ସମ୍ପାଦକୀୟ

ଅମୃତକାଳର ଜାତିବାଦ ବିଷ

ଗତ ଅଗଷ୍ଟ ପନ୍ଦର ଦିନ ଯେତେବେଳେ ସାରା ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ଅମୃତକାଳ ପାଳନ କରୁଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ନିଜର ଭାଷଣ ଜରିଆରେ ଅମୃତକାଳର ଉଦ୍‌ଘୋଷ କରୁଥିଲେ, ତାର ଠିକ୍‌ କିଛି ଘଣ୍ଟା…

ଯାନବାହନର ଯନ୍ତ୍ରଣା

ପ୍ରତ୍ୟେକ ମୋଟରଯାନ ଯାହା ଦୁଇ, ତିନି, ଚାରି ବା ଅଧିକ ସଂଖ୍ୟକ ଚକବିଶିଷ୍ଟ ହୋଇଥାଉନା କାହିଁକି ତା’ର ଗୋଟିଏ ଚେସିସ୍‌ ନମ୍ବର ଥାଏ। ପୁନଶ୍ଚ ଗୋଟିଏ ଇଞ୍ଜିନ ନମ୍ବର ମଧ୍ୟ ଥାଏ। ଚେସିସ୍‌ ନମ୍ବରଟି ୧୭ ଅଙ୍କବିଶିଷ୍ଟ (ବର୍ଣ୍ଣମାଳା ସହ) ହୋଇଥିବା…

ଏଇ ଭାରତରେ

ଦୁନିଆରେ ଅନେକ ଦୃଷ୍ଟି ବାଧିତ କିଛି ନିଆରା କାର୍ଯ୍ୟକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବାବେଳେ ଆନ୍ଧ୍ରପ୍ରଦେଶର ବୋଡୁ ନାଗ ଲକ୍ଷ୍ମୀ ବି ପଛରେ ନାହାନ୍ତି। ଲକ୍ଷ୍ମୀଙ୍କ ବୟସ ୩୦। ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ମାତ୍ର ୫% ରହିଛି। ସେହି…

ଖାତିର ନାହିଁ

ମୁଁ ୫ ଜଣଙ୍କୁ ହତ୍ୟା କରିଛି। ଦାବି କରିଛନ୍ତି ରାଜସ୍ଥାନ ଅଲଓ୍ବରର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା। ଏହାସତ୍ତ୍ୱେ ମଧ୍ୟ ଆଜି ସିଏ ଜଣେ ସ୍ବାଧୀନ ନାଗରିକ ଭାବେ ବୁଲି ପାରୁଛନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କ ଦ୍ୱାରା ମରାଯାଇଥିବା ୫…

ଭୟ ଦେଖାଇ ବିରୋଧୀ ଦମନ

ବୟକଟ୍‌ ‘ଲାଲ୍‌ ସିଂହ ଚଢା’। ସଦ୍ୟ ଟୁଇଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଥିବା ଏହା ଏକ କ୍ୟାମ୍ପେନ୍‌। ଏହାର ଉଦ୍ଦେଶ୍ୟ ଥିଲା ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ଲାଲ୍‌ ସିଂହ ଚଢାକୁ ଯେପରି ଲୋକମାନେ…

ମାଟିର ମାହାତ୍ମ୍ୟ

ପାଣ୍ଡବମାନେ କୁନ୍ତୀଙ୍କ ସହ ବୁଲୁବୁଲୁ ପହଞ୍ଚିଲେ ଗୋଟିଏ ଜଙ୍ଗଲରେ। ସେମାନେ ସେଠାରେ ବିଶ୍ରାମ ନେଲେ। ପରଦିନ ସକାଳେ ମା’ ପୁଅମାନଙ୍କୁ ପାଖକୁ ଡାକି କହିଲେ,‘ପୁଅ, ମୁଁ ଭାବୁଚି ଆଉ ଥରେ ବିବାହ କରିବି… ମୋ ପାଇଁ ଉପଯୁକ୍ତ ପାତ୍ରଟିଏ ଦେଖ।’ ମା’ଙ୍କ…

