ମନୋରଞ୍ଜନ

ପ୍ରଥମଥର ପାଇଁ ସ୍ବାମୀଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ

ପୂର୍ବତନ ବିଗ ବସ ପ୍ରତିଯୋଗୀ ତଥା ହରିୟାଣୀ ନୃତ୍ୟଶିଳ୍ପୀ ସପନା ଚୌଧୁରୀ ପ୍ରଥମଥର ପାଇଁ ସ୍ବାମୀଙ୍କ ସହ କରଓ୍ବାଚୌଥ ପାଳନ କରିଛନ୍ତି। ସପନା ଭୀର ସାହୁଙ୍କୁ ସହ ଗୁପ୍ତରେ ବିବାହ କରିଥିଲେ। ବିହାହ ପରେ ସପ୍‌ନା ନିକଟରେ ଏକ ପୁତ୍ର ସନ୍ତାନ…

ପ୍ରଥମ ଥର କରଓ୍ବାଚୌଥ ପାଳନ କଲେ ନେହା କକ୍କର

ସାରା ଦେଶରେ କରଓ୍ବାଚୌଥ ପାଳନ କରାଯାଉଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ କରଓ୍ବାଚୌଥ ବ୍ରତ ରଖିଛନ୍ତି। ଏଭଳି ପରିସ୍ଥିତିରେ, ଚଳିତ ବର୍ଷ ବିବାହ ବନ୍ଧନରେ…

ସ୍ବାମୀଙ୍କ ସହ ପ୍ରଥମ କର୍‌ଓ୍ବାଚୌଥ୍‌ ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୪ା୧୧: ଆଜି (ନଭେମ୍ବର ୪) ସାରା ଦେଶରେ ପାଳନ କରାଯାଉଛି କର୍‌ଓ୍ବାଚୌଥ୍‌। କରୋନା ଯୋଗୁ ଏହି ମାହୋଲ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳୁଛି। କର୍‌ଓ୍ବାଚୌଥ୍‌ ବିଶେଷକରି ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ସ୍କ୍ରିନ୍‌ରୁ ଆରମ୍ଭ କରି ବାସ୍ତବ ଜୀବନ ପର୍ଯ୍ୟନ୍ତ ଉତ୍ସବକୁ…

ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ: କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଡିସେମ୍ବରରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ସେ ନିଜର ଜୀବନ ସାଥୀ କରିବାକୁ ଯାଉଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ଆଦିତ୍ୟ ନାରାୟଣ ଘୋଷଣା…

ଫିଟ୍‌ନେସ୍‌ର ରାଜ୍‌ କହିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍‌ ଭଲ ଲାଗେ। ମାଆଙ୍କ ହାତରନ୍ଧା ଭାତ-ଡାଲି ତାଙ୍କର ବହୁ ପସନ୍ଦ। ତାଙ୍କୁ ଖେଚୁଡ଼ି ବହୁତ ଭଲ…

ପିତାଙ୍କୁ ଦିନରେ ଏତିକି ଥର ଖୋଜନ୍ତି କୁନି ତୈମୁର

ବଲିଉଡର ବେବୋ ଅର୍ଥାତ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। କରିନା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ, ସେ ବେଳେବେଳେ ଆକର୍ଷଣୀୟ ପୋଷ୍ଟ ଶେୟାର କରନ୍ତିି।…

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ

ଗୁରୁରାଟୀ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ଆଶିଷ କକ୍କଟଙ୍କର ପରଲୋକ ଘଟିଛି। ୪୯ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଶିଷ ନିଜ ପୁଅର ଜନ୍ମଦିନ ପାଳନ କରିବା ପାଇଁ ଅହମ୍ମଦାବାଦରୁ କୋଲକାତା ଯାଇଥିଲେ। ନଭେମ୍ବର ୬ରେ ତାଙ୍କର ଫେରିବାର…

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୦ ବର୍ଷ ହୋଇଥିଲା। ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି। ପୂଜା ଟୁଇଟ୍‌ କରି ଲେଖିଛନ୍ତି, କୋହ…

ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ତବ୍‌ବୁ

ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ତବ୍‌ବୁଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୫ ହେଉଛି ଜନ୍ମଦିନ। ଆଜି ସେ ୫୦ ବର୍ଷରେ ପାଦ ଦେଇଛନ୍ତି। ଇତିମଧ୍ୟରେ ତବ୍‌ବୁ ଅନେକ ସଫଳ ସିନେମାରେ କାମ କରିସାରିଛନ୍ତି। ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ…

କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ଖାସ୍‌ ବାର୍ତ୍ତା ଦେଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କାଜଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ମଜାଦାର ବ୍ୟଙ୍ଗ ଶେୟାର କରିଥାନ୍ତି। କରଓ୍ବାଚୌଥ ପାଳନ ଅବସରରେ କାଜଲ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି…

ଶାହାରୁଖ୍‌ଙ୍କ ପରି ଜନ୍ମଦିନ ପାଳିବାକୁ ଚାହୁଥିବା କହିଲେ ଏହି ବ୍ୟକ୍ତି: ସୋନୁ ସୁଦଙ୍କ ଏପରି ଉତ୍ତର ଲୋକଙ୍କ ହୃଦୟ ଜିତିଲା

ଲୋକଙ୍କ ପାଇଁ ଏବେ ପ୍ରକୃତ ହିରୋ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ ସେ ଯେପରି ଭାବେ ଅସହାୟ ଲୋକଙ୍କ ସହାୟତା କରିଚାଲିଛନ୍ତି ତାହା ନିଶ୍ଚିନ୍ତଭାବେ ପ୍ରଶଂସନୀୟ। ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ…

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ ବଚ୍ଚନ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ ଜଣେ ସମାଜସେବୀଙ୍କୁ ପଚାରିଥିଲେ। ତେବେ ଏହି ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?