ସମ୍ପାଦକୀୟ

ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କମ୍‌ କରି ପରିବେଶ ପ୍ରଦୂଷଣ ରୋକିବାରେ ଦିଲ୍ଲୀର ଡ. ରୁବି ମଖିଜାଙ୍କ ପ୍ରୟାସ ପ୍ରଶଂସନୀୟ। ଜିନିଷ ନେବା ଲାଗି ସେ ଲୋକମାନଙ୍କୁ କପଡ଼ା ବ୍ୟାଗ୍‌ ମାଗଣାରେ ଦେଉଛନ୍ତି। ୨୦ ଟଙ୍କା ଜମାକରି ଲୋକେ ତାହା ନେଉଛନ୍ତି ଓ…

ଫେଡ୍‌ ରେଟ୍‌ ହାଇକ୍‌ର ପ୍ରଭାବ

ସୌରଜିତ ପ୍ରଧାନୀ ଗତ ବୁଧବାର ଆମେରିକାର ଫେଡେରାଲ ରିଜର୍ଭ ସୁଧହାରରେ ଆଉ ୭୫ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ସହ ଏହାର ଆଭିମୁଖ୍ୟକୁ ‘ଡୋଭିସ୍‌’ରୁ ‘ହକିସ’ରେ ପରିବର୍ତ୍ତନ କରିଛି। ଏଭଳି କାର୍ଯ୍ୟ ପାଇଁ ଟ୍ରିଗର ହେଉଛି ଆଶା କରାଯାଉଥିବା (୮.୧ ପ୍ରତିଶତ)…

ଭାରତରେ ନିରୋ

ସେପ୍ଟେମ୍ବର ୩୦ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଥିଲା। ବିଗତ ୫ ମାସ ମଧ୍ୟରେ ଏହି ହାର ୪ ଥର ବଢ଼ି ଏବେ ୫.୯୦ ପ୍ରତିଶତରେ ପହଞ୍ଚତ୍ଛି। ଫଳରେ ଗାଡ଼ି, ଘର…

ଶକ୍ତି ଓ ତନ୍ତ୍ର: ଏକ ବୈଜ୍ଞାନିକ ଅନୁଶୀଳନ

ଆମ ସମସ୍ତଙ୍କ ଅସ୍ତିତ୍ୱର ଦୁଇ ମୂଳ ଆଧାର- ମାତୃଗର୍ଭା ପ୍ରକୃତି ଓ ଚେତନଶକ୍ତି ପୁରୁଷ। ପ୍ରକୃତି ସ୍ବରୂପିଣୀ ଦେବୀ ଆଦ୍ୟାଶକ୍ତି ଓ ପରମପୁରୁଷ ଚେତନମୟ ଶିବ। ଶକ୍ତି ଚଞ୍ଚଳା,ସୃଜନଧର୍ମୀ ଏବଂ ଶିବ ହେଉଛନ୍ତି ଶାନ୍ତ-ଶିବ-ଅଦ୍ୱୈତ। ଶକ୍ତି ଓ ଶିବର ମିଳନରେ ସଂସାର…

ସତ ଦୁଇ ତିନି ପ୍ରକାର ହୋଇପାରେ

ଦୁନିଆରେ ବିଜ୍ଞାନ ଦୃଷ୍ଟିରୁ ଦୁଇ ପ୍ରକାରର ମାପ। ଗୋଟିଏ ସୂକ୍ଷ୍ମ ଓ ଅନ୍ୟଟି ସ୍ଥୂଳ: ଗୋଟିଏ କ୍ୱାଣ୍ଟମ୍‌ ଜଗତର, ଆଉ ଗୋଟିଏ ପାରମ୍ପରିକ ଜଗତର। ମିଲିମିଟରର ହଜାର ଭାଗରୁ ଭାଗେ ତଳକୁ ଯିବା ତ ସୂକ୍ଷ୍ମ ଜଗତ ଆସିଯିବ, ଯେଉଁଠି ଜିନିଷର…

ଏଇ ଭାରତରେ

ପ୍ରେରଣାଦାୟୀ କାର୍ଯ୍ୟ ଜଣଙ୍କୁ ପ୍ରତିଷ୍ଠିତ କରିଥାଏ, ଯାହା ଘଟିଛି ଦୀପମାଲା ପାଣ୍ଡେଙ୍କ ଜୀବନରେ। ଉତ୍ତରପ୍ରଦେଶ ବରେଲିର ଦାଭୁରା ପ୍ରାଥମିକ ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସ୍କୁଲରେ ଦିବ୍ୟାଙ୍ଗ ଶିଶୁଙ୍କ ନାମ ଲେଖାଇବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି।…

ବୋଲରଙ୍କୁ ଅଣଦେଖା

ଲର୍ଡସରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ଟିମ୍‌କୁ ପରାସ୍ତକରି ବିଜୟୀ ହୋଇଥିଲା। ଭାରତର ଏହି ବିଜୟକୁ ନେଇ ବ୍ରିଟିଶ ମିଡିଆ ଏବଂ କ୍ରିକେଟରମାନେ ଲଗାତର ଚର୍ଚ୍ଚା ଜାରି ରଖିଛନ୍ତି। ଦୀପ୍ତି ଶର୍ମା ବୋଲିଂ କରୁଥିବା ସମୟରେ ନନ୍‌ଷ୍ଟ୍ରାଇକର ପଟେ ଇଂଲଣ୍ଡ…

ମହାମହିମ ରାଜ୍ୟପାଳ

ଆମ ଦେଶର ସମ୍ବିଧାନର ଧାରା ୧୫୩ରେ ଲେଖାଯାଇଛି ଯେ, ପ୍ରତ୍ୟେକ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିବେ। ମାତ୍ର ଏହି ଧାରାରେ ଜଣେ ବ୍ୟକ୍ତିକୁ ଦୁଇ ବା ତତୋଽଧିକ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି କରିବାରେ କୌଣସି ବାଧା ବା ପ୍ରତିବନ୍ଧକ…

ପଦଯାତ୍ରାରେ ଗାନ୍ଧିଜୀ

ଆଧୁନିକ ପଦଯାତ୍ରାର ଜନକ ମହାମାନବ ମହାତ୍ମା ଗାନ୍ଧୀ। ତାଙ୍କ ପୂର୍ବରୁ ଧର୍ମପ୍ରବର୍ତ୍ତକମାନେ ଅନୁଗତ ଶିଷ୍ୟଙ୍କୁ ନେଇ ଯେଉଁ ପଦଯାତ୍ରା କରୁଥିଲେ, ତାହା କେବଳ ଥିଲା ନିଜ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ। ସତ୍ୟ ଓ ଅହିଂସାର ଆଜୀବନ ପୂଜାରୀ…

ଅଲ୍ଟରନେଟିଭ୍‌ ନୋବେଲ ବିଜେତା

ସ୍ବିଡେନ-ଜର୍ମାନୀ ଲେଖକ, ରାଜନେତା ତଥା ସାମାଜିକ କର୍ମୀ ଜାକୋବ ଭନ୍‌ ଉକ୍ସେକୁଲ୍‌ ୧୯୮୦ ମସିହାରେ ‘ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ’ ପ୍ରତିଷ୍ଠା କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସେ ଯେଉଁ ପୁରସ୍କାର ଗଢ଼ିଥିଲେ, ତାହାକୁ ଅଲ୍ଟରନେଟିଭ୍‌…

ଏଇ ଭାରତରେ

ପୁରୁଣା ଶାଢ଼ି, କପଡ଼ା, ପରଦା, ବେଡ୍‌ଶିଟ ଆଦିର ପୁନଃ ଉପଯୋଗ କରି ନୂଆ ଡିଜାଇନର ଫେଶନେବଲ ଡ୍ରେସ୍‌ ତିଆରି କରୁଛନ୍ତି କୋଲକାତାର ମେଘନା ନାୟକ। ସେ ପ୍ରତିବର୍ଷ କୋଲକାତାର ବିଭିନ୍ନ ପୂଜା ମଣ୍ଡପରୁ କପଡା ସଂଗ୍ରହ କରି ଏଥିରେ ଲଗାଇଥାନ୍ତି। ମେଘନାଙ୍କ…

ଏଇ ଭାରତରେ

ରାସ୍ତା କଡ଼ରେ ବସିଥିବା ବେସାହାରା ଜଣେ ବୃଦ୍ଧଙ୍କୁ ଦେଖିଲେ ମାନସିକ ରୋଗୀ ବୋଲି ଭାବି ଅନେକେ ଚାଲିଯାଆନ୍ତି। କିନ୍ତୁ ସେମାନେ ବି ସାମାନ୍ୟ ଜୀବନର ହକ୍‌ଦାର, ସେମାନଙ୍କର ପରିବାର ଥାଇପାରେ ବୋଲି କେହି ଚିନ୍ତା କରନ୍ତି ନାହିଁ। ତଥାପି ସମାନଙ୍କୁ ସମାଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?