ମନୋରଞ୍ଜନ

ବାହା ହେଲେ ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍‌ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଏହି ନାୟିକା ବିଗ୍‌ ବସ୍‌ ୮ର ଓ୍ବିନର ଗୌତମ ଗୁଲାଟିଙ୍କୁ ବିବାହ କରିଥିବା ସୋସିଆଲ…

ରିଲିଜ୍‌ ହେବ ବିଦ୍ୟାଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଶକୁନ୍ତଳା ଦେବୀ’ର ରିଲିଜ୍‌ ଡେଟ୍‌କୁ ନେଇ ନିର୍ମାତା କିଛି ସୂଚନା ଦେଇଛନ୍ତି। ଗୁରୁବାର ଆସିଥିବା ଏହି ସୂଚନା ଅନୁଯାୟୀ ଫିଲ୍ମଟି ଜୁଲାଇ ୩୧ରେ ଆମେଜନ ପ୍ରାଇମ ଭିଡିଓରେ ରିଲିଜ…

ମାତ୍ର ୧୩ ବର୍ଷରେ ବିବାହ କରିଥିଲେ ସରୋଜ

ମୁମ୍ବାଇ: ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ୍‌ ଶୁକ୍ରବାର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ସରୋଜ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କଠାରୁ ଆରମ୍ଭ କରି ଅନେକ ନାମକରା ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସରୋଜଙ୍କ ବୃତ୍ତିଗତ…

ଏଥିପାଇଁ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ସରୋଜ ଖାନ୍‌

ବମ୍ବେ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୨୦୦ରୁ ଅଧିକ ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସମସ୍ତ କଳାକାର…

ମୃତ୍ୟୁର ୧୮ ଦିନ ପୂର୍ବରୁ ସୁଶାନ୍ତଙ୍କୁ ମନେପକାଇ ଏମିତି କହିଥିଲେ ସରୋଜ

ବଲିଉଡ୍‌ର ଭେଟରାନ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ୭୧ ବର୍ଷରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସରୋଜଙ୍କ ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଥିଲା। ସେ ସୁଶାନ୍ତ ଆତ୍ମହତ୍ୟା ପରେ ତାଙ୍କୁ…

ମାତ୍ର ୩ ବର୍ଷ ବୟସରୁ ସରୋଜ ଆରମ୍ଭ କରିଥିଲେ କ୍ୟାରିୟର, ୩ ଥର ପାଇଥିଲେ ଜାତୀୟ ପୁରସ୍କାର

ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରୋଜଙ୍କ ବିୟୋଗ ବଲିଉଡ୍‌ରେ ଶୋକର ଛାୟା ଖେଲିଯାଇଛି। ସରୋଜ ଖାନ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। କୋରିଓଗ୍ରାଫି ଜରିଆରେ ସେ ପ୍ରଶଂସକଙ୍କ…

ପୁଣି ଜଣେ ବଲିଉଡ୍‌ର ପ୍ରସିଦ୍ଧ କଳାକାରଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନିଃଶ୍ୱାସ…

୧୯୯୮ରେ ମୁକ୍ତି ଲାଭ କରିଥିବା ଏହି ୬ ଟି ଫିଲ୍ମ ହୋଇଥିଲା ସୁପରହିଟ୍‌

ଭାରତର ଲୋକ ବଲିଉଡ ଚଳଚ୍ଚିତ୍ରକୁ ଅଧିକ ଭଲ ପାଆନ୍ତି । ୯୦ ଦଶକରେ ଚଳଚ୍ଚିତ୍ରରେ ଅନେକ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଅନେକ ନୂତନ କଳାକାର ବଲିଉଡରେ ପ୍ରବେଶ କରିଥିଲେ। ୧୯୯୮ ବଲିଉଡ ଜଗତ ପାଇଁ ବହୁତ ଅସ୍ଥିର ଥିଲା। ଯେଉଁ…

ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଏମିତିକି ବଲିଉଡ୍‌ର କେତେଜଣ ସେଲିବ୍ରିଟି ମଧ୍ୟ ଏହାକୁ ବିଶ୍ୱାସ କରି ପାରୁ…

ସୁଶାନ୍ତଙ୍କ ଘରେ ଥାଇ ବି ଆତ୍ମହତ୍ୟା ନେଇ ଜାଣିପାରିଲେନି ଏହି ବନ୍ଧୁ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ। ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗୁଲ୍‌ରେ ନିଜ ନାମକୁ ସର୍ଚ୍ଚ କରିଥିଲେ। ଏପରିକି…

ନିଜ ସୁପରହିଟ୍‌ ଗୀତରେ ନାଚିଲେ ମାଧୁରୀ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେଶନ ପାଇଁ ବେଶ୍‌ ପରିଚିତ। ‘ତେଜାବ’ ଫିଲ୍ମରୁ ହିଟ୍‌ ହୋଇଥିବା ଏହି ନାୟିକାଙ୍କର ଏବେବି ବଲିଉଡ୍‌ରେ କ୍ରେଜ୍‌ ରହିଛି। ଏବେ ସେ ବଡ ପରଦାରେ ଏତେଟା ନଜର…

ପୂଜାଙ୍କ ସ୍ଥାନ ନେଲେ ପରିଧି

ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍‌ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଚରିତ୍ରରେ ପରିଧି ଶର୍ମାଙ୍କୁ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?