ସମ୍ପାଦକୀୟ

ଏଇ ଭାରତରେ

କିଛି ହରାଇବା ପରେ ଖୁବ୍‌ କମ ଲୋକ ତା’ର ଗୁରୁତ୍ୱ ଉପଲବ୍ଧି କରିଥାନ୍ତି ଯାହା କରୁଛନ୍ତି କେରଳର ଏର୍ନାକୁଲମ ଜିଲାର ରାଜକୁମାର ଏମ୍‌। ସେ ୨୮ ବର୍ଷ ପୂର୍ବେ ଦୃଷ୍ଟି ହରାଇ ଏବେ ଆଇ ଡୋନର ଯୋଗାଡ କରିବାରେ ଲାଗିଛନ୍ତି। ୧୦…

ଉଡ଼ାଣ ପୁଣି ବନ୍ଦ

ଆକାର ପଟେଲ ଚଳିତ ସପ୍ତାହରେ ହଂକଂ ଏୟାର ଇଣ୍ଡିଆ ଉଡାଣକୁ ପୁଣି ବନ୍ଦ କରିଛି। ସେଠାରେ ଓହ୍ଲାଇଥିବା ଭାରତୀୟମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ମିଳିବା ପରେ ହଂକଂ ଏହି ନିଷ୍ପତ୍ତି ନେଇଛି। ଅଗଷ୍ଟରୁ ଏଯାବତ ୫ମ ଥର ଲାଗି ଏଭଳି ଘଟଣା ଦେଖିବାକୁ…

ଅସାମାନ୍ୟଙ୍କ ସମ୍ପର୍କରେ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସାମାନ୍ୟଙ୍କ ଦୁନିଆରେ ଏମାନେ ଅସାମାନ୍ୟ। ସାଧାରଣଙ୍କ ଭିଡ଼ ଭିତରେ ଏମାନେ ଅସାଧାରଣ। ଏ ସମାଜରେ ସଚରାଚର ଆତଯାତ ହେଉଥିବା ମଣିଷଙ୍କ ପରି ନୁହନ୍ତି ଏମାନେ। ଏମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ଥାଏ। ଜୈବିକ ବିଚାରରେ…

ଶୁଗି ସ୍ରଷ୍ଟା

ସ୍ରଷ୍ଟା ଅହରହ ସୃଷ୍ଟିଟିଏ ଲାଗି ଲଢ଼ୁଥାଏ। ଲେଖକ ହୋଇଥିଲେ ଚରିତ୍ର, ସ୍ଥିତି ଓ ଶବ୍ଦଗୁଡ଼ିକ ତା’ ମୁଣ୍ଡରେ ଲହରି ପିଟୁଥାଆନ୍ତି। କିନ୍ତୁ ସେ ତା’ ଇପ୍ସିତ ଲକ୍ଷ୍ୟ ସକାଶେ ଯେଉଁଗୁଡ଼ିକ ଉପଯୁକ୍ତ ଭାବେ ତାହାକୁ ବାଛେ। ସେହି ବାଛିବା ଭିତରେ ସେ…

ଏଇ ଭାରତରେ

ଦୁଇ ସନ୍ତାନର ମା’ ନିଜର ପ୍ରଚେଷ୍ଟାରେ ୫୦ରୁ ଊର୍ଦ୍ଧ୍ୱ ଦୁର୍ଗମ ଗାଁକୁ ଆଲୋକିତ କରିବା କିଛି କମ୍‌ କଥା ନୁହେଁ। ଲଦାଖର ମରଖା ଭ୍ୟାଲି ଅନ୍ତର୍ଗତ ସମୁଡା ଚେନ୍‌ମୋ ଗାଁର ଗୁରୁମିତ ଅଙ୍ଗମୋଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଗୁରୁମିତ ମାତ୍ର…

ଗଡ଼କରୀ କାହିଁକି ରାଗିଛନ୍ତି

ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ମୁଖ୍ୟାଳୟ ନିର୍ମାଣରେ ବିଳମ୍ବ ହୋଇଥିବା ଯୋଗୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ଏନ୍‌ଏଚ୍‌ଏଆଇ ଅଧିକାରୀମାନଙ୍କୁ କଟୁ ଭର୍ତ୍ସନା କରିଛନ୍ତି। ତାଙ୍କ ଚିରାଚରିତ ଢଙ୍ଗରେ ହସି ହସି ସେ ଏଭଳି…

ବଞ୍ଚିବା ମୋର ଅଧିକାର

ମୀରା ବେଉରା ଯଦି କୁକୁରଟିଏ ମଣିଷକୁ କାମୁଡ଼େ, ତେବେ କିଛିଦିନ ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ବିଷଧର ସର୍ପଟିଏ ବା ବିଛାଟିଏ ମଣିଷକୁ ଦଂଶନ କରେ ତେବେ ତିନିଚାରିଦିନ ଚିକିତ୍ସା ପରେ ସେ ଆରୋଗ୍ୟ ହୋଇଥାଏ। କିନ୍ତୁ ଯଦି…

ଆର୍ଥତ୍କ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ପ୍ରତ୍ୟେକ ସଂଗଠନ ଓ ସମ୍ପ୍ରଦାୟ ପକ୍ଷରୁ…

ଏଇ ଭାରତରେ

ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ କୃଷି ଓ କୃଷକଙ୍କ ବିକାଶ ଚିନ୍ତା କରୁଛନ୍ତି। ସୁର୍ଯ୍ୟପେଟ ଜିଲାର ଏହି ବାଳକ ୧୭…

ଓଡ଼ିଶା ଓ ତାରକସୀ ଶିଳ୍ପ

ରମେଶ ଚନ୍ଦ୍ର ସାହୁ ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନଯାପନ କରନ୍ତି। ଓଡ଼ିଶାରେ ଏ ଅବସ୍ଥା ଆହୁରି ଦୟନୀୟ। ଏଠାରେ ମୁଣ୍ଡପିଛା…

କୂଅର ଜଳ

ଅଞ୍ଜନ ଚାନ୍ଦ ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ। ନିଜ ଦୁଇ ପୁଅଙ୍କୁ ପାଖକୁ ଡାକି କୂଅ ଦୁଇଟିକୁ ବାଣ୍ଟି ଦେଲେ। କହିଲେ, ମୁଁ…

ଏଇ ଭାରତରେ

ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଉପରେ ଯେଉଁ କେତେଜଣ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ଆଇଏଏସ୍‌ ଅଧିକାରୀ ସନ୍ଦିପ ନନ୍ଦୁରି। ସେ ୩୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ନେଇ କୋଭିପଟ୍ଟିରେ ଭାରତର ସର୍ବ ପ୍ରଥମ ମିଲ୍କ କୋଅପରେଟିଭ ସୋସାଇଟି ଗଠନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri