ସମ୍ପାଦକୀୟ

ଜୀବନ ଜିଇବାର କଳା

ପ୍ରକାଶ ତ୍ରିପାଠୀ ନାମ ଅସଲମ୍‌ ମଲ୍ଲିକ। ବୟସ ତିରିଶ ପାଖାପାଖି। ଘର କୋଲକାତା (ପଶ୍ଚିମବଙ୍ଗ)। ପେସା କାର୍ପେଣ୍ଟିଙ୍ଗ ଅର୍ଥାତ୍‌ ଇଣ୍ଟେରିୟର ଡିଜାଇନିଂ। ଅସଲମ୍‌ ସହ ମୋ ସମ୍ପର୍କ ମାତ୍ର ପନ୍ଦର ଦିନର। ଗତ ମାସରେ ଘରର କିଛି ଇଣ୍ଟେରିୟର କାମ ହେଉଥିଲା…

ବାତ୍ୟାପ୍ରବଣ ମାସ ଅକ୍ଟୋବର

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିଲା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି ହୁଏ। ଦେଶର ପୂର୍ବ ଉପକୂଳରେ ୧୨ଟି ଜିଲା ବାତ୍ୟାପ୍ରବଣ ହୋଇଥିଲା ବେଳେ ସେଥିରେ ଅଛି…

ଏଇ ଭାରତରେ

ହିନ୍ଦୁଧର୍ମରେ ବୈଦିକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବାହାଘର କରାଯାଉଥିବାବେଳେ ରାଜସ୍ଥାନରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହୋଇଛନ୍ତି ବର-କନ୍ୟା। ଏମିତି ନିଆରା ବାହାଘର ଖର୍ଚ୍ଚ କମ୍‌ କରିବା ସହ ଲୋକଙ୍କ ପାଖରେ ଏକ ସାମାଜିକ ବାର୍ତ୍ତା ପହଞ୍ଚାଇଛି। ଉକ୍ତ ବାହାଘର…

କବକ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କବକ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ କ୍ୟାଣ୍ଡିଡା ଏରିସ୍‌ ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା। ଏହାପରେ ଏବେ ସାରା ବିଶ୍ୱରେ ଏହା ବ୍ୟାପିଲାଣିି। ମୁଖ୍ୟତଃ ହସ୍ପିଟାଲ୍‌ଗୁଡିକରେ ଏହାର ପ୍ରଭାବ ବେଶି ପରିଲକ୍ଷିତ ହେଉଛି। ଏହା ଏକ ପ୍ରକାର…

ବିଶେଷଜ୍ଞ ଆମଦାନି

ଡ. ସୁବାସ ଚନ୍ଦ୍ର ପାତ୍ର କିଛି ବର୍ଷ ତଳେ ସଚିବାଳୟସ୍ଥ (ଏବର ଲୋକସେବା ଭବନ) ସାଧାରଣ ପ୍ରଶାସନ ବିଭାଗକୁ କୌଣସି ଏକ କାମରେ ଯାଇଥିଲି। ବିଭାଗକୁ ପ୍ରବେଶ ଅଳିନ୍ଦର କାନ୍ଥରେ କଳା ଲାମିନେଟ୍‌ ଉପରେ ପିତ୍ତଳ ଅକ୍ଷରରେ ଲେଖାଥିଲା, ‘ଚୁପ୍‌! ମହାଜ୍ଞାନୀ…

ଉଠରେ ପୁତ ଉଠ

ଶକୁନ୍ତଳା ପଣ୍ଡା ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ, ଯଥା-ଗ୍ରୀଷ୍ମ, ବର୍ଷା ଓ ଶୀତ। ଶରତ, ହେମନ୍ତ ଓ ବସନ୍ତ ଯାହା ପାଠ୍ୟକ୍ରମରେ ପଢ଼ା…

ଏଇ ଭାରତରେ

ହ୍ବିଲ୍‌ ଚେୟାରର ସାହାରା ନେଇଥିବା ଜଣେ ମହିଳା ହଜାର ହଜାର ଦିବ୍ୟାଙ୍ଗଙ୍କୁ ନିଜ ଗୋଡ଼ରେ ଠିଆ କରାଉଥିବା ଭଳି ପ୍ରେରଣାଦାୟକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ। ମହିଳାଙ୍କ ନାମ ନସୀମା ମହମ୍ମଦ ଅସୀନ ହୁଜୁର୍କ। ବୟସ ୬୯। କୋହ୍ଲାପୁର ସହର ନିବାସୀ…

ସମ୍ପାଦକୀୟ/ସ୍ଥିରତା ଲୋଡ଼ା

ନିକଟରେ ଦେଶର ୨୦୦ରୁ ଊର୍ଦ୍ଧ୍ୱ ଜିଲାରେ ବ୍ୟାଙ୍କ ପକ୍ଷରୁ ଋଣମେଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୧୪ ଅକ୍ଟୋବରରେ ତଥ୍ୟ ଦେଇଛନ୍ତି ଯେ, ଏହି ମାସର ପ୍ରାରମ୍ଭରେ ଅନୁଷ୍ଠିତ ମେଳାରେ ପ୍ରଥମ ପର୍ଯ୍ୟାୟରେ ୮୭, ୭୮୧ କୋଟି ଟଙ୍କା…

ମହିଳାଙ୍କ ଭରସା ନବୀନ

ମାନସ ରଞ୍ଜନ ମଙ୍ଗରାଜ ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା ହେଲା ସେତେବେଳେ ଅନେକେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। କାରଣ ପ୍ରମିଳା ଥିଲେ…

ସ୍କୁଲ ଅପମିଶ୍ରଣ ଓ ଆତଙ୍କିତ ଶିକ୍ଷକ

ଅଞ୍ଜନ ଚାନ୍ଦ କିଛିଦିନ ତଳେ ଏଠାରେ ଗୋଟିଏ ଦୁଃଖଦ ଘଟଣା ଘଟିଲା। ଦୁଇଜଣ ସ୍କୁଲ ପିଲା ମଧ୍ୟାହ୍ନଭୋଜନ ବିରତି ବେଳେ ସ୍କୁଲ ପାଖ କେନାଲରେ ଖସିପଡ଼ିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନିଆଗଲା। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ…

ଏଇ ଭାରତରେ

ଅଦିନିଆ ବର୍ଷାରୁ ଫସଲକୁ ରକ୍ଷା କରିବା ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ଚାଷୀମାନେ ଅଜବ ପରମ୍ପରା ପାଳନ କରନ୍ତି। ବର୍ଷା ବନ୍ଦ କରିବାକୁ ସେମାନେ ‘ଅଲାଦ୍ରା ଭୋ’ ନାମକ ପର୍ବ ପାଳନ କରିଥାନ୍ତି। ଏହିଦିନ ଗାଁର କୌଣସି ଲୋକ ରୋଷେଇ କରନ୍ତିନି,…

ସମ୍ପାଦକୀୟ/ କମୁଛି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ୧୪ ଅକ୍ଟୋବର ୨୦୧୯ରେ ଅତ୍ୟନ୍ତ ନିମ୍ନସ୍ତରକୁ ଚାଲିଯାଇଛି। ପଞ୍ଜାବ ଓ ହରିୟାଣାରେ ଖେତରେ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ସମଗ୍ର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?