ମନୋରଞ୍ଜନ

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସେ ହଠାତ୍‌ ସିବିଆଇ ତଦନ୍ତ ଦାବି କରିଥିଲେ। ଏପରିକି ସୁଶାନ୍ତଙ୍କ ପ୍ରେମିକା…

ପରପାରିରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କର: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଦେଶର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କର ଶୁକ୍ରବାର କୋଲକାତାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଅମଲା କୋରିଓଗ୍ରାଫର ଉଦୟ ଶଙ୍କରଙ୍କ ସ୍ତ୍ରୀ ତଥା ସୀତାର ପଣ୍ଡିତ ରବି ଶଙ୍କରଙ୍କ ବୋହୂ। ତାଙ୍କ ମୃତ୍ୟୁ ଖବର ନାତୁଣୀ…

ଆଜି ରିଲିଜ ହେବ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର: ଜାଣନ୍ତୁ କେମିତି, କେଉଁଠାରେ ଦେଖିବେ ‘ଦିଲ ବେଚାରା’

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ ବେଚାରାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆଜି ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଏହି ଅପେକ୍ଷାରେ ଆଉ କିଛି ଘଣ୍ଟା…

କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ

ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ ଟୋନିଙ୍କ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଭାଜପା ନେତା ବୈଜୟନ୍ତ ପଣ୍ଡା…

ନିରାଶ ହୋଇ ଘରକୁ ଫେରିଯାଉଥିବା ବିଗ୍‌ବିଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ଏହି ଅଭିନେତା

ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ମନୋଜ କୁମାର ୨୪ ଜୁଲାଇରେ ଜନ୍ମଦିନ ପାଳନ କରନ୍ତି। ସେ ଅନେକ ଚଳଚ୍ଚିତ୍ର, କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଜନ୍ମଦିନର ଅବସରରେ ମନୋଜ କୁମାରଙ୍କ ଜୀବନ ଏବଂ ଚଳଚ୍ଚିତ୍ର ଯାତ୍ରା ବିଷୟରେ କିଛି ରୋଚକ…

ଘରେ ବସି କପିଲ ଶର୍ମାଙ୍କ କମେଡି ଶୋ’ରେ ନେଇପାରିବେ ଭାଗ, ଜାଣନ୍ତୁ କେମିତି

ଲକ୍‌ଡାଉନ୍‌ ଯୋଗୁ ଗତ ମାର୍ଚ୍ଚ ମାସରୁ ସମସ୍ତ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଛି। ପାଖାପାଖି ୪ ମାସ ପରେ ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି। ଏହି କ୍ରମରେ ଲୋକପ୍ରିୟ କମେଡି ଶୋ’ କପିଲ ଶର୍ମା କମେଡିର ଶୁଟିଂ…

ପ୍ରଶଂସକଙ୍କୁ ଘାଇଲା କରୁଛି ଲକ୍ଷ୍ମଣଙ୍କ ନିଶ

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପୁନଃ ପ୍ରସାରଣ ପରଠାରୁ ଏହି ସିରିଏଲର କଳାକାରଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିଛି। ଧାରାବାହିକରେ ଅଭିନୟ କରିଥିବା ଅରୁଣ ଗୋବିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲୋହରି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଏହି ୩…

ରାକ୍ଷୀ ବିକୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଲୋକପ୍ରିୟ ଟିଭି ସିରିଏଲ ସାଥ୍‌ ନିଭାନା ସାଥିୟାରେ ଉର୍ମିଳା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ବନ୍ଦନା ବିଠଲାନୀ ଆଜିକାଲି ରାକ୍ଷୀ ପ୍ରସ୍ତୁତ କରି ବିକୁଛନ୍ତି। ଏବେ ‘ହମାରି ବହୁ ସିଲ୍କ’ ଅଭିନୟ କରୁଥିବା ବନ୍ଦନାଙ୍କୁ ଏପର୍ଯ୍ୟନ୍ତ ଦରମା ମିଳୁନାହିଁ। ମାସ ମାସ…

କରୋନା କାଳରେ ପ୍ରେମିକାଙ୍କ ହାତ ଧରିବେ ସୁପରଷ୍ଟାର ନିଥୀନ: ସରିଲା ନିର୍ବନ୍ଧ

ସମଗ୍ର ବିଶ୍ୱ ତଥା ଦେଶରେ କରୋନା ଭୟ। ଏସବୁ ଭିତରେ ବିଭିନ୍ନ କଟକଣାକୁ ନେଇ ସାମାଜିକ କାମକୁ ବନ୍ଦ ରଖିବା ନଚେତ କୋଭିଡ ନିୟମ ମାନି କରିବାକୁ କୁହାଯାଇଛି। କିଛି ଲୋକେ ଏହି ସମୟକୁ ବିବାହ ଆଦି ପାଇଁ ଉଚିତ ମଣୁ…

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ ବଲିଉଡ୍‌ରେ ସେ ବେଶ୍‌ ଜଣାଶୁଣା। ୧୯୭୩ ଜୁଲାଇ ୨୩ରେ ହିମେଶଙ୍କ ଜନ୍ମ। ଗାୟକ ହେବା…

ରଜନୀକାନ୍ତ ଚଳାଉଛନ୍ତି ଏହି ଦାମୀ ଗାଡ଼ି, ଦାମ୍‌ ରହିଛି…

ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥିବାରୁ ସେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଦେଶୀ ଷ୍ଟାଇଲ୍‌ ପାଇଁ ସେ ମଧ୍ୟ ଦର୍ଶକଙ୍କ…

ବୋଲ୍ଡ ଫଟୋ ଶେୟାର କଲେ ବିପାଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ବେଶ୍‌ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?