ଏଇ ଭାରତରେ
ପରିବେଶକୁ ଭଲପାଉଥିବା ଲକ୍ଷ୍ମୀକୁଟ୍ଟି ଆମ୍ମା ଏକାଧାରରେ ଜଣେ ଶିକ୍ଷକ, କବି ଓ ଚିକିତ୍ସକ। କେରଳର ପୋନମୁଣ୍ଡି ନିକଟସ୍ଥ କଲ୍ଲାର ଜଙ୍ଗଲ ମଧ୍ୟରେ ରହନ୍ତି ଲକ୍ଷ୍ମୀକୁଟ୍ଟି। ସେ ବିଷଧର ସାପ ଦଂଶନରୁ ଲୋକମାନଙ୍କ ଜୀବନ ରକ୍ଷା କରୁଛନ୍ତି। ଏଯାବତ ସେ ୩୫୦ ଜଣଙ୍କ…
ଏଇ ଭାରତରେ
ପୀର ରାମ ବିଷ୍ଣୋଇ ଜଣେ ମେକାନିକ୍। ଜାତୀୟ ରାଜପଥ-୬୫ କଡରେ ପଙ୍କ୍ଚର ରିପେୟାରିଂ ଦୋକାନ କରିଛନ୍ତି। ରାଜସ୍ଥାନ ଜୟପୁର ଜିଲାର ଧମାନା ଗାଁର ଏହି ସାଧାରଣ ବ୍ୟକ୍ତି କିଛି ଅସାଧାରଣ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ଗତ ଦଶନ୍ଧିରେ ଆହତ…
ଜୈବବିବିଧତା ଓ ପରିସଂସ୍ଥା
ଶୁଭନାରାୟଣ ଶତପଥୀ ଏହି ପୃଥିବୀରେ ବସବାସ କରିଥିବା ଜୀବମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ, ସାମଞ୍ଜସ୍ୟକୁ ଆମେ ଜୈବବିବିଧତା କହିଥାଉ। ଏଥିରେ ପଶୁପକ୍ଷୀ ସମେତ ବୃକ୍ଷ, ବ୍ୟାକ୍ଟେରିଆ, ଫଙ୍ଗସ୍ ଆଦି ଅନ୍ତର୍ଭୁକ୍ତ। ଜିନ୍ ସମ୍ବନ୍ଧୀୟ ବିବିଧତାକୁ ଆମେ ଜନ୍ମଗତ ବା ଜେନେଟିକ୍…
ୟୁପିଏସ୍ସି ପରୀକ୍ଷାରେ ଓଡ଼ିଆଙ୍କ ଦୁର୍ବଳତା
ସହଦେବ ସାହୁ ନ୍ୟାଶନାଲ କାଉନ୍ସିଲ ଅଫ୍ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ୩ୟ, ୫ମ, ୮ମ ଓ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରିଥିବା ଅନୁଶୀଳନମୂଳକ ପରୀକ୍ଷାର ଫଳରୁ ସମ୍ପ୍ରତି ଦେଖାଇଛନ୍ତି ଯେ ଓଡ଼ିଆ ପିଲାମାନେ ଓଡ଼ିଆରେ ଦୁର୍ବଳ। ତାହାର…
ଅଲୋଡ଼ା ମାତାପିତା
କେନ୍ଦ୍ର ସରକାର ଦେଶର ସବୁ ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ସ୍ଥାନୀୟ ଏନ୍ଜିଓଗୁଡ଼ିକ ସହଯୋଗରେ ଏହା ନିର୍ମାଣ କରିବା ଲାଗି ୨୫୦ ଜିଲାକୁ ଚିହ୍ନଟ କରାଯାଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।…
ଭଲ ମଣିଷ ପାଗଳ
ସରକାରୀ ବ୍ୟବସ୍ଥା ଭିତରେ ରହି ବ୍ୟବସ୍ଥାକୁ ବିରୋଧ କରି ଦାଣ୍ଠ୍ରେ ରହିବା ବହୁ କଷ୍ଟକର। କାରଣ ଆଜିର ସମୟରେ ବଡ଼ବଡ଼ିଆଙ୍କ ବିରୋଧରେ ମୁହଁ ଖୋଲିଲେ ପରିଣତି କେତେ ଭୟଙ୍କର ହୋଇଥାଏ ସେହି ବିଷୟରେ ସମସ୍ତେ ଜାଣନ୍ତି। ବିଶେଷକରି ପୋଲିସ ପ୍ରଶାସନକୁ ସମାଲୋଚନା…
ଏଇ ଭାରତରେ
ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରୁଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ସୁକମା ଜିଲାର କାରିଗୁଣ୍ଡମ ଅଞ୍ଚଳରେ ରାସ୍ତା…
ଅଶ୍ୱତ୍ଥମା ହତଃ
ଡ. ନିରଞ୍ଜନ ମିଶ୍ର ଗାଲୁଆଙ୍କ ବାରବାଟି ଚାଷ’- ଏମିତି ଏକ କଥା ଓଡ଼ିଆରେ ଅଛି। ମହାଭାରତରେ ବାସୁଦେବ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ‘ଅଶ୍ୱତ୍ଥମା ହତଃ’ ଉଚ୍ଚସ୍ବରରେ ଓ ‘ନରେ ବା କୁଞ୍ଜରେ’ କ୍ଷୀଣ ସ୍ବରରେ କହିବାକୁ ବାଧ୍ୟ କରିଥିଲେ। ସଦାବେଳେ ସତ…
ନୀତୀଶଙ୍କ ଅସ୍ତ୍ର ‘ଜାତି’
କେନ୍ଦ୍ରର ଭାଜପା ସରକାର ବିଦେଶରୁ ଯନ୍ତ୍ରପାତି ମଗାଇ ପ୍ରତ୍ୟେକ ନାଗରିକଙ୍କ ‘ଗୁଣସୂତ୍ରର ଶୁଦ୍ଧତା’ ଯାଞ୍ଚ ପାଇଁ ଡିଏନ୍ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ଆଧାର କାର୍ଡଠାରୁ ବହୁ ଆଗକୁ ଚାଲିଯାଇଛି। ଆଧାରରେ କେବଳ ଅନ୍ତରଙ୍ଗ ତଥ୍ୟ ଯୋଗାଡ଼ କରାଯାଉଛି।…
ଇଲେକ୍ଟୋରାଲ ବଣ୍ଡ୍ର ଅସଲ କଥା
ଶ୍ରୀଗିରିଶ ଜଲିହାଲ, ପୁନମ୍ ଅଗ୍ରଓ୍ବାଲ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ କମ୍ପାନୀ ଏବଂ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦତ୍ତ ଗୋପନୀୟ ରାଜନୈତିକ ପାଣ୍ଠି ଭାରତର ୨୮୦୦ ରାଜନୈତିକ ଦଳ ମଧ୍ୟରୁ ବାସ୍ତବରେ ୧୯ଟି ଦଳ ପାଇଛନ୍ତି। ହେଲେ ନିର୍ବାