ଟ୍ରୋଲ୍‌ ହେଲେ ଛୋଟେ ନଓ୍ବାବଙ୍କ ପରିବାର

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିବା ବେଳେ ପ୍ରାୟ ସବୁ ସେଲିବ୍ରିଟି ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ହେଲେ ଏହି ସମୟରେ ପଟୌଦି ଖାନଦାନର ଛୋଟେ ନଓ୍ବାବ ତଥା ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ନିଜ ପରିବାର ସହ ବାହାରେ ବୁଲିବାକୁ ବାହାରି ପଡିଥିଲେ। ଶୈଫ, ପତ୍ନୀ କରିନା କପୁର ଖାଁ ଓ ପୁଅ ତୈମୁର ଅଲି ଖାଁଙ୍କୁ ମୁମ୍ବାଇର ମେରାଇନ ଡ୍ରାଇଭରେ ବୁଲୁଥିବାର ଦେଖାଯାଇଥିଲା। ହେଲେ ଏହି ସମୟରେ ଏମାନେ ବିନା ମାସ୍କରେ ବାହାରେ ବୁଲୁଥିବାରୁ ଟ୍ରୋଲର ଶିକାର ହୋଇଛନ୍ତି। ଏହା ଏବେକାର ଘଟଣା ହୋଇ ନ ଥିବା ବେଳେ ଏହାକୁ ନେଇ ଏବେ କିନ୍ତୁ ସଫେଇ ଦେଇଛନ୍ତି ଛୋଟେ ନଓ୍ବାବ। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଆମେ ପାଖାପାଖି ୩ ମାସ ଘରେ ବସିବା ପରେ ତୈମୁରକୁ ନେଇ ଟିକେ ବାହାରକୁ ବୁଲିବାକୁ ଯାଇଥିଲୁ। ହେଲେ ଆମ ନିକଟରେ ମାସ୍କ ଥିଲା କିନ୍ତୁ ଆମେ ଯେଉଁ ସ୍ଥାନରେ ଥିଲୁ ସେ ସ୍ଥାନରେ କେହି ନ ଥିବାରୁ ଆମେ ମାସ୍କ ପିନ୍ଧି ନ ଥିଲୁ। କିନ୍ତୁ ଯେତେବେଳେ ସେଠି ଲୋକ ସଂଖ୍ୟା ବଢିଲା ସେତେବେଳେ ଆମେ ସେଠାରୁ ଚାଲି ଆସିଥିଲୁ। ଆମେ ଆଇନର ବିରୋଧରେ କେବେ ଯାଇନୁ କି ଯିବାକୁ ଚେଷ୍ଟା କରିନୁ। ଆମେ ଜଣେ ଜଣେ ସଚେତନ ନାଗରିକ ବୋଲି ଶୈଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀର-ଦୀପିକାଙ୍କ ବିବାହ ପାର୍ଟିରେ ଜବରଦସ୍ତି ଶାମିଲ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ, ରଣବୀର ସିଂହଙ୍କ ଯୋଡି। ଏହି ଯୋଡି ଇଟାଲୀରେ ବିବାହ କରିଥିଲେ। ଭାରତ ଫେରିବା ପରେ ସେମାନେ...

ସୁଶାନ୍ତ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି କହିଛନ୍ତି ସୁଶାନ୍ତଙ୍କ ଭଳି...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

ଅଧିକ ପ୍ରଶ୍ନ କରିବାରୁ ଫିଲ୍ମରୁ ବିଦା ହେଲେ ବିଦ୍ୟା

ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଚରିତ୍ରକୁ ସର୍ବଦା ଜୀବନ୍ତ କରି ପରଦା ଉପରେ ଉପସ୍ଥାପନା କରିଥାନ୍ତି। ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ...

ଗିନିଜ୍‌ ବୁକ୍‌ରେ ଅଛି କୋକିଳ କଣ୍ଠୀଙ୍କ ନାମ

ବମ୍ବେ: ୧୯୨୯ ସେପ୍ଟେମ୍ବର ୨୮ରେ ସୁର ସାମ୍ରାଜ୍ଞୀ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାମ ‘ହେମା’ ଥିଲା। ହେଲେ ପାଞ୍ଚ ବର୍ଷ...

ବିବାହ ପୂର୍ବରୁ ଭାଇରାଲ ହୋଇଥିଲା ଏମଏମଏସ୍‌

ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଥମେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ମୋନାଙ୍କୁ କିଛି ରିୟଲିଟି ଶୋ’...

ବଲିଉଡ୍‌ରେ ସାଉଥ୍‌ ସୁନ୍ଦରୀ ରଶ୍ମିକା

‘ପୁଷ୍ପା’ର ଶ୍ରୀବଲ୍ଲୀ ନାମରେ ବେଶ ପରିଚିତ ହୋଇଥିବା ରଶ୍ମିକା ମନ୍ଦାନା ରଣବୀର କପୁର ଷ୍ଟାରର୍‌ ‘ଆନିମଲ’ରେ ଯୋଗ ଦେଇଛନ୍ତି। ଏହି ହିନ୍ଦୀ କ୍ରାଇମ-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି...

‘ଗ୍ରାମୀ ପୁରସ୍କାର’: ‘ଲିଭ୍‌ ଦ ଡୋର୍‌ ଓପନ୍‌’ ସର୍ବଶ୍ରେଷ୍ଠ ଗୀତ

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍‌ଜିଏମ୍‌ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ...

Advertisement
Archives

Model This Week