ସମ୍ପାଦକୀୟ

ଚିତା ଆସିଲା, ସବୁ ଦୁଃଖ ହଟିଲା

ଡ. ସନ୍ତୋଷ କୁମାର ମହାପାତ୍ର ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ଛାଡ଼ିଛନ୍ତି। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ୍‌…

ବରିଷ୍ଠଙ୍କ ସୁରକ୍ଷା ସଭିଙ୍କ ଦାୟିତ୍ୱ

ଭାରତୀ ଚକ୍ର ୨୦୧୧ ଜନଗଣନା ଅନୁସାରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆମ ଜନସଂଖ୍ୟାର ପାଖାପାଖି ୧୦ ଭାଗ। ସେହିଭଳି ଓଡ଼ିଶା ଜନସଂଖ୍ୟାର ପାଖାପାଖି ୧୦ ଭାଗ ହେଉଛନ୍ତି ବରିଷ୍ଠ ନାଗରିକ। ଜନସଂଖ୍ୟାର ଏହି ଅଂଶଟି ଅନେକାଂଶରେ ଅଶୁଣା, ଅଦେଖା ତଥା…

ୟୁପିଏସ୍‌ସି ନାରାଜ

ଉତ୍ତରପ୍ରଦେଶ (ୟୁପି)ରେ ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଅଶାନ୍ତି ବଢୁଛି। ମାସକ ଭିତରେ ରାଜ୍ୟରେ ଅତି କମ୍‌ରେ ୫ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସେବାରୁ ସ୍ବେଚ୍ଛାକୃତ ଅବସର ଚାହିଁଛନ୍ତି। ଏହା ସମ୍ଭବତଃ ଭାଜପା ସରକାର ଏବଂ ସିଭିଲ ସର୍ଭିସ ମଧ୍ୟରେ ଏବକାର…

ଏଇ ଭାରତରେ

ଅନେକ ସମୟରେ ଲୋକେ କହନ୍ତି ନିଜ କାମ କରିବାକୁ ତ ସମୟ ନାହିଁ, ଅନ୍ୟମାନଙ୍କ କଥା ବୁଝିବି କ’ଣ? ଏଭଳି ଲୋକେ ତ ପ୍ରାଣୀଙ୍କ କଥା ଚିନ୍ତା କରିବା ସ୍ବପ୍ନ। ହେଲେ ମଣିଷଙ୍କ ଭିତରେ ଏମିତି ବି ଅଛନ୍ତି ଯିଏ ନିଜ…

ବିଶ୍ବ ଅନୁବାଦ ଦିବସ ଓ ଆମ ସ୍ଥିତ

ହରେକୃଷ୍ଣ ଦାସ ପୃଥିବୀର ବିଭିନ୍ନ ଦେଶକୁ ପରସ୍ପରର ବୌଦ୍ଧିକ ଓ ସାଂସ୍କୃତିକ ବିଭବ ସହ ଭାଷା ମାଧ୍ୟମରେ ଯୋଡ଼ିବାର ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରିବାର ପରିକଳ୍ପନା କରାଯାଇଥିଲା। ଦେଶ ଦେଶ ମଧ୍ୟରେ ଶାନ୍ତି ଓ ସଦ୍ଭାବନା ସ୍ଥାପନ…

ନିର୍ବାଚନକୁ ଅସ୍ବୀକାର

ଜାନ୍‌ ଓ୍ବେର୍ନର ମୁଲେର୍‌ ଆସନ୍ତା ମାସରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଜୟେର ବୋଲ୍‌ସୋନାରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଥ ଆପଣାଇବାକୁ ପ୍ରସ୍ତୁତ ହେଉଛନ୍ତି। ଟ୍ରମ୍ପ୍‌ଙ୍କ ‘ବିଗ୍‌ ଲାଏ’, ଯାହା ଭୋଟିଂକୁ ଅବୈଧ ଓ…

ପାର୍ବଣରେ ପ୍ରଦୂଷଣ

ଡ. ବିଜୟଲକ୍ଷ୍ମୀ ଭୂୟଁା ଯାହା ଆମକୁ ଚାରିପଟୁ ଘେରିରହିଛି ତାହା ହିଁ ପରିବେଶ। ଏହି ପରିବେଶକୁ ଅତ୍ୟଧିକ ପରିତ୍ୟକ୍ତ ଓ ଦୂଷିତ ପଦାର୍ଥ ପରିତ୍ୟାଗ କରିବାକୁ ପ୍ରଦୂଷଣ କୁହାଯାଏ। ଶିଳ୍ପାୟନ, ପରିବହନ ବ୍ୟବସ୍ଥା, ମଇଳା ଆବର୍ଜନା ଇତ୍ୟାଦି ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ…

