୫ ସନ୍ତାନର ମା’ ହେବାକୁୁ ଚାହୁଁଥିଲେ ଭାଇଜାନଙ୍କ ଏହି ପ୍ରେମିକା: ଏବେ କହିଲେ ‘ତାଙ୍କୁ ପ୍ରେମିକ ଭାବେ ପାଇ ଖୁସି ଥିଲି’

ସଲମାନ ଖାନ ଏବଂ ପାକିସ୍ତାନର ସୋମି ଅଲ୍ଲୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ସଲମାନ ଏବଂ ସୋମି ପରସ୍ପରକୁ ଆଠ ବର୍ଷ ପାଇଁ ଡେଟ କରିଥିଲେ। ତେବେ ଏକ ସାକ୍ଷାତକାରରେ ସୋମି କହିଥିଲେ ସଲମାନ୍‌ ତାଙ୍କୁ ଚିଟ୍‌ କରିବା ପରେ ସମ୍ପର୍କ ଭାଙ୍ଗି ଯାଇଥିଲା। ସୋମି ୧୬ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ଏବଂ ବଲିଉଡରେ କ୍ୟାରିୟର କରିଥିଲେ। ସେ ସଲମାନ ଖାନଙ୍କୁ ତାଙ୍କ ପ୍ରେମିକ ଭାବରେ ପାଇ ଖୁସିଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ୧୯୯୯ ରେ ଭାଙ୍ଗି ଯାଇଥିଲା।

ନିକଟରେ ଏକ ସାକ୍ଷାତକାରରେ ସୋମି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। ସଲମାନଙ୍କ ସହ ତାଙ୍କର ସମ୍ପର୍କ ବର୍ତ୍ତମାନ ଅଛିକି ନାହିଁ ଏହାର ଉତ୍ତରରେ ସୋମି କହିଛନ୍ତି, ‘ମୁଁ ଗତ ପାଞ୍ଚ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖି ନାହିଁ। ମୁଁ ବିଶ୍ୱାସ କରେ ଜୀବନରେ ଆଗକୁ ବଢ଼ିବା ଭଲା। ମୁଁ ମୋ ଜୀବନରେ ଅଗ୍ରଗତି କରିଛି ଏବଂ ମୁଁ ଭାବୁଛି ସଲମାନ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି। ୧୯୯୯ରେ ମୋର ବିଦାୟ ପରେ ତାଙ୍କ ଜୀବନରେ କେତେ ଗର୍ଲଫ୍ରେଣ୍ଡ ଆସିଛନ୍ତି ମୁଁ ଜାଣେ ନାହିଁ, ମୁଁ ତାଙ୍କୁ ଶୁଭକାମନା ଜଣାଉଛ। ସୋମି ଏବଂ ସଲମାନ ଖାନଙ୍କ ସମ୍ପର୍କ ଫିଲ୍ମ ‘ବୁଲନ୍ଦ’ ଶୁଟିଂସେଟରୁ ଆରମ୍ଭ ହୋଇଥିଲା।

ସୋମି ଅଲି କହିଛନ୍ତି ଯେ ସଲମାନଙ୍କ ସହ ସମ୍ପର୍କ ନହେବା ତାଙ୍କ ସ୍ବାସ୍ଥ୍ୟ ପାଇଁ ଭଲ। ସେ କହିଛନ୍ତି, ମୁଁ ଜାଣେ ସଲମାନ ନିଜ ଏନଜିଓରେ କାମ କରନ୍ତି ଏବଂ ମୁଁ ଏଥିପାଇଁ ଗର୍ବିତ। କିନ୍ତୁ ମାନସିକ ସ୍ତରରେ ତାଙ୍କ ସହ ସମ୍ପର୍କ ନହେବା ମୋ ସ୍ବାସ୍ଥ୍ୟ ପାଇଁ ଭଲ ଅଟେ ।

ସଲମାନଙ୍କୁ ପ୍ରକୃତରେ ପ୍ରେମ କରୁଥିବା ଅଭିନେତ୍ରୀ ସୋମି ୪୫ ବର୍ଷ ବୟସ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଅବିବାହିତ ଅଛନ୍ତି। କିଛି ବର୍ଷ ପୂର୍ବେ ସୋମି ଏକ ବାର୍ତ୍ତାଳାପରେ କହିଥିଲେ, ‘ମୁଁ ଭାରତରେ ବିବାହ କରିବାକୁ ଚାହୁଁଥିଲି ଏବଂ ପାଞ୍ଚଟି ସନ୍ତାନର ମା’ ହେବାକୁ ଚାହୁଁଥିଲି। କିନ୍ତୁ ବର୍ତ୍ତମାନ ମୋର ବୟସ ୪୦ ତେଣୁ ମୁଁ ପିଲା ଜନ୍ମ ଦେବାକୁ ଚାହୁଁ ନାହିଁ । ଯଦି ମୁଁ ମୋର ଚିନ୍ତାଧାରା ଭଳି ଜଣେ ବ୍ୟକ୍ତିଙ୍କୁ ପାଏ, ମୁଁ ନିଶ୍ଚିତ ଭାବରେ ତାଙ୍କ ସହିତ ଏକ ନୂତନ ସମ୍ପର୍କ ଆରମ୍ଭ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?