ମଧ୍ୟବିତ୍ତଙ୍କୁ ମାଡ଼
ଭାରତରେ କୋଭିଡ୍-୧୯ ସଂକ୍ରମଣ ଏବଂ ଏକାଧିକ ଲକ୍ଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ଚାକିରି ହରାଇଲେ। ଏହି ସଙ୍କଟ ଭିତରେ ଗରିବ ତଥା ବଞ୍ଚିତ ବର୍ଗଙ୍କ ବଞ୍ଚିବା ପାଇଁ ସରକାର ଅନେକ ଉତ୍ସାହପ୍ରଦ ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଲୋକଙ୍କୁ…
କୋଭିଡ୍-୧୯: ଜୀବନ, ଜୀବିକା ଓ କୃଷି
ସମୀର ଦାଶ ସାରା ବିଶ୍ୱର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କଲେ ଆପଣମାନେ ଜାଣିପାରିବେ ଏକ ଭୂତାଣୁଜନିତ ମହାମାରୀ କିପରି ସମଗ୍ର ବିଶ୍ୱକୁ ନିଜ କବଳରେ କଲବଲ କରୁଛି। ଧନୀ, ଗରିବ, ବିକାଶଶୀଳ, ବିକଶିତ ସମସ୍ତ ଦେଶର ଆର୍ଥିକ, ସାମାଜିକ, ଶିକ୍ଷା, ଧାର୍ମିକ…
ଅବସାଦଗ୍ରସ୍ତ ଯୁବପିଢ଼ି
ଡ. ବାସନ୍ତୀ ମହାନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ପରେ ଓଡ଼ିଶାରେ ହାର୍ଦ୍ଦିକ ପଟ୍ଟନାୟକଙ୍କ ଆମତ୍ହତ୍ୟା ସମସ୍ତଙ୍କୁ ବେଦନାବ୍ୟଥିତ କରିଦେଇଛି, ଦୁହେଁ ଉଦୀୟମାନ ମେଧାବୀ ଛାତ୍ର ଥିଲେ। ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ସ୍ବଇଚ୍ଛାରେ ଗ୍ଲାମରସ ଦୁନିଆକୁ ଆସିଥିଲେ। ଖୁବ୍ କମ୍ଦିନ ଭିତରେ ନିଜ…
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଆଠ ମାସରେ ୭୦ ଟନ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କିଛି କମ୍ କଥା ନୁହେଁ। ଏମିତି କାର୍ଯ୍ୟରେ ଲାଗିଛନ୍ତି ପୁଣେର ବିବେକ ଗୌରବ । ସେ ପ୍ଲଗିଂ (ଜଗିଂବେଳେ କିଛି ଗୋଟାଇବା କାର୍ଯ୍ୟ) ସମୟରେ ବର୍ଜ୍ୟବସ୍ତୁ…
ପରିବେଶର ଇଞ୍ଜିନିୟର
ମାନେକା ଗାନ୍ଧୀ କେରଳ ସରକାର ପାଥାନାମ୍ଥିତ୍ତା (Pathanamthitta)ରେ ଏକ ବାଘକୁ ମାରିବା ପାଇଁ ଶାର୍ପସୁଟର ମଗାଇଛନ୍ତି। ବାଘ ମାନବ ବସତି ନିକଟରେ ବନ୍ଧା ହୋଇଥିବା ଗୋରୁଙ୍କୁ ମାରିବାକୁ ଚେଷ୍ଟା କଲାବେଳେ ଜଣେ ଲୋକ ବାଧା ଦେବାରୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ…
ମାଟି ଓ ମଣିଷର ଶିଳ୍ପୀ
ଇଂ. ପ୍ରଭାକର ସ୍ବାଇଁ ‘କବିତା ଗଢ଼େ ଏକ ବିରାଟ ସମାଜର,/ ସବୁରି ପାଇଁ ଯହିଁ ବଖୁରେ ହେଲେ ଘର।’ (ଆଗାମୀ) ପରି କବିତାରେ ବିଶ୍ୱବାସୀଙ୍କ ମଙ୍ଗଳକାମନା ପାଇଁ ଇସ୍ତାହାର ବାଢ଼ିଥିବା କବି ହେଉଛନ୍ତି ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ। ଜଣେ ଯଶସ୍ବୀ…
ସ୍ବ-ଅଧ୍ୟୟନ: ଏକ ଆଲୋଚନା
ସଂଯୁକ୍ତା ଦାଶ ବର୍ତ୍ତମାନ କୋଭିଡ୍ ୧୯ ଯୋଗୁ ରାଜ୍ୟ ସରକାରଙ୍କ ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି ଓ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପିଲାଙ୍କୁ ଉତ୍ତୀର୍ଣ୍ଣ କରିବାକୁ ବ୍ୟବସ୍ଥା କରାଯାଇଛି। ଚଳିତ ଶିକ୍ଷାବର୍ଷ କେବେଠାରୁ ଆରମ୍ଭ ହେବ…
ଏଇ ଭାରତରେ
ଅବସର ପରେ ବିଶ୍ରାମ ନୁହେଁ ସେବାକୁ ନିଜ ମନ୍ତ୍ର କରିଛନ୍ତି ଡ. ଲୀଲା ଜୋଷୀ। ତାଙ୍କୁ ବର୍ତ୍ତମାନ ବୟସ ୮୨। ରହୁଛନ୍ତି ମଧ୍ୟ୍ୟପ୍ରଦେଶର ରତଲାମରେ। ସେଠାକାର ଆଦିବାସୀ ମହିଳା ଓ ପିଲାମାନଙ୍କ ସେବାରେ ପାଖାପାଖି ୨୩ ବର୍ଷ ହେବ ନିଜକୁ ଉତ୍ସର୍ଗ…
ଏଇ ଭାରତରେ
ସହରରେ ରହି ଦୀର୍ଘ ବର୍ଷ ଧରି ପାଣି ବାବଦରେ ଟଙ୍କାଟିଏ ବ୍ୟୟ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କରୁଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରର ଜଗନ୍ନାଧାରାଜୁ ନଗର କଲୋନିର ବାସିନ୍ଦା। ସେମାନେ ୨୭ ବର୍ଷ ମଧ୍ୟରେ…
ଏବେବି ଜୀବନ୍ତ-ସ୍ମୃତିର ସ୍ତବକ
ଶୁଭେନ୍ଦୁ ମହାନ୍ତି ଇତିହାସ ଆଇନାରେ ପ୍ରତିବିମ୍ବିତ ହୁଏ ଅତୀତର ଅନେକଟି ପୃଷ୍ଠା ଆଉ ଛବି। ତନ୍ମଧ୍ୟରୁ କେତୋଟି ସମୟକ୍ରମେ ଝାପ୍ସା ହୋଇଆସୁଥିବା ବେଳେ ନିର୍ଦ୍ଦିଷ୍ଟ କେତୋଟି ମୁହୂର୍ତ୍ତ ସବୁଦିନ ପାଇଁ ଜୀବନ୍ତ ଆଉ ଜ୍ୱଳନ୍ତ ଘଟଣା ଭାବେ ଭବିଷ୍ୟତର ଦିଗ୍ବଳୟକୁ ନିମନ୍ତ୍ରଣ…
ଶ୍ରୀଜୀଉଙ୍କ ମାଉସୀ ମା’
ପ୍ରଫୁଲ୍ଲ କୁମାର ସାହୁ ରଥ ଦ୍ରୁତଗତିରେ ଆଗେଇ ଚାଲିଛି ଅଯୋଧ୍ୟା ଅଭିମୁଖେ। ଗୁରୁ ବଶିଷ୍ଠଙ୍କ ସହସା ଡାକରା ପାଇ ମାତୁଳାଳୟରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଭରତ ଓ ଶତ୍ରୁଘ୍ନ। ପଥ ମଧ୍ୟରେ ଦୁଇ ଭାଇଙ୍କ ମନକୁ ଶଙ୍କାଗ୍ରସ୍ତ କରୁଛି ଗୋଟିଏ ପରେ ଗୋଟିଏ…
ଆରମ୍ଭ ମାତ୍ର
ଭାରତ-ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ଟିକ୍ଟକ୍ ସମେତ ଚାଇନାର ୫୯ଟି ଆପ୍କୁ ନିଷିଦ୍ଧ କରିଛନ୍ତିି। ମନ୍ଦ ଉଦ୍ଦେଶ୍ୟ ରଖି ଚାଇନା ବହୁ ଆପ୍କୁ ଏଠାରେ ପ୍ରବେଶ କରାଇ ଭାରତର ସାର୍ବଭୌମତ୍ୱ…
Archives