ରୁଷିଆ, ଇରାନ ଓ ଏକଚ୍ଛତ୍ରବାଦ

ବେଳେବେଳେ ନ୍ୟୁଜ୍‌ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ବହୁବାର ପୁନରାବୃତ୍ତି କରାଯାଏ। ଉକ୍ତ ଘଟଣାର ପ୍ରଚ୍ଛଦରେ କ’ଣ ଥାଇପାରେ ସେ ସମ୍ପର୍କରେ ଏହା ଏକ ରହସ୍ୟମୟ ସଙ୍କେତ ପ୍ରଦାନ କରିଥାଏ। ଚଳିତ ମାସରେ ଏଭଳି ସଙ୍କେତ ମିଳିଛି। ନ୍ୟୁଜ୍‌ରେ ପ୍ରକାଶ ପାଇଥିବା…

ହାର୍‌ ମାନିବା ନାହିଁ

ନିରନ୍ତର ସାଧନା ଓ ପ୍ରଚେଷ୍ଟା ପରେ ମଧ୍ୟ ବେଳେବେଳେ କାର୍ଯ୍ୟରେ ସଫଳତା ମିଳି ନ ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତି ନିରାଶ ହୋଇ ଚେଷ୍ଟା ଛାଡ଼ିଦିଏ କିମ୍ବା ହାର୍‌ ମାନିଯାଏ। କାର୍ଯ୍ୟଟିକୁ ଅସମ୍ଭବ ମନେକରି ପଛଘୁଞ୍ଚା ଦିଏ ଅଥବା ଭାଗ୍ୟରେ ନାହିଁ…

ଶିକ୍ଷା କାଲିର ଓ ଆଜିର

‘କାଖରେ ପୋଥି ଯାକି ଚାଲଇ ଚାଟ-ଦିଶଇ କିସୁନ୍ଦର ଗ୍ରାମର ବାଟ’ ଶିଶୁ ସାହିତି୍ୟକଙ୍କର ଏ କବିତାଂଶଟି ମଧ୍ୟରେ ଶିଶୁମାନଙ୍କର ବିଦ୍ୟାଳୟ ଗମନର ଅଭିନବ ପରିପାଟୀ ପରିସ୍ଫୁଟ। ବହିଖାତା ଭର୍ତ୍ତି ବସ୍ତାନି ଧରି ଖରା, ବର୍ଷା ଓ ଶୀତକାକରକୁ ଭ୍ରୂକ୍ଷେପ ନ କରି…

ଏଇ ଭାରତରେ

ସୋଲାର ବା ସୌରଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବାରେ ଚେତନ ସୋଲାଙ୍କିଙ୍କ ପ୍ରୟାସ ପ୍ରଶଂସନୀୟ। ବରଓ୍ବାନୀ ନିବାସୀ ସୋଲାଙ୍କି ଆଇଆଇଟି ମୁମ୍ବାଇର ଜଣେ ପ୍ରଫେସର । ସେ ଲୋକମାନଙ୍କ ମଧ୍ୟରେ ସୌରଶକ୍ତିର ଗ୍ରହଣୀୟତା ବଢ଼ାଇବା ପାଇଁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ…

ମୂଲ୍ୟସ୍ଫୀତିର ଆଘାତ ଅସହ୍ୟ

କିଶୋର ଜେନା   କରୋନାର ଧକ୍କା ସମ୍ଭାଳି ଉଠୁ ଉଠୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସାରା ବିଶ୍ୱକୁ ଏକ ନୂଆ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏଭଳି ଅବସ୍ଥାରେ ଦେଶରେ ଆଲୋଚ୍ୟ ବିଷୟ ହେଉଛି ଦ୍ରବ୍ୟ ମୂଲ୍ୟର ଊର୍ଦ୍ଧ୍ୱଗତି କିମ୍ବା ମୂଲ୍ୟସ୍ଫୀତି ବା ମୁଦ୍ରାସ୍ଫୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?