ମନୋରଞ୍ଜନ

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍‌ ଜରିଆରେ ଯୋଗାଇବେ ରୋଜଗାର

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଏବେ ପୁଣି ପ୍ରବାସୀଙ୍କ ପାଇଁ ସେ ଆଉ ଏକ ପଦକ୍ଷେପ ଗ୍ରହଣ…

ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ପପ୍‌ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା ‘ଗୁଡ ଫର ୟୁ’, ‘ସେମ୍‌ ଓଲ୍ଡ ଲଭ୍‌ ’ ଏବଂ ‘ବ୍ୟାକ୍ଟୁ ୟୁ’ ଭଳି…

କରେନା ପଜିଟିଭ୍‌ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସାରା ରାତି କାନ୍ଦିଲେ ଏହି ଅଭିନେତା

ବମ୍ବେ: ଅଭିନେତା ହିମାଂଶୁ ସୋନୀଙ୍କ ସ୍ତ୍ରୀ ଶୀତଲ ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ସଂକ୍ରମିତ ହେବା ମଧ୍ୟରେ ଏଭଳି ଏକ ସମୟ ଆସିଥିଲା ଯେଉଁ ସମୟରେ ହିମାଂଶୁ ଶୀତଲଙ୍କୁ ହରାଇ ଦେବା…

ସୁଶାନ୍ତଙ୍କ କ୍ରେଡିଟ୍‌ କାର୍ଡ ଏକ ବର୍ଷ ଧରି ବ୍ୟବହାର କରୁଥିଲେ ରିୟା ଚକ୍ରବର୍ତ୍ତୀ: ପୋଲିସ ଆଗରେ କଲେ ସ୍ବୀକାର

ମୁମ୍ବାଇ, ୨୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ତଦନ୍ତରେ ପ୍ରତିଦିନ ନୂଆ କଥା ଶୁଣିବାକୁ ମିଳୁଛି। ଏବେ ସୋସିଆଲ୍‌ ମିଡ଼ିଆରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ପୋଲିସ ଆଗରେ ଦେଇଥିବା ବୟାନ ନେଇ ଚର୍ଚ୍ଚା ଜାରି ରହିଛି। ରିୟାଙ୍କ…

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ କ୍ଷେତ୍ରରେ ଘଟିଥିଲା ଏକ ଅଜବ ସଂଯୋଗ। ମୀରା ମାତ୍ର ୭ ଘଣ୍ଟାର ସାକ୍ଷାତ…

ବଲିଉଡ୍‌ରୁ ଇସ୍ତଫା ନେଲେ ଏହି ସଫଳ ନିର୍ଦ୍ଦେଶକ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ଅନେକ ପରିବର୍ତ୍ତନ ଆସିଛି। ନେପୋଟିଜିମ୍‌ଠାରୁ ଆରମ୍ଭକରି ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏହି କ୍ରମରେ ବଲିଉଡ୍‌ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।…

୧୯ ବର୍ଷ ସାନ ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ମଧ୍ୟରେ ବୟସରେ ପ୍ରାୟ ୧୦ବର୍ଷର ପାର୍ଥକ୍ୟ ଅଛି। ସଞ୍ଜୟଙ୍କୁ ୪୧ ବର୍ଷ ହୋଇଥିବାବେଳେ ସଞ୍ଜୟ ଦତ୍ତଙ୍କୁ ୬୦ ବର୍ଷ ବୟସ ହୋଇଛି। ବ୍ୟବଧାନ ଥାଇ ମଧ୍ୟ ଦୁହେଁ ପରସ୍ପରକୁ…

କମାଣ୍ଡୋ ଷ୍ଟାରଙ୍କ ବଡ଼ ଉପଲବ୍ଧି: ପୁଟିନ୍‌-ବେୟର ଗ୍ରିଲ୍ସ କ୍ଲବରେ ସାମିଲ ହେଲା ନାମ

ବମ୍ବେ: ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଅନ୍ୟତମ ଅଭିନେତା ପାଲଟିଛନ୍ତି ବିଦ୍ୟୁତ ଜାମଓ୍ବାଲ। ପୂର୍ବରୁ ତାଙ୍କୁ ଜ୍ୟାକି ଚାନ୍‌ ଆକ୍ସନ ମୁଭି ଆଓ୍ବାର୍ଡ ମିଳିସାରିଛି। ଏବେ ତାଙ୍କୁ ଭ୍ଲାଦିମିର ପୁଟିନ୍‌ ଏବଂ ବିୟର ଗ୍ରିଲ୍ସଙ୍କ ଭଳି ବଡ଼ ନାମ ଥିବା ତାଲିକାରେ…

ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରଥମଗୀତ ‘ପାସ ନେହିଁ ତୋ ଫେଲ୍‌ ନେହିଁ’ ରିଲିଜ୍‌ ହୋଇଛି। ଏଥିରେ ବିଦ୍ୟା କେତେଜଣ ସ୍କୁଲ ପିଲାଙ୍କ ଗହଣରେ ଦେଖିବାକୁ ମିଳିଛନ୍ତି। ଏଥିରେ ସେ ଭିନ୍ନ ଢଙ୍ଗରେ ପିଲାଙ୍କୁ…

ଟ୍ରୋଲ୍‌ ହେଲେ ଛୋଟେ ନଓ୍ବାବଙ୍କ ପରିବାର

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିବା ବେଳେ ପ୍ରାୟ ସବୁ ସେଲିବ୍ରିଟି ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ହେଲେ ଏହି ସମୟରେ ପଟୌଦି ଖାନଦାନର ଛୋଟେ ନଓ୍ବାବ ତଥା ବଲିଉଡ୍‌ ନାୟକ ଶୈଫ…

ନିଜଠାରୁ ୧୬ ବର୍ଷ ବଡ ବିବାହିତାଙ୍କ ପ୍ରେମରେ ପଡିଥିଲେ ନସିରୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ନସିରୁଦ୍ଦିନ ଶାହ। ଆଜି ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଆଜିବି ତାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି। ମାୟାନଗରୀରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତା…

ଅଭିଷେକଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରସ୍ତୁତ ଏହି ଅଭିନେତା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ୍‌। ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର କେତେକ କଳାକାର କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ବେଳେ ଆଉ କେତେକ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?