ଏଇ ଭାରତରେ

ସୁରଟ ମାଣ୍ଡ୍ବି ଜିଲାର ଏକ ଛୋଟ ଗାଁ ଦଡ଼ବାଡାରୁ ଆରମ୍ଭକରି ଅହମ୍ମଦାବାଦ ସ୍ଥିତ ଗୁଜରାଟ ବିଦ୍ୟାପୀଠରେ ପଢ଼ିବା ଯାଏ ଅଶୋକ ଚୌଧୁରୀଙ୍କ ଜୀବନଯାତ୍ରା ସମସ୍ୟାରେ ଭରି ରହିଥିଲା। ଅର୍ଥାଭାବ ଓ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବା କାରଣରୁ ଅଧିକ ପଢ଼ିପାରି ନ…

ଏଇ ଭାରତରେ

ଉତ୍ତର ପ୍ରଦେଶ ମୁଜାଫରନଗରର ସାମାଜିକ କର୍ମୀ ଶାଲୁ ସୋନି ୧୫ ବର୍ଷ ହେଲା ନିଜ ଜୀବନର ସମସ୍ୟାକୁ ଭୁଲି ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। କରୋନା ସମୟରେ ଅଚିହ୍ନା ମୃତଦେହ ଦାହ କରିବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ…

ଘର କରିବୁ କେବେ

ଡ.ସତ୍ୟ ନାରାୟଣ ମିଶ୍ର   ପ୍ରତ୍ୟେକ ମଣିଷ ଆଶା କରିଥାଏ ଜୀବନର ସାଂସାରିକ ପୂର୍ଣ୍ଣାଙ୍ଗ ପ୍ରାପ୍ତି, ଯାହା ନିର୍ଭର କରିଥାଏ ଆବଶ୍ୟକତାକୁ ସମ୍ମୁଖୀନ ହେବା ପାଇଁ ରୋଜଗାର, ପରିବାର ଲାଗି ବିବାହ ଓ ବାସ ନିମନ୍ତେ ଘର। ତେବେ ରୋଜଗାର ଓ…

ବନ୍ୟା, ମହାନଦୀ ଓ ହୀରାକୁଦ ବନ୍ଧ

ଡ.ପ୍ରଫୁଲ୍ଲ କୁମାର ସାହୁ   ଓଡ଼ିଶା ଏକ ନଦୀବହୁଳ ରାଜ୍ୟ ହୋଇଥିବାରୁ ବନ୍ୟା ସମସ୍ୟା ତା’ର ଚିର ସହଚର। ଦିନ ଥିଲା ବନ୍ୟା ବିତ୍ପାତ ଯୋଗୁ ଅଣ୍ଟାସଳଖି ଠିଆହୋଇ ପାରୁ ନ ଥିଲା ରାଜ୍ୟ। ବିଶେଷକରି ବଡ଼ ନଦୀ ଭାବରେ ପରିଚିତ…

ଗୋଟେ ପାଇଲେ ଗୋଟେ ଖସିଲା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୧୩ ଜଣଙ୍କ ବିରୋଧରେ ୨୧ ଅଗଷ୍ଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର’ ଜାରି କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ନେଇ ସିବିଆଇ ପକ୍ଷରୁ ଇତିମଧ୍ୟରେ…

ଏଇ ଭାରତରେ

କେରଳର ଦମ୍ପତି ଶିବ ସ୍ବାମୀ ଓ ମହାଲକ୍ଷ୍ମୀ ଅସହାୟ ପିଲାମାନଙ୍କ ଶିକ୍ଷା ପାଇଁ ସବୁକିଛି ସମର୍ପଣ କରିଦେଇଛନ୍ତି। କୋଏମ୍ବାଟୁରର ପଚପଳୟମ୍‌ରେ ରହୁଥିବା ଏହି ଦମ୍ପତି ‘କଲଭି ଥୁନାଇ’ ସଂସ୍ଥା ଗଢ଼ି ଏବେ ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ୱ ଅସହାୟ ପିଲାଙ୍କୁ ମାଗଣାରେ ଶିକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri