ଏଇ ଭାରତରେ
ଗାଁ ର ନାମ ମୁରଲୀପୁର। ଉତ୍ତରପ୍ରଦେଶ ଜାଉନପୁର ଜିଲାର ଏହି ଗାଁର ଝିଅମାନେ ପୁରୁଣା କଟକଣାକୁ ଭାଙ୍ଗି ଦେଇ ଏବେ ସେମାନେ କ୍ରିକେଟ ଖେଳିବାକୁ ବାହାରି ଆସିଛନ୍ତି। ଏହି ଗାଁରେ ରହିଛି ଅଜବ ପରମ୍ପରା। ଏଠାରେ ଝିଅକୁ ଖେଳିବାକୁ କି ପଢ଼ିବାକୁ…
କ୍ଷଣସ୍ଥାୟୀ ଖୁସି
ତିନିଦିନି ଧରି ଲଗାତର ଶେୟାର ବଜାର ଊର୍ଦ୍ଧ୍ୱଗାମୀ ହେବା ପରେ ବୁଧବାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ସରକାର ଓ ଶିଳ୍ପଜଗତ ଏଭଳି କିଛି ଗଠନମୂଳନ ପରିବର୍ତ୍ତନ କରିନାହାନ୍ତିି ଯେଉଁଥିପାଇଁ ଏହି ବୃଦ୍ଧିକୁ ଆମେ ଯୁକ୍ତିଯୁକ୍ତ ବୋଲି କହିପାରିବା। ବଜାରରେ ଉତ୍ସାହ ଆଣିବା…
ପ୍ରଦୂଷଣର ଭିନ୍ନ ଦିଗ
ମାନେକା ଗାନ୍ଧୀ ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦୂଷଣ ମାନକ ଆଧାରରେ ସମସ୍ତ ଶିଳ୍ପର ବର୍ଗୀକରଣ କରାଯାଇଛି। ମାଟି, ପାଣି, ପବନ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଶିଳ୍ପଗୁଡ଼ିକର କ’ଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରି ସେଗୁଡ଼ିକୁ…
ସୁଖ କେଉଁଠି ଥାଏ
ମୋହନ ଚରଣ ବିଷି ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି ! ଯେତେବଡ ଧନୀ ମାନୀର ଜୀବନରେ ଦୁଃଖ ଅଛି। ଏମିତି ଏକ ନାଁ ଧର…
ସକାରାତ୍ମକ ଚିନ୍ତାଧାରା ସମୟର ଆହ୍ବାନ
ଶରତ କୁମାର ଦାସ ବିଖ୍ୟାତ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ, ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ସମାଜରେ ବାସ କରେ। ସମାଜ ବିନା ଯେ ବଞ୍ଚେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ।’ ସୁତରାଂ ସାମାଜିକତା ମନୁଷ୍ୟର ଧର୍ମ।…
ଏଇ ଭାରତରେ
ପିଲାମାନେ ଦେଶର ଭବିଷ୍ୟତ। ସେମାନେ ସୁସ୍ଥ ଓ ନୀରୋଗ ରହିଲେ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ,ଏ କଥା ହୃଦୟଙ୍ଗମ କରିଛନ୍ତି ଦିଲ୍ଲୀ ନିବାସୀ ସିଙ୍ଗଲ୍ ମଦର ସରିତା କଶ୍ୟପ। ସେ ଅସହାୟ ପିଲାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ୧୯ ବର୍ଷ…
ଏଇ ଭାରତରେ
ଜମି ପାଖରେ ନ ରହିଲେ ବି ଚାଷ ସମ୍ଭବ ଏହା ପ୍ରମାଣ କରିଛନ୍ତି ହିିମାଚଳ ପ୍ରଦେଶର ତେଜସ୍ବୀ ଡୋଗ୍ରା । ସେ ଘରଠାରୁ ୧୦୦ କି.ମି. ଦୂରରେ ରହି ରିମୋଟ୍ ଫାର୍ମିଂ ପଦ୍ଧତିରେ ଆପଲ ଚାଷ କରୁଛନ୍ତି। ପେସାରେ ସେ ଜଣେ…
ଭିକ୍ଷା, ଭିକ୍ଷୁକ ଓ ଦାନ
ଡ. ସତ୍ୟନାରାୟଣ ମିଶ୍ର ଇତିହାସ ଲେଖା ଅୟମାରମ୍ଭର ବହୁ ପୂର୍ବରୁ ମାନବ ସମାଜରେ ଭିକ୍ଷାର ପ୍ରଚଳନ ହୋଇଆସୁଅଛି। ଭିକ୍ଷା ହେଉଛି ଏକ ନିଷ୍ଠୁର ଓ ଚରମ ପନ୍ଥା, ଯାହା ସମାଜରେ ଏକ ଭିନ୍ନ ଶ୍ରେଣୀର ପରିଚୟ ଦେଇଥାଏ। ଭିକ୍ଷା ହେଉଛି…
ଆମ ତଥ୍ୟ ଆମ ସମ୍ପତ୍ତି
ଡ. ନରେନ୍ଦ୍ର ସେଠୀ ନିକଟରେ ତଥ୍ୟ ଚୋରି ଅଭିଯୋଗରେ ପିଲାମାନଙ୍କ ଦ୍ୱାରା ଅତି ଲୋକପ୍ରିୟ ତିନୋଟି ଗେମିଙ୍ଗ ଆପକୁ ଗୁଗଲ ପ୍ଲେଷ୍ଟୋରରୁ ବାହାର କରି ଦିଆଯାଇଛି । ଏହି ତିନୋଟି ଆପ ପ୍ରାୟ ଦୁଇ କୋଟି ପିଲାଙ୍କ ମୋବାଇଲରେ ଥିଲା…
ଉତ୍ପାତ ହୁଅନାହିଁ
ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନକୁ ୯ ନଭେମ୍ବରରେ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ଵୟ ନାଏକ ଓ ତାଙ୍କ ମା’ଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଓ ଅନ୍ୟ ଦୁଇ ଜଣଙ୍କୁ…
ଅନ୍ତରଙ୍ଗ
ସୌମ୍ୟା ପରିଡ଼ା ବୋଉ ବାପା ଉଭୟ ଅବସରପ୍ରାପ୍ତ ସରକାରୀ ଚାକିରିଆ। ତିନି-ଚାରି ବର୍ଷ ହେବ କ୍ୟାନ୍ସର୍ରେ ବାପା ଚାଲିଗଲା ପରେ ହଠାତ୍ ଦିନେ ମୁଁ ବୋଉକୁ ପଚାରିବସିଲି। ବୋଉ, ତୋର ଆଉ ବାପାଙ୍କର କ’ଣ କେବେ ବି ଝଗଡ଼ା ହୁଏନି। ଏତେ…
ଶୂନରୁ ଆରମ୍ଭ ହେଉ
ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୦ରେ ୪ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ, ବିମୁଦ୍ରୀକରଣ କଳାଧନ ରୋକିବାରେ ସହାୟକ ହୋଇଛି। ଏହାଦ୍ୱାରା ଟିକସ ଅନୁପାଳନ ବଢ଼ିବା ସହ ଅର୍ଥ ବ୍ୟବସ୍ଥା ଅଧିକ ପାରଦର୍ଶୀ ହୋଇପାରିଛି…
Archives


