ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ ଜନ୍ମଦିନରେ ଏକ ନିହାରା ଉପହାର ଦେଇଛନ୍ତି ଅଭିନେତ୍ରୀ ଜୁହି ଚାଓ୍ବାଲା। ଏହି ସ୍ବତନ୍ତ୍ର ଦିନକୁ ଖାସ୍‌ କରିବା ପାଇଁ ଜୁହି ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି ଶାହରୁଖଙ୍କ ଜନ୍ମଦିନରେ ୫୦୦ ଗଛ ଲଗାଇଛନ୍ତି। ସହକଳାକାର ଶାହରୁଖଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଥିଲେ ଜୁହି। ଏବେ ଉଭୟ ଆଇପିଏଲ୍‌ ଟିମ୍‌ କୋଲକତା ନାଇଟ୍‌ ରାଇଡର୍ସ ଦଳକୁ କିଣିଛନ୍ତି। ଜୁହିଙ୍କ ବ୍ୟତୀତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ, ଅନୁଷ୍କା ଶର୍ମା, ଶିଳ୍ପା ସେଟ୍ଟୀ ପ୍ରମୁଖ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ସୁପରଷ୍ଟାର ଶାହରୁଖଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ତାଙ୍କର ଏକ ପ୍ରଶଂସକ ଗୋଷ୍ଠୀ ୫୫୫୫ଟି କୋଭିଡ୍‌ କିଟ ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଦାନ ବିଷୟରେ ଶାହାରୁଖଙ୍କ ଫ୍ୟାନ କ୍ଲବ ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ଏହି ଟୁଇଟ ଅନୁଯାୟୀ ଶାହରୁଖଙ୍କ ପ୍ରଶଂସକମାନେ ଗରିବ ଲୋକଙ୍କ ପାଇଁ ଏହି କିଟ ପ୍ରସ୍ତୁତ କରାଯାଇଛି। ଏହି କିଟ୍‌ରେ ମାସ୍କ, ସାନିଟାଇଜର ଏବଂ ଖାଦ୍ୟ ରହିଛି। ଫ୍ୟାନ କ୍ଲବ ମଧ୍ୟ ଏହାର ଫଟୋ ଶେୟାର କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ

ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ...

ଗୌତମଙ୍କ ହାତ ଧରିଲେ ଗାୟିକା

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ଶୁକ୍ରବାର ସେ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ...

ଶାଶୁ-ଶ୍ୱଶୁରଙ୍କଠାରୁ ଗାଳି ଖାଆନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରାଠସକଙ୍କ ସହ ସେ ଫଟୋ ଏବଂ ଭିଡିଓ ଶେୟାର କରିଚନ୍ତି। ନିକଟରେ ‘ସୁପର...

ଲଣ୍ଡନରେ ଲଞ୍ଚ ଡେଟ୍‌ ଉପଭୋଗ କରୁଛନ୍ତି ବିରାଟ-ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବିରାଟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ...

ଅମିରଙ୍କ ଫିଲ୍ମ ପରେ ଆଲିଆଙ୍କ ଫିଲ୍ମକୁ ବୟକଟ ଦାବି

ଅଭିନେତା ଅମିରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ବୟକଟ ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଙ୍ଗସ୍‌ ରିଲିଜ୍‌ ହେବା ପୂର୍ବରୁ ସୋସିଆଲ ମିଡିଆରେ #boycottaliabhatt...

ରକୁଲ ଯାହା ଖୋଜୁଥିଲେ..

ରକୁଲ୍‌ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ଏତେ ସହଜରେ ମିଳିଯିବ-ଏ କଥାକୁ ସେ ବିଶ୍ୱାସ କରିପାରୁନାହାନ୍ତି। କଥା କ’ଣ କି ସେ ଏବେ...

ମାଲାମାଲ୍‌ ହେବେ ସଲ୍‌ମାନ ଖାନ୍‌: ବିଗ୍‌ବସ୍‌ରୁ ମିଳିବ ଏତିକି ଟଙ୍କା

ଟେଲିଭିଜନ ଜଗତର ବିବାଦୀୟ ଶୋ’ ବିଗ ବସ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଶୋ’ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଲିଉଡର ସୁପରଷ୍ଟାର...

ରିଚାଙ୍କ ସମର୍ଥନରେ ବାହାରିଲେ ପ୍ରକାଶ ରାଜ

ବମ୍ବେ: ଗଲଓ୍ବାନ୍‌ ଭ୍ୟାଲି ସମ୍ପର୍କିତ ଟୁଇଟ୍‌ କରି ଟ୍ରୋଲ୍‌ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଢା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର କିଛି କଳାକାର...

Advertisement
Archives

Model This Week