ହିଂସା ଓ ପ୍ରତିହିଂସା
ଅଧ୍ୟାପକ ଗୋପବନ୍ଧୁ ହିଂସାରୁ ଜାତ ପ୍ରତିହିଂସା। ପ୍ରତିହିଂସା ହେଉଛି ହିଂସାର ପ୍ରତିକ୍ରିୟା। ଘୃଣା, ବିଦ୍ୱେଷ ଓ ଅସହିଷ୍ଣୁତାରୁ ହିଂସାଭାବ ଜାତ ହୁଏ। ପୁଣି ହିଂସାରୁ ପ୍ରତିହିଂସା ଜାତହୁଏ ଏବଂ ଏ ପ୍ରକ୍ରିୟା ଆଗକୁ ବଢ଼ିଚାଲେ। ଏହା ହଠାତ୍ ସମାପ୍ତ ହୁଏ…
କିଏ ବଡ଼
ଡ. ସୁବାସ ଚନ୍ଦ୍ର ପାତ୍ର ସାମାଜିକ କଥୋପକଥନରେ ବଡ଼ ସାନର କ୍ରମ ବିଷୟରେ ଆମକୁ କିଛି କଥା କୁହାଯାଇଥାଏ। ଯେମିତି ଡାକ୍ତର ଦ୍ୱିତୀୟ ଭଗବାନ୍, ଗୁରୁ ସାକ୍ଷାତ ଈଶ୍ୱର, କବି ତ୍ରିକାଳଦ୍ରଷ୍ଟା ଇତ୍ୟାଦି। ଡାକ୍ତର ଓ ଶିକ୍ଷକ କ୍ଷେତ୍ରରେ ଉଭୟ…
ଶିକ୍ଷାରେ ନୂତନତା
ଭାରତରେ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ବିଶେଷକରି ପାରମ୍ପରିକ ଚାକିରି ଅସଂଖ୍ୟ ଯୁବପିଢ଼ିଙ୍କ ଚାହିଦା ପୂରଣ କରିପାରୁ ନ ଥିବାରୁ ନୂଆ ଧରଣର ନିଯୁକ୍ତି ଲାଗି ପରିସର ବ୍ୟାପକ ହେଉଛି। ଏଭଳି ସନ୍ଦିକ୍ଷଣରେ ଦେଶର କେତେକ ଘରୋଇ ବିଶ୍ୱବିଦ୍ୟାଳୟ ସମୟ ଉପଯୋଗୀ…
ଏଇ ଭାରତରେ
ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜାବଜାରର ସାବନପୁରାରେ ଏକ ମୁସଲମାନ ପରିବାର ମାନବିକତାର ପରିଚୟ ଦେବା ସହ ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛି। ପରିବାରର ସଦସ୍ୟମାନେ ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ…
ସେଲିବ୍ରେସନ
ହରେକୃଷ୍ଣ ଦାସ ଆମ ସାମାଜିକ, ସାଂସ୍କୃତିକ ଜୀବନରେ ପାଳନ କରାଯାଉଥିବା ବିଭିନ୍ନ ଉତ୍ସବକୁ କଡ଼ା ଟକ୍କର ଦେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଭବଟି ଆମକୁ ଧୀରେ ଧୀରେ ଆଚ୍ଛାଦିତ କଲା, ତାହା ହେଉଛି ବିଭିନ୍ନ ‘ଡେ’ ର ସେଲିବ୍ରେସନ, ଯେମିତି ଟିଚର୍ସ ଡେ,…
ଆଉ ଥରେ ପ୍ରହସନ
ସମଗ୍ର ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ (ଏସ୍ୟୁପି)ର ଉତ୍ପାଦନ, ଆମଦାନୀ, ବଣ୍ଟନ ଓ ବିକ୍ରି ଉପରେ ଭାରତ ଜୁଲାଇ ୧ରୁ ନିଷେଧାଦେଶ ଜାରି କରିଛି। ଏଥିସହିତ ପ୍ଲାଷ୍ଟିକ୍ର ଇଅର ବଡ୍ସ, ବେଲୁନ୍ରେ ବ୍ୟବହୃତ ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ପତାକା, ଆଇସ୍କ୍ରିମ୍ ଷ୍ଟିକ୍ସ, ପଲିଷ୍ଟିରିନ୍…
ମିୟାଓ୍ବାକୀ ବନୀକରଣ
ପ୍ର. ରମେଶ ଚନ୍ଦ୍ର ପରିଡ଼ା ପୃଥିବୀକୁ ଏକ ବିକଶିତ ଜୀବଜଗତର ‘ଧରିତ୍ରୀମାତା’କୁ ରୂପାନ୍ତରିତ କରିବାରେ ଉଦ୍ଭିଦର ଅବଦାନ ଅତୁଳନୀୟ। ଧରିତ୍ରୀମାତାର ଆମତ୍ା ବୋଲାଉଥିବା ପର୍ଯ୍ୟାବରଣର ଏହା ହେଉଛି ମୁଖ୍ୟ ସ୍ଥପତି। ଶ୍ୱାସକ୍ରିୟା ଲାଗି ଅମ୍ଳଜାନ ସମୃଦ୍ଧ ବାୟୁ, ପୁଷ୍ଟିକର ଖାଦ୍ୟ ଏବଂ…
ଉତ୍ସାହର ପ୍ରତିଫଳନ
ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ବିରୋଧୀ ମତକୁ ସମର୍ଥନ କରିଥିବାରୁ ରାଜସ୍ଥାନର ଉଦୟପୁରରେ ୨୮ ଜୁନ୍ରେ ଦରଜି କହ୍ନେୟାଲାଲ ତେଲିଙ୍କ ମୁଣ୍ଡକାଟ କରିଥିଲେ ଦୁଇ ଜଣ ମୁସଲମାନ। ଅଭିଯୁକ୍ତଦ୍ୱୟଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ…
ସାହିତ୍ୟର ଜୟ ହେଉ
ସମାଜ ଓ ସାହିତ୍ୟ ସବୁବେଳେ ଓତପ୍ରୋତ ଭାବରେ ଜଡ଼ିତ। ଏକ ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟର ଭୂମିକା ସବୁବେଳେ ଆଗରେ। ଆମ ଓଡ଼ିଆ ସାହିତ୍ୟରେ ବହୁ କାଳଜୟୀ ସ୍ରଷ୍ଟାଙ୍କ ସାକ୍ଷର ଲିପିବଦ୍ଧ। ଆବଶ୍ୟକତା ଅଛି ତାକୁ ପଠନ କରି ତନ୍ମଧ୍ୟରେ…
ଜାତୀୟତାବାଦ ବନାମ ଜାତୀୟତାବୋଧ
ବିଶିଷ୍ଟ ଲେଖକ ଜର୍ଜ ଅରଓ୍ବେଲ୍ଙ୍କ ମତରେ ନିଜକୁ ଏକ ନିର୍ଦ୍ଦିଷ୍ଟ ଜାତି ଭାବରେ ଚିହ୍ନିତ କରିବା ଓ କେବଳ ସେହି ଜାତିର ସ୍ବାର୍ଥକୁ ଉନ୍ନୀତ କରିବା ହିଁ ଏକମାତ୍ର କର୍ତ୍ତବ୍ୟ ବୋଲି ସ୍ବୀକାର କରିବା ହେଉଛି ଜାତୀୟତାବାଦ। ଦେଶପ୍ରେମ ଓ ଜାତୀୟତାବାଦ…
ଏଇ ଭାରତରେ
ଅବସର ଜୀବନ ଶେଷ ନୁହଁ। ଚାହିଁଲେ ଅବସର ପରେ ବି ନୂଆ ଏକ ଜୀବନ ଓ ବୃତ୍ତିରେ ସଫଳତା ମିଳିବ, ଯାହା ପ୍ରମାଣ କରିଛନ୍ତି କେରଳର କେ.ଟି. ଫ୍ରାନ୍ସିସ୍। କୋଝିକୋଡ ଜିଲାର ଫ୍ରାନ୍ସିସ୍ ୨୦୧୫ରେ ଜଣେ ଫିଜିକାଲ ଏଜୁକେଶନ ଟିଚର ଭାବେ…
ହାନିକାରକ କ୍ଷମତା
ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଜେଲ ପଠାଇ ଦିଆଯିବା ଏକ ନ୍ୟାୟିକ ନିଷ୍ଫଳତା ଯାହାକୁ ଭାରତ ସରକାର ଏହାର ନାଗରିକମାନଙ୍କୁ ମାନିନେବାକୁ ବିବଶ କରୁଛନ୍ତି। ଆଇନ ଶୃଙ୍ଖଳା ଦେଶର ପ୍ରସଙ୍ଗ ହୋଇଥିବାରୁ ଏଠାରେ ଭାରତ ସରକାରଙ୍କ କଥା ଉଠାଉଛି।…
Archives


