ସମ୍ପାଦକୀୟ

ବ୍ୟକ୍ତିନିଷ୍ଠ ଜୀବନସ୍ରଷ୍ଟା

ଅକ୍ଟୋବର ୬। ନିଜ ରୋଷଶାଳାରେ ଥିବା ରେଡିଓ ପାଖକୁ ସେ ଗଲେ ଓ ତାହାକୁ ଖୋଲି ସେଦିନର ମୁଖ୍ୟ ଖବର କ’ଣ ଅଛି ବୋଲି ଶୁଣିବାକୁ ଚାହିଁଲେ। ପ୍ରଥମ ଖବର ଥିଲା-୨୦୨୨ ବର୍ଷର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସୀ…

ଖରାପ ଖବରବେଳେ ଲୁଚୁଛନ୍ତି

୨୦୦୪ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲାବେଳେ ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୬୩ ବିଲିୟନ ଡଲାର(ଆମେରିକୀୟ)। ୨୦୧୪ରେ ସିଂ ଦାୟିତ୍ୱ ଛାଡ଼ିବାବେଳେ ଭାରତର ଉକ୍ତ ରପ୍ତାନି ଥିଲା ୩୧୨ ବିଲିୟନ ଡଲାର। ଅର୍ଥାତ୍‌ ୟୁପିଏ ସରକାର ଅମଳରେ ରପ୍ତାନି ୧୦…

ଏଇ ଭାରତରେ

ସହରୀକରଣ ପ୍ରଭାବରେ ପକ୍ଷୀବଂଶ ଲୋପ ପାଉଥିବାରୁ ଏମାନଙ୍କୁ ରକ୍ଷା କରିବା ପରିବେଶ ଲାଗି ହିତକର ବୋଲି ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ ଅମିତ ଓ ଅଭିଷେକ ଜୈନ। ସେମାନେ ସହରର ବିଭିନ୍ନ ସ୍ଥାନରୁ ଆହତ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି। ପରେ…

ନକଲି ଶିକ୍ଷକ

ହରିଶଙ୍କର ମିଶ୍ର ନକଲି ପ୍ରମାଣପତ୍ରରେ କିଛି ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗର ତଦନ୍ତ ଚାଲିଛି। କିଛି ଶିକ୍ଷୟିତ୍ରୀ, ଶିକ୍ଷକ ମଧ୍ୟ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆମ ଆଇନର ଗଳାବାଟ ଏବଂ ନକଲି ପ୍ରମାଣପତ୍ର ସଂଜ୍ଞା ନିର୍ଦ୍ଧାରଣରେ ଭିନ୍ନତା ଯୋଗୁ ନକଲିଙ୍କୁ ଚିହ୍ନଟ…

ସମ୍ପର୍କର ଫାନ୍ଦ ଓ ସୂକ୍ଷ୍ମ ଜଗତ

ଡ. ଗୌରୀଶଙ୍କର ସାହୁ ଆମେ ମିଲିମିଟରର ହଜାର ଭାଗରୁ ଭାଗେ ଏବଂ ତା’ଠାରୁ କ୍ଷୁଦ୍ର କଣିକା ଦୁନିଆକୁ ଗଲେ ସେମାନଙ୍କ ସ୍ବରୂପ, ସ୍ଥିତି ଓ ଗତିକୁ ବୁଝିବା ପାଇଁ ସୂକ୍ଷ୍ମଜଗତ ପାଇଁ ଉଦ୍ଦିଷ୍ଟ ନୀତିନିୟମ ମାନିବାକୁ ହେବ। ପାରମ୍ପରିକ ସ୍ଥୂଳଜଗତରେ ସ୍ଥିତି…

ଚିନ୍ତାରେ ବାବୁ

ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ଓ ଭତ୍ତାଗୁଡ଼ିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ନିର୍ଦ୍ଦେଶ ଜାରି କରିଛନ୍ତି।…

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟର ପ୍ରତୀକ ଭାବେ ଉଭା ହୋଇଛନ୍ତି ମହୀଶୂରର ଡା. ମହାଲକ୍ଷ୍ମୀ ଓ୍ବାଇ.ଏନ୍‌। ପେସାରେ ସେ ଜଣେ ଡାକ୍ତର। ଏସିଡ୍‌ ଆକ୍ରମଣର ଶିକାର ହୋଇ ଜୀବନରେ ଏକ ନିର୍ଯାତନାକୁ ସାମ୍ନା କରି ମହାଲକ୍ଷ୍ମୀ ରୋଗୀ ସେବାରେ ଲାଗିଛନ୍ତି। ସବୁଠୁ…

ରସାୟନ ବିଜ୍ଞାନରେ ନୋବେଲ

ଡ. ବିକାଶ କୁମାର ଜେନା ଚଳିତ ବର୍ଷ ରସାୟନ ବିଜ୍ଞାନରେ ୩ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। କାରୋଲିନ ଆର୍‌. ବର୍ଟୋଜି, ମୋର୍ଟେନ ମେଲଡାଲ ଏବଂ କେ. ବାରୀ ଶାରପଲେସ୍‌ଙ୍କୁ କ୍ଲିକ୍‌ ରସାୟନ ବିଜ୍ଞାନ ଅଗ୍ରଗତି ପାଇଁ ଏହି…

ଅସନ୍ତୋଷର ରାଜନୀତି

ଇଆନ ବୁର୍ମା କିଛି ବର୍ଷ ପୂର୍ବରୁ ୟୁରୋପରେ ଚରମ ବା ଉଗ୍ର ଦକ୍ଷିଣପନ୍ଥୀ ରାଜନୈତିକ ଦଳ ବ୍ୟବସ୍ଥାର ସୁଦିନର ପୁରାତନ ସ୍ମୃତି ଏବଂ ସାମରିକ ଉପତ୍ୀଡ଼ନ ସହ ଜଡ଼ିତ ଥିଲା। ଫ୍ରାନ୍ସ ଏବଂ ଇଟାଲୀରେ ଚରମ ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ଦ୍ୱିତୀୟ…

କ୍ରୋଧ ବ୍ରହ୍ମଚଣ୍ଡାଳ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ପ୍ରାୟତଃ ପ୍ରକାଶ ପାଉଥିବା କ୍ରୋଧ ସମ୍ବଳିତ ଅଘଟଣର ଅନ୍ତ ନାହିଁ। ପାରିବାରିକ ଅଶାନ୍ତିରୁ ଗୃହର ସଦସ୍ୟଙ୍କୁ ହତ୍ୟାକରି କେହି ଆତ୍ମହତ୍ୟା କରୁଛି ତ ଜନ୍ମିତ ଶିଶୁଙ୍କୁ ବିଷ ଦେଇ କେହି ନିଜେ ବିଷ ପିଉଛି।…

ଘୃଣା ଡାକିଆଣେ ଘୃଣା

କରୋନା ମହାମାରୀ ଯୋଗୁ ଦୁଇବର୍ଷ ହେବ ଶାରଦୀୟ ଦୁର୍ଗାପୂଜା ହୋଇପାରୁ ନ ଥିଲା। ଭାରତରେ ଏହି ପୂଜା ଲାଗି ପ୍ରସିଦ୍ଧି ଅର୍ଜନ କରିଥିବା କୋଲକାତା ସମେତ ଦେଶସାରା ଏବେ ଏହା ଜାକଜମକରେ ପାଳିତ ହେଉଛି। କିନ୍ତୁ ଏଥର କୋଲକାତାରେ ଅଲ୍‌ ଇଣ୍ଡିଆ…

ଅରଣ୍ୟ ସ୍ନାନ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆମ ଅପରିଣାମଦର୍ଶୀ ବସ୍ତୁବାଦୀ ଜୀବନ ଶୈଳୀ ଏବଂ ରୁଗ୍‌ଣ ମାନସିକତାରୁ ସର୍ବାଧିକ ପ୍ରଭାବିତ ହେବାରେ ଲାଗିଛି ସବୁଜିମା-ଉଦ୍ଭିଦଜଗତ। ଫଳରେ ପୃଥିବୀରେ ବାର୍ଷିକ ହାରାହାରି ଲୋପ ପାଇବାରେ ଲାଗିଛି ପ୍ରାୟ ୧୦ ନିୟୁତ ହେକ୍ଟର ଅରଣ୍ୟ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?