କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ଅକ୍ଷୟ
ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର ହିସାବ ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି କରୋନା । ଏହି ସମୟରେ କଳାକାରମାନେ ବି କିଛି କମ୍…
ତିନି ଘଣ୍ଟାରେ ୧୫ କିଲୋ ଓଜନ ବଢାଇଲେ କ୍ରିତି
ମୁମ୍ବାଇ:ବଲିଉଡ୍ର କେତେଜର ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଦମଦାର ଅନ୍ଦାଜ ପାଇଁ ରୁହନ୍ତି ଚର୍ଚ୍ଚାରେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ଖରବନ୍ଦା । ସେ ନିଜକୁ ଫିଟ୍ ରଖିବା ପାଇଁ ବେଶ୍ ମେହନତ୍ କରନ୍ତି । କେବେ କେବେ…
ରାଜ୍ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ
ମୁମ୍ବାଇ,୨୩ା୭: ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଅଭିଯୁକ୍ତ ରାଜ୍ କୁନ୍ଦ୍ରାଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା। ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା। ତେବେ ଏହି ରିମାଣ୍ଡ ପୂର୍ବରୁ…
ଏକଦା ଓମ୍ ପୁରୀ-ରାଜପାଲ ଯାଦବଙ୍କ ସହ ଆଇଟମ୍ ନମ୍ବର କରିବାକୁ ମନା କରିଦେଇଥିଲେ ମଲ୍ଲିକା; ପରେ ଏଭଳି…
ବମ୍ବେ: ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ଏବେ ଲାଇମଲାଇଟ୍ ଦୂରରେ। କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ହେଲେ ଦିନ ଥିଲା ମଲ୍ଲିକାଙ୍କ ନାଁ ଶୁଣିବା ମାତ୍ରେ ଫ୍ୟାନ୍ମାନଙ୍କ ହୃଦ୍ସ୍ପନ୍ଦନ ବଢ଼ିଯାଉଥିଲା। ତାଙ୍କ…
୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍ ଜେଟ୍ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…
ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ ଫସିଥିବା ରାଜ୍ ନଅଟି କମ୍ପାନୀର ମାଲିକ। ସେ ଗିରଫ ହେବା ପରଠାରୁ ପ୍ରଶ୍ନ ଘେରରେ…
ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀ: କହିଲେ ଏମିତି କଥା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରାଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଆପରେ ଅପଲୋଡ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚର ସମ୍ପତ୍ତି ସେଲରେ ଦୀର୍ଘ ଦିନ ଧରି ପଚରାଉଚରା…
ଶିଳ୍ପା ସେଟ୍ଟୀଙ୍କୁ ଏମିତି ଦାମୀ ଉପହାର ଦେଇ ଖୁସି କରୁଥିଲେ ସ୍ବାମୀ ରାଜ କୁନ୍ଦ୍ରା
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଏକ ହଟ୍ ଦମ୍ପତି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି। ରାଜ ଶିଳ୍ପାଙ୍କୁ ଖୁସିରେ ରଖିବା ପାଇଁ ଏତେ ଦାମୀ ଉପହାର ଦେଉଥିଲେ ଯେ ସମସ୍ତେ…
ଟୋକିଓ ଅଲିମ୍ପିକ୍ସ: ଟିମ ଇଣ୍ଡିଆର ଚିୟର ଲିଡର ଅକ୍ଷୟ କୁମାର
ମୁମ୍ବାଇ: ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିପାଇଁ ଟିମ୍ ଇଣ୍ଡିଆ ସେଠାରେ ପହଞ୍ଚି ସାରିଲାଣି । ଇତିମଧ୍ୟରେ ଭାରତୀୟ ଦଳକୁ ସମର୍ଥନ କରି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏକ ଭିଡିଓ…
ଘର ଛାଡ଼ି ଚାଲି ଆସି ନ ଥିଲେ ହୋଇଥାନ୍ତେ ଡାକ୍ତର; ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍ର ଏହି କୁଇନ୍
ବମ୍ବେ: ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଶିବସେନା ଏବଂ ମହାରାଷ୍ଟ୍ର ପୋଲିସ ବିରୋଧରେ ଲଗାତାର ଭାବେ କଟୁ ଟିପ୍ପଣୀ ଦେଉଥିବା ଅଡୁଆରେ ଫସିଛନ୍ତି କଙ୍ଗନା। ବିବାଦକୁ ନେଇ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା…
ଫିଲ୍ମରେ ଅଜୟ ଦେବଗନ୍ଙ୍କୁ କିସ୍ କରିବାକୁ ମନା କରିଦେଇଥିଲେ କରିନା; କାରଣ ଜାଣିଲେ ହେବେ…
ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି। ତେବେ ବେବୋ ଅନେକ ଫିଲ୍ମରେ ଲିପ୍ଲକ୍କୁ ହଁ କରିଥିବା ବେଳେ ଗୋଟିଏ ଫିଲ୍ମରେ ଅଜୟଙ୍କୁ…
ନୋରାଙ୍କ ବେଲି ଡ୍ୟାନ୍ସ
ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବାର ଯୋଜନା ରହିଛି । ନିକଟରେ ଭୁଜର ଟ୍ରେଲର…
ମୋ’ କଳା କାରନାମା ବିଷୟରେ ସ୍ତ୍ରୀ ଶିଳ୍ପାଙ୍କୁ ଜଣା ନ ଥିଲା: ରାଜ୍ କୁନ୍ଦ୍ରା
ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତିକୁ ନେଇ ପୋଲିସ ଜାଲରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗିରଫ ହେବା ପରେ ସେ ଏବେ ଜୁଲାଇ ୨୩ ଯାଏ ପୋଲିସ ହେପାଜତରେ ଅଛନ୍ତି। ସ୍ବାମୀଙ୍କ ଏଭଳି କାରନାମାକୁ ନେଇ ଶିଳ୍ପା…

