ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଅଭିନୟରେ କାରିୟର ଆରମ୍ଭ କରିବା ପୂର୍ବରୁ ରାଜକୁମାର ଗୁରଗାଓଁର ଏକ ବିଦ୍ୟାଳୟରେ ଡ୍ରାମା ଶିକ୍ଷକ ଭାବେ କାମ କରୁଥିଲେ। ଏ କଥା ନିଜେ ରାଜକୁମାର ଏକ ସାକ୍ଷାତକାରରେ କହିଛନ୍ତି।
ସେ କହିଛନ୍ତି ଯେ, କଲେଜରେ ପାଠ ପଢ଼ିବା ସମୟରେ ମୁଁ ମୋର ପକେଟ ମନି ବଢ଼ାଇବାକୁ ଚାହୁଁଥିଲି। ତେଣୁ ମୁଁ ଗୁରଗାଓଁର ସେକ୍ଟର ୧୪ରେ ଥିବା କେଭି ପବ୍ଲିକ ସ୍କୁଲରେ ଆନୁଆଲ ଫଙ୍କ୍‌ଶନ୍‌ ପାଇଁ ଏକ ନାଟକ ପ୍ରସ୍ତୁତ କଲି। ୩ ମାସ ସେଠାରେ ରହି ଶିକ୍ଷକତା କଲି। ଉକ୍ତ ସମୟରେ ଛାତ୍ରୀଛାତ୍ରମାନେ ମୋତେ ବହୁତ ଭଲ ପାଉଥିଲେ।ଖାଲି ସେତିକି ନୁହେଁ ସେମାନେ ସେମାନେ ବନ୍ଧୁପରି ବ୍ୟବହାର କରୁଥିଲେ ବୋଲି ମଧ୍ୟ ରାଜକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...

‘ପୂଜା ମୋ’ ଝିଅ ହୋଇ ନ ଥିଲେ ବିବାହ କରିନେଇଥାନ୍ତି’: ଜାଣନ୍ତୁ ଏପରି କାହିଁକି କହିିଥିଲେ ମହେଶ ଭଟ୍ଟ

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଆସିଛନ୍ତି ମହେଶ ଭଟ୍ଟ। ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା।...

ସାମ୍ନାକୁ ଆସିଲା ଫିଲ୍ମ ‘ଶକୁନ୍ତଳମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଅପକମିଙ୍ଗ ଫିଲ୍ମ ‘ଶକୁନ୍ତଳମ’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ...

ଦ୍ୱିତୀୟଥର ମା’ ହେବାକୁ ଯାଉନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି...

ମୋ ଭାଇ ମୃତ୍ୟୁର ଫାଇଦା ନ ଉଠାଯାଉ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ଦୀର୍ଘ ଦିନ ଧରି ଅନୁସନ୍ଧାନ ଏବଂ ତଦନ୍ତ ସତ୍ତ୍ୱେ ମୃତ୍ୟୁ ସହ ଜଡିତ...

ସହଯୋଗର ହାତ ବଢ଼ାଇଲେ ନୋରା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ମଜାଦାର ପୋଷ୍ଟକରି ନିଜର ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରାଉଥିବା ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଏବେ ଅନ୍ୟ ଏକ କାରଣ...

ସ୍ବାମୀଙ୍କୁ ସର୍‌ପ୍ରାଇଜ୍‌ ଦେଲେ ନେହା କକ୍କର

ନେହା କକ୍କର ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ। ଏହାସହ ସେ ନିଜର ଜୁଲ୍‌ବୁଲି ଅନ୍ଦାଜ୍‌ ପାଇଁ ମଧ୍ୟ ଜଣାଶୁଣା। ସେ ସୋସିଆଲ୍‌ ମିଡିଆରେ...

‘ପଠାନ୍‌’ ପାଇଁ ଷ୍ଟାର୍‌କାଷ୍ଟ୍‌ ନେଇଛନ୍ତି ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ୍‌’ ବହୁ ବିବାଦ ପରେ ବୁଧବାର ମୁକ୍ତିଲାଭ କରିଛି। ଯାହା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି।...

Advertisement
Archives

Model This Week