ମନୋରଞ୍ଜନ

ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଇଥିଲେ ଶାଶୁ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କାଜୋଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ବିବାହକୁ ୨୦ ବର୍ଷରୁ ଅଧିକ ହେଲାଣି। ଏହି ଦୁଇଜଣଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପାରସ୍ପରିକ ବୁଝାମଣା ବେଶ୍‌ ଭଲ ରହିଛି। ଲୋକମାନେ ମଧ୍ୟ ଏହି ଷ୍ଟାର୍‌ ଦମ୍ପତିଙ୍କୁ ପସନ୍ଦ କରନ୍ତି କାରଣ,…

ପ୍ରବାସୀ ପରେ ଏବେ ବିଦେଶରେ ଫସିଥିବା ଛାତ୍ରଙ୍କୁ ସ୍ବଦେଶ ଆଣିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ଲକ୍‌ଡାଉନରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବିଦେଶରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଆଣିବାକୁ ସୋନୁ ଯୋଜନା କରୁଥିବା ଜଣାପଡ଼ିଛି।…

କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ କ୍ଷତିକାରକ କେଶ ଦ୍ରବ୍ୟରୁ ରକ୍ଷା କରନ୍ତି। କେଶକୁ ସୁନ୍ଦର ରଖିବା ପାଇଁ ଘରୋଇ ଉପଚାର…

ବିଲରେ ଧାନ ରୋଉଛନ୍ତି ଏହି ଅଭିନେତା, ଗର୍ଲଫ୍ରେଣ୍ଡ୍‌ ଶେୟାର କଲେ ଫଟୋ

କରୋନା ଭାଇରସ ଯୋଗୁ ଚଳଚ୍ଚିତ୍ର ଶୁଟିଂ ବନ୍ଦ ରହିଛି। ତେବେ ଅନଲକ ସମୟରେ ସର୍ତ୍ତମୂଳକ ଶୁଟିଂକୁ ଅନୁମତି ଦିଆଯାଇଛି। ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ ଫିଲ୍ମର ଶୁଟିଂ ଯୋଗୁ ତାଙ୍କ ଫାର୍ମହାଉସରେ ପୁରା ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କର…

ଅଭିନେତ୍ରୀ ଐଶ୍ଚର୍ଯ୍ୟାଙ୍କୁ କରୋନା

କରୋନା ଭାଇରସ ଏବେ ଦେଶରେ କାୟା ବିସ୍ତାର କରିଛି। ବର୍ତ୍ତମାନ ସାଧାରଣ ଲୋକଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ମଧ୍ୟ କରୋନା ଚିନ୍ତା ଘାରିଛି। ଜଣେ ପରେ ଜଣେ ଅଭିନେତ୍ରୀ ଅଭିନେତା କରୋନା ଆକ୍ରାନ୍ତ ହେଉଛନ୍ତି। ନିକଟରେ ବଲିଉଡର ମେଗାଷ୍ଟାର ଅମିତାଭ…

ନାଗଫାଶ’ରୁ ‘ଅଜାତି’ ଯାଏ ଅପରାଜେୟ ବିଜୟ

ବିଜୟ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ପିଲାଠୁ ବୟସ୍କଙ୍କ ଯାଏ ତାଙ୍କୁ ଟେଲିଭିଜନ୍‌ରୁ ବଡ଼ ପରଦା ଯେଉଁଥିରେ ଦେଖିଲେ ଚିହିଁକି ଉଠିଥାଆନ୍ତି ଓ କହିଥାଆନ୍ତି ବିଜୟ ମହାନ୍ତି ଆସିଗଲେ। ଓଡ଼ିଆ ସିନେମାର ଅସ୍ମିତା କଥା ଯେତେବେଳେ ଯାଏ…

ବିଲରେ ହଳ କରୁଥିବା ସଲମନଙ୍କୁ ଏମିତି କହିଲେ କଂଗ୍ରେସ ନେତା

କରୋନା ପାଇଁ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ସମୟ ଅତିବାହିତ କରିଆସୁଛନ୍ତି। ଏହି ସମୟରେ, ସେ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।…

ହିଟ୍‌ ଫିଲ୍ମ ଦେବା ପରେ ବି କାହିଁକି ବଲିଉଡ୍‌ରୁ ଦୂରେଇ ଯାଇଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ରେ ଏବେ ନେପୋଟିଜିମକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି। ଏଠି ଏମିତିବି କେତେଜଣ କଳାକାର ଅଛନ୍ତି ଯେଉଁମାନେ ହିଟ୍‌ ଫିଲ୍ମ ହେବା ପରେ ବି ମୁହଁ ଫେରାଇ ନେଇଛନ୍ତି। ଏମିତି…

ସୁଇମିଂକୁ ଡରନ୍ତି ତାପସୀ!

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ତାପସୀ ପନ୍ନୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କର ଏକ ଫଟୋ ଶେୟାର କରି ବିଗତ ଦିନର ଅନୁଭୂତି ସମ୍ପର୍କରେ କହିଛନ୍ତି। ଅସଲରେ ସେ ସୁଇମିଂ କରିବାକୁ ଖୁବ୍‌ ଭୟ କରନ୍ତି। ସେ…

କରୋନାକୁ ହରାଇ ଘରକୁ ଫେରିଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ‘ଇଶ୍କବାଜ’ର ଅଭିନେତ୍ରୀ ଶ୍ରେନୁ ପାରିଖ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତଙ୍କ ହୋଇ ଚିକିତ୍ସାଧୀନ ଥିଲେ। ଏବେ ସେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏ ନେଇ ନିଜେ ଶ୍ରେନୁ ସୋସିଆଲ ମିଡିଆ ମାଧ୍ୟମରେ…

ଆଇଏଏସ୍‌ ଅଫିସର୍‌ ଅଭିଷେକ ସିଂଙ୍କ ଡେବ୍ୟୁ ଗୀତ ଭାଇରାଲ, ୪ ଦିନରେ ୨୫ ମିଲିୟନ୍‌ ଭ୍ୟୁଜ୍

ନିକଟରେ ରିଲିଜ ହୋଇଥିବା ବି ପ୍ରାକର ଗୀତ ‘ଦିଲ ଟୋଡ କେ’ ଇଣ୍ଟରନେଟରେ ଧମାଲ୍‌ କରୁଛି। ବି ପ୍ରାକ୍‌ର ଏହି ଗୀତ ଚାରି ଦିନ ମଧ୍ୟରେ ୨୫ ମିଲିୟନରୁ ଅଧିକ ଭ୍ୟୁଜ୍‌ ହୋଇଛି। ଗୀତର ସବୁଠୁ ବିଶେଷ କଥା ହେଉଛି ଆଇଏଏସ…

କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ଉପାୟ ଆପଣାଇଲେ ଶାହରୁଖ

ମୁମ୍ବାଇ: ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଧିରେ ଧିରେ ଉଦ୍‌ବେଗଜନକ ହେବାରେ ଲାଗିଛି। ବଲିଉଡ୍‌ର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହା କବଳରୁ ବର୍ତ୍ତିପାରି ନାହାନ୍ତି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?