ସେ ‘ଗଦର’,…

ପୁଅର ଫଟୋ ଶେୟାର କଲେ ଦିୟା ମିର୍ଜା, ସମୟ ପୂର୍ବରୁ ହୋଇଥିଲା ପ୍ରସବ…

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସମୟ ପୂର୍ବରୁ ସେ ମେ‘ ୧୪ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି ଦୁର୍ବଳ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହେବା ପରେ ଦିୟା…

ଶାହରୁଖ ଖାନ୍‌ଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏସବୁ ଅଭିନେତ୍ରୀ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଇଣ୍ଡଷ୍ଟ୍ରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଚନ୍ତି। ତାଙ୍କୁ ଦେଖି ଲକ୍ଷ ଲକ୍ଷ ଲୋକ ଫିଲ୍ମରେ ହିରୋ ହେବାର ସ୍ବପ୍ନ ଦେଖନ୍ତି। ଶାହରୁଖ ବଲିଉଡରେ ରୋମାନ୍ସର ଏକ ନିଆରା ସଂଜ୍ଞା ସୃଷ୍ଟି କରିଛନ୍ତି। ଆଜି ବି…

ପୋଲ୍‌ ଡ୍ୟାନ୍ସ କୁଇନ୍‌, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ନିଜର ଫିଟ୍‌ନେସକୁ ନେଇ ବେଶ୍‌ ସତର୍କ ରହୁଥିବାର ଦେଖାଯାଏ। ତାଙ୍କର ଏମିତି ପ୍ରଫେଶନ ଯେ ସବୁବେଳେ ଫିଟ୍‌ନେସର ଡିମାଣ୍ଡ ବା ଚାହିଦା ରହିବ। ଫିଟ୍‌ ରହିବା ପାଇଁ ଅଭିନେତ୍ରୀମାନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।…

ପ୍ରଥମ ଫିଲ୍ମରେ ୧୭ ଚୁମ୍ବନ ପାଇଁ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ।…

ଏହି ଫିଲ୍ମ ପାଇଁ ୬୦୦ ଶାଢି ପିନ୍ଧିଥିଲେ ଐଶ୍ୱର୍ଯ୍ୟା

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ନିଜ ଫିଲ୍ମ ନିର୍ମାଣକୁ ନେଇ ବେଶ୍‌ ସଚେତନ। ଶୁଟିଂ ସେଟ ଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନଙ୍କ ପୋଷାକ ପର୍ଯ୍ୟନ୍ତ ସଞ୍ଜୟ ସବୁକିଛିର ଯତ୍ନ ନିଅନ୍ତି । ତାଙ୍କ ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଦେବଦାସ…

କାଜଲଙ୍କର ପସନ୍ଦ ପ୍ରାକୃତିକ ପ୍ରସାଧନ ସାମଗ୍ରୀ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ବଲିଉଡ୍ ପୂର୍ବରୁ ସାଉଥ୍‌୍ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ । ନିଜର ଅଭିନୟ ବ୍ୟତୀତ ଏହି ନାୟିକା ନିଜର ଡାଏଟ ଓ ଲାଇଫ ଷ୍ଟାଇଲକୁ ନେଇ ରୁହନ୍ତି ଚର୍ଚ୍ଚାରେ । ମିଳିଥିବା ସୂଚନାରୁ ଜଣାପଡେ କି କାଜଲ…

ଅନନ୍ୟାଙ୍କ ପ୍ରଶଂସକ ପାଲଟିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ନାୟିକା ଅନନ୍ୟା ପାଣ୍ଡେ ନିଜର ଅଭିନୟକୁ ନେଇ ନ୍ୟୁ କମର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅନନ୍ୟାଙ୍କ ଖୁବ୍ ପ୍ରଶଂସକ ବି ରହିଛନ୍ତି । କେବେ କେବେ…

ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ

ମହେନ୍ଦ୍ର ସିଂ ଧୋନୀ, କପିଳ ଦେବଙ୍କ ପରେ ଏବେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ତାଙ୍କ ବାୟୋପିକ ପାଇଁ ଗାଙ୍ଗୁଲି ଗ୍ରୀନ ସିଗ୍‌ନାଲ୍‌ ଦେଇଛନ୍ତି। ମେଗା ବଜେଟ ଏହି ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?