ସମ୍ପାଦକୀୟ

ଏଇ ଭାରତରେ

ଆମତ୍ନିର୍ଭରଶୀଳ ମନ୍ତ୍ର ଯଦି ଶିଖିବାର ଅଛି ତେବେ ସବିରାଙ୍କ ଠାରୁ ଶିଖନ୍ତୁ। ଜଣେ ଗୃହିଣୀ ଭାବେ ଘରର ସବୁ କାର୍ଯ୍ୟ କରିବା ସହ ନିଜସ୍ବ ଉଦ୍ୟମ ଓ ନିଷ୍ଠା ବଳରେ ଅର୍ଚ୍ଚିଡ ଚାଷ କରି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର…

ପ୍ରାଣୀକଲ୍ୟାଣର ବାହାନା

ମାନେକା ଗାନ୍ଧୀ ମୁଁ ମେରିଟ କ୍ଲିଫଟନଙ୍କୁ ବହୁ ବର୍ଷ ହେବ ଜାଣିଛି। ସେ, ତାଙ୍କ ସ୍ତ୍ରୀ ବିଥ୍‌ ଓ ପୁଅ ଉଫ୍‌ ପ୍ରାଣୀମାନଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ। ସେମାନେ ଆନିମଲ୍‌ସ ୨୪-୭ ନାମକ ଏକ ଇ-ମାଗାଜିନ ଚଲାଉଛନ୍ତି, ଯାହାକୁ ସମସ୍ତେ ପଢ଼ିବା…

ରାଫାଲକୁ ନେଇ ଏତେ ଚର୍ଚ୍ଚା କାହିଁକି

ଷ୍ଟାଲିନ୍‌ ମିଶ୍ର ରାଫାଲ ଭାରତରେ ଏକ ବହୁଚର୍ଚ୍ଚିତ ନାମ। ଗତ କିଛିଦିନ ତଳେ ଭାରତ ୫ଟି ରାଫାଲ ବିମାନ ଫ୍ରାନ୍ସରୁ ଆମଦାନୀ କରିଛି। ଏହି ପ୍ରସଙ୍ଗରେ ଆମ ଦେଶର ଗଣମାଧ୍ୟମଗୁଡ଼ିକ ଯେପରି ପ୍ରଚାର ପ୍ରସାର କରିଚାଲିଛନ୍ତି ତଥା ସର୍ବଶକ୍ତିମାନ ହେବାର ମିଛ…

ଅଙ୍ଗଦାନ ମହାପୁଣ୍ୟ

ଡା. ଉମେଶ ଚନ୍ଦ୍ର ପାତ୍ର ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଗୋଟିଏ ବ୍ୟକ୍ତିର ଶରୀରରୁ ବହୁତ ରୋଗୀ ଉପକୃତ…

ଏଇ ଭାରତରେ

ଜଣେ ଚାକିରି ଛାଡ଼ି ଗୋଟିଏ ଗାଁର ୫୦୦ ପରିବାରକୁ ୩୦ ବର୍ଷ ପରେ କୃଷିକୁ ଫେରାଇ ଆଣିବା କିଛି କମ୍‌ କଥା ନୁହେଁ। ଏହି ବ୍ୟକ୍ତି ହେଉଛନ୍ତି ଗୋଆର ଇଲେକ୍ଟ୍ରିକାଲ ଇଞ୍ଜିନିୟର ନେଷ୍ଟର ରାଙ୍ଗଲ। ତାଙ୍କୁ ବର୍ତ୍ତମାନ ବୟସ ୫୨। ସେ…

ଏଇ ଭାରତରେ

ରାଜସ୍ଥାନର ଏକ ଦରଘା ସାମ୍ପ୍ରଦାୟିକ ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତା ଦେଇ ଆସୁଛି। ଝୁନ୍‌ଝୁନ ଜିଲା ନରହର ସହର ସ୍ଥିତ ବାବା ହାଜିବ ଶକରର୍ବର ଶାହାଙ୍କ ଦରଘାରେ ମୁସଲ୍‌ମାନମାନଙ୍କ ସହ ସବୁ ଧର୍ମର ଲୋକେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ କରନ୍ତି। ମୁସଲମାନମାନେ…

ବିଲୁପ୍ତିକୁ ନେଇ ଚିନ୍ତା

ଡା.ନିତ୍ୟାନନ୍ଦ ସ୍ବାଇଁ   ପୃଥିବୀ ପୃଷ୍ଠରୁ ବିଭିନ୍ନ ପ୍ରଜାତିର ପ୍ରାଣୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବାର ଖବର ଆମ ପାଇଁ ଆଉ ନୂଆ ନୁହେଁ। କାରଣ ବିଜ୍ଞାନ-ଗବେଷକମାନେ ଏ ସମ୍ପର୍କରେ ଆମକୁ ନିୟମିତ ଜଣେଇ ଆସୁଛନ୍ତି। କିନ୍ତୁ ସମ୍ପ୍ରତି ଯେଉଁ ପ୍ରଜାତିର ପ୍ରାଣୀମାନଙ୍କ…

କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ଏକ ସାମାଜିକ ସଙ୍କଟ

ଡ. ମନୋରଞ୍ଜନ ପ୍ରଧାନ   ମନେପଡ଼ୁଛି ପିଲାବେଳେ ଜେଜେମାଆଙ୍କ କୋଳରେ ବସି ଶୁଣିଥିବା ବ୍ରହ୍ମ ରାକ୍ଷସ କଥା। ଦିନେ ସକାଳୁ ସକାଳୁ ଗଁ। ମୁଣ୍ଡ ବିଶାଳ ବରଗଛର ଏକ ବିରାଟ ଶାଖା ମଡ଼ମଡ଼ ହୋଇ ଭାଙ୍ଗିପଡ଼ିଲା। ଶବ୍ଦ ଶୁଣି ଆମେ ଦୌଡ଼ିଲୁ।…

ବିପ୍ଳବୀ ପଦକ୍ଷେପ

ଶାହା ଫୈଜଲ ୧୦ ଅଗଷ୍ଟ ୨୦୨୦ରେ ରାଜନୈତିକ ଦଳ ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌)ର ଅଧ୍ୟକ୍ଷ ପଦ ତ୍ୟାଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୈଜଲ ହେଉଛନ୍ତି ପ୍ରଥମ କଶ୍ମୀରୀ ଯେ କି ୨୦୦୯ରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ…

ହିନ୍ଦୀ ଓ ହିନ୍ଦୁତ୍ୱ

ଗତ କିଛି ମାସର ବିରତି ପରେ ଏବେ ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ନୂତନ ଭାରତ’ରେ ପୁରୁଣା କଥା ଓ କାର୍ଯ୍ୟକଳାପର ଆବିର୍ଭାବ ହେବା ଭଳି ମନେ ହେଲାଣି। ମୋଦି ସରକାରଙ୍କ ପ୍ରଥମ ପାଳିର ଶାସନରେ ହିନ୍ଦୁତ୍ୱ ଚିନ୍ତାଧାରା ଲୋକମାନଙ୍କ ଉପରେ ଲଦି…

ବୃଦ୍ଧାବସ୍ଥା ଓ ସାର୍ବଜନୀନ ପେନ୍‌ସନ

ଇଂ. ଶକ୍ତି ପ୍ରସାଦ ଦାସ ଭାରତରେ ବୟସ୍କଙ୍କ ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ପ୍ରାୟତଃ ସ୍ବଳ୍ପ। ଏହି ପୃଷ୍ଠଭୂମିରେ ସେମାନଙ୍କ ଲାଗି ସାମାଜିକ ସୁରକ୍ଷାର ଗୁରୁତ୍ୱ ରହିଛିି। ବୟସ୍କଙ୍କ ପାଇଁ ଆୟ-ସୁରକ୍ଷା ସାଧାରଣ ପେନ୍‌ସନ ବ୍ୟବସ୍ଥାର ମୂଳଦୁଆ ଉପରେ ନିର୍ମାଣ କରାଯିବା ଆବଶ୍ୟକ…

ଖାପ୍‌ ପଞ୍ଚାୟତ ଓ ପୋଲିସ ସଂସ୍କାର

ଯୁଧିଷ୍ଠିର ମହାରଣା   ଜାତି , ଗୋଷ୍ଠୀ ବା ପରିବାରର ମାନସମ୍ମାନ ରକ୍ଷା ନଁାରେ ଅନେକ ଅପରାଧ ସଂଘଟିତ ହୋଇଥାଏ। ଏଥିପାଇଁ ଭାରତୀୟ ସମାଜରେ ପ୍ରଚଳିତ ଘୃଣ୍ୟ ଜାତିପ୍ରଥା ହୁଏତ ଅନେକାଂଶରେ ଦାୟୀ, କିନ୍ତୁ ଏହା ବାଦ୍‌ ଆହୁରି କେତେକ କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri