ସମ୍ପାଦକୀୟ

ଶ୍ରୀଲଙ୍କା ଜନବିଦ୍ରୋହ ଅନ୍ତରାଳେ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଶନିବାର ଶ୍ରୀଲଙ୍କାରେ ଏକ ଅଭୂତପୂର୍ବ ଗଣବିଦ୍ରୋହ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତି ଭବନ ଓ ସଂସଦକୁ ଏକରକମ ଦଖଲ କରି ନେଇଛନ୍ତି। ପ୍ରଧାନମନ୍ତ୍ରୀ ରନିଲ…

ଭାରତ ନଂ.୧

ଆସନ୍ତା ୨୦୨୩ କେବଳ ଆଉ ଏକ ନୂଆବର୍ଷ ହେବ ନାହିଁ, ଏହା ଭାରତୀୟଙ୍କ ପାଇଁ ଏକ ଉଲ୍ଲାସର ବାର୍ତ୍ତା ନେଇ ଆସିବ। ଯାହା କିଛି ବର୍ଷ ପୂର୍ବରୁ ଜାଣିଥିଲୁ ତାହାକୁ ଜାତିସଂଘ ତରଫରୁ ଏବେ ବିଧିବଦ୍ଧ ସ୍ବୀକୃତି ମିଳିଛି। ଜୁଲାଇ ୧୧…

ଏଇ ଭାରତରେ

ପିଲାମାନେ ମାଟ୍ରିକ୍‌ ପାସ୍‌ କଲେ ଖୁସି ହୁଅନ୍ତି। ବୟସ୍କମାନେ ପାସ୍‌ କଲେ ତ ତା’ଠାରୁ ଅଧିକ ଖୁସି ହେବା ସ୍ବାଭାବିକ। ହେଲେ ୨୮ ବର୍ଷ ତଳୁ ମାଟ୍ରିକ୍‌ ପାସ୍‌ ସ୍ବପ୍ନ ଦେଖୁଥିବା ଜଣେ ୫୩ ବର୍ଷ ବୟସ୍କା ମହିଳା ମାଟ୍ରିକ୍‌ ପାସ୍‌…

ଭାରତ, ଇଣ୍ଡିଆ ଓ ଇଂରାଜୀ ଭାଷା

ଡ. ନିରଞ୍ଜନ ମିଶ୍ର   ଭାରତକୁ ଦୁଇଟି ଇଂଲଣ୍ଡ ଆସିଥିଲେ- ଏ କଥା କହିଛନ୍ତି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ ପୁସ୍ତକରେ ପଣ୍ଡିତଜୀ ଲେଖିଛନ୍ତି ”ହୁଇଚ୍‌ ଅଫ୍‌ ଦି ଟୁ ଇଂଲଣ୍ଡ କେମ୍‌ ଟୁ ଇଣ୍ଡିଆ?……

ଜୀବନ ବିରୋଧରେ ବିଦ୍ରୋହ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଥରେ ଜଣେ ସାଧୁ ସହସ୍ରାଧିକ ଶ୍ରଦ୍ଧାଳୁ ଶ୍ରୋତାଙ୍କୁ ପ୍ରବଚନ ଦେଲାବେଳେ ପଚାରିଲେ, ”କେଉଁମାନେ ମରିବାକୁ ଇଚ୍ଛା କରନ୍ତି ହାତ ଟେକନ୍ତୁ!“ ସାଧୁଙ୍କର ଏପରି ଅଜବ ଜିଜ୍ଞାସା କିଛି ଅଯୌକ୍ତିକ ନ ଥିଲା। ଅନିତ୍ୟ ଜୀବନର ଅସାରତା…

ଗଣତନ୍ତ୍ର ପରେ

ଅର୍ଥନୈତିକ ସଙ୍କଟ ଗୋଟେ ଦେଶକୁ କିଭଳି ସ୍ଥିତିକୁ ନେଇଯାଏ ତାହାର ସଦ୍ୟ ଉଦାହରଣ ପାଲଟିଯାଇଛି ଶ୍ରୀଲଙ୍କା। ୨ କୋଟି ୧୯ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରାଷ୍ଟ୍ରରେ ହାହାକାର ପଡ଼ିଯାଇଛି। ଖାଦ୍ୟଶସ୍ୟ, ଔଷଧ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ, ବିଦ୍ୟୁତ୍‌…

ଆମ ଅପାରଗତା

ବିଶ୍ୱର ବାର୍ଷିକ ମୁଣ୍ଡପିଛା ହାରାହାରି ମୋଟ ଘରୋଇ ଉତ୍ପାଦ(ଜିଡିପି)୧୨,୨୦୦ ଆମେରିକୀୟ ଡଲାର(ୟୁଏସ୍‌ଡି)। ହିସାବରେ ଏହା ବର୍ଷକୁ ମୁଣ୍ଡ ପିଛା ପ୍ରାୟ ୯.୬ ଲକ୍ଷ ଟଙ୍କା ବା ମାସକୁ ୮୦ ହଜାର ଟଙ୍କା। ଅର୍ଥାତ୍‌, ଯଦି ସାରା ବିଶ୍ୱର ଜିଡିପି, ସମସ୍ତ ସାମଗ୍ରୀ…

ଡାଇମେନ୍‌ସନର ନବ ସୂତ୍ରଧର

ଗୋଟେ ଧାରଣା ରହିଆସିଛି ଯେ, ଗଣିତରେ ଝିଅମାନେ ପୁଅମାନଙ୍କଠାରୁ ଦୁର୍ବଳ। କିନ୍ତୁ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଲାଣି। ଏବେ ଆଉ କୌଣସି କ୍ଷେତ୍ର ଝିଅମାନଙ୍କ ସକାଶେ ଅଭେଦ୍ୟ ଥିବା ମନେହେଉ ନାହିଁ। ନିକଟରେ ଅନ୍ତର୍ଜାତୀୟ ଗଣିତ ସଂଘ (ଆଇଏମ୍‌ୟୁ) ୨୦୨୨ ଫିଲ୍ଡସ…

ବିକାଶ ପଥେ ମତ୍ସ୍ୟକ୍ଷେତ୍ର

ପ୍ରତିବର୍ଷ ଜୁଲାଇ ୧୦ ତାରିଖକୁ ଜାତୀୟ ମତ୍ସ୍ୟଚାଷୀ ଦିବସ ଭାବେ ସାରା ଭାରତରେ ପାଳନ କରାଯାଏ। ଏହି ଦିନଟି ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଆଜିର ଦିନରେ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଥିଲା ଓ ଏହା ଓଡ଼ିଶା…

ଏଇ ଭାରତରେ

ଅବସର ପରେ ଲୋକେ ଆରାମରେ ଜୀବନ ଜିଇବା ଲାଗି ସ୍ବପ୍ନ ଦେଖୁଥିବାବେଳେ ଆୟକର ଅଧିକାରୀ ଆର୍‌.କେ. ପାଲିଓ୍ବାଲଙ୍କ ଜଣେ କର୍ମଯାଗୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ଅବସର ପରେ ସେ ୨୦ ଏକର ଜମିରେ କମ୍ୟୁନିଟି ଫାର୍ମିଂ ଆରମ୍ଭ କରି ଜୈବିକ…

ଏଇ ଭାରତରେ

ଏଥର ବ୍ୟବହାର କରିବେ ମାଟି ଫ୍ରିଜ୍‌। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତିକା ଫ୍ରିଜ୍‌ ନିର୍ମାଣ କରିଛନ୍ତି ତାମିଲନାଡୁର ଏମ୍‌.ଶିବସ୍ବାମୀ। ବିନା ବିଦ୍ୟୁତ୍‌ରେ ଏହି ଫ୍ରିଜ୍‌ରେ ପରିବା, କ୍ଷୀର, ଦହି ଆଦି ୪ ଦିନ ଯାଏ ଫ୍ରେସ୍‌ ରହିପାରୁଛି।…

ପ୍ରକୃତିମାତା ଓ ଚତୁର୍ମାସ୍ୟା

ନଗେନ୍ଦ୍ର ନାଥ ପଟ୍ଟନାୟକ ଆଷାଢ଼ ମାସ ଶୁକ୍ଳପକ୍ଷ ଦେବଶୟନ ଏକାଦଶୀରୁ ଦେବୋତ୍ଥାନ ପର୍ଯ୍ୟନ୍ତ ଚାରି ମାସର ଅବଧି ସନାତନ ହିନ୍ଦୁ ସଂସ୍କୃତିରେ ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରିଥାଏ। ବୈଦିକ ଯୁଗର ମୁନିଋଷିଗଣ ଚାରି ମାସର ଏଇ ଚତୁର୍ମାସ କାଳଖଣ୍ଡକୁ ଶାରୀରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?