କ୍ୱାରାଣ୍ଟାଇନ୍ରେ ନ ରହି କୋଭିଡ୍ ନିୟମ ଉଲ୍ଲଂଘନ କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଦିଲ୍ଲୀ ଏବଂ ମୁମ୍ବାଇରେ ରହିବା ପରେ ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ଲକ୍ଡାଉନ୍ ପୂର୍ବରୁ ଭାରତ ଆସିଥିଲେ। ପରେ ଲକ୍ଡାଉନ୍ରେ ଫସିଯାଇଥିଲେ। ତେବେ ଲକ୍ଡାଉନ୍ ହଟିବା ପରେ…
ତୈମୁରଙ୍କୁ କପି କରୁଛନ୍ତି ଏହି ଷ୍ଟାର କିଡ୍ସ
ମୁମ୍ବାଇ: ଷ୍ଟାର କିଡ୍ସଙ୍କ ମଧ୍ୟରେ କରୀନା କପୁର ଖାଁ ଓ ସୈଫ ଅଲୀ ଖାଁଙ୍କ ପୁଅ ତୈମୁର ଅଲୀ ଖାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ଓ ଭିଡିଓକୁ ନେଇ ତ କେତେବେଳେ ନିଜ କାର୍ଯ୍ୟକଳାପକୁ ନେଇ। ସେହିପରି ସୋହା…
ସୋନୁ ସୁଦ୍ ଗରିବ ପରିବାରକୁ ଯୋଗାଇ ଦେବେ ଘର
ମୁମ୍ବାଇ, ୨୦।୭: କରୋନା ମହାମାରୀ ସଙ୍କଟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଦେଶର ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ସୋନୁଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ଗରିବ ପରିବାରକୁ…
ମୋତେ ବିବାହ କରିବ କି, ୧୦ ବର୍ଷ ସାନ ନିକ୍ଙ୍କ ଏହି ପ୍ରଶ୍ନରେ କ’ଣ ଥିଲା ପ୍ରିୟଙ୍କାଙ୍କ ପ୍ରତିକ୍ରିୟା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍ ଆଜି ଦ୍ୱିତୀୟ ପ୍ରପୋଜାଲ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିକ୍ଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଏକ ପ୍ରେମ ଭରା ମେସେଜ୍ ଲେଖିଛନ୍ତି। ଆଜିକୁ ଠିକ୍…
ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ସଚିନ
ମୁମ୍ବାଇ, ୨୦।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସୁଶାନ୍ତ ସିଂଙ୍କ ଭୂମିକାରେ ଟିକ୍ଟକ୍ ଷ୍ଟାର୍ ସଚିନ ତିଓ୍ବାରୀଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନାମ ‘ସୁଇସାଇଡ୍ ୟା ମର୍ଡର’ ରଖାଯାଇଛି। ସୁଶାନ୍ତଙ୍କ…
ପ୍ରବଳ ବର୍ଷାରେ ବିଲରେ ହଳ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା
କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତ୍ରୀ ଅଭିନେତାମାନେ ପରିବାର ସହ ସମୟ ବିତାଉଛନ୍ତି। କିଏ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ୍ ରଖୁଛନ୍ତି ତ ଆଉ କିଏ ଘରେ ଯୋଗ କରୁଛନ୍ତି। ଏସବୁ ଭିତରେ ବଲିଉଡ ସୁପରଷ୍ଟାର…
କରୋନା ନେଲା ଏହି ପ୍ରଖ୍ୟାତ ଅଭିନେତାଙ୍କ ଜୀବନ
କରୋନାରେ ପ୍ରସିଦ୍ଧ କନ୍ନଡ ଅଭିନେତା ହୁଲିଭାନ ଗଙ୍ଗାଧରାୟାଙ୍କର ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ ହସ୍ପିଟାଲ ତାଙ୍କୁ ଆଡମିଶନ କରିବାକୁ ମନା କରିଦେଇଥିଲେ। ୪ ଦିନ ପୂର୍ବରୁ ତାଙ୍କ ସମ୍ପର୍କୀୟ ଓ…
ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍ଶାଲୀଙ୍କ ବୟାନରେ ରହୁନି ତାଳମେଳ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜାଣିପାରୁନାହିଁ। ଏସବୁ ଭିତରେ ଖାଲି ଯାହା ତଦନ୍ତ ଚାଲିଛି। ମାମଲାରେ…
ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ: ଆସିଲା କଳାକାରଙ୍କ ଦାନ୍ତ ଭଙ୍ଗା ଭିଡିଓ, ଦେଖିଲେ ବନ୍ଦ ହେବନି ହସ
ଦୀର୍ଘ ଦିନର ଅପେକ୍ଷା ପରେ ‘ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ ହୋଇଛି। ଶୀଘ୍ର ଦର୍ଶକମାନେ ଏହାର ନୂତନ ଏପିସୋଡ ଦେଖି ପାରିବେ। ପ୍ରାୟ ଚାରି ମାସର ବିରତି ପରେ ଏହି ଶୋ’ର ଶୁଟିଂ ଆରମ୍ଭ ହୋଇଛି। ବର୍ତ୍ତମାନ ସେଟ୍ର…
ବଲିଉଡ୍ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ
ମୁମ୍ବାଇ,୧୯।୭: ବଲିଉଡ୍ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ତେବେ ଗତ ଏପ୍ରିଲ ମାସରୁ ସେ କିଡ୍ନୀ ରୋଗରେ ପୀଡ଼ିତ ଥିଲେ।…
ପ୍ରଭାସଙ୍କ ସହ ନଜର ଆସିବେ ଦୀପିକା
ମୁମ୍ବାଇ: ବାହୁବଳୀ ରିଲିଜ୍ ହେବା ପରେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ କରିଦେଇଥିଲା। ସେପଟେ ବଲିଉଡ୍ ନାୟିକା ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ…
ଭୋର୍ ୩ଟା ୩୦ରେ ହୋଇଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ !
ମୁମ୍ବାଇ, ୧୯।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଛି। ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ପୋଲିସ ପକ୍ଷରୁ ଜେରା ମଧ୍ୟ କରାଯାଇଛି। ତେବେ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏବେ…

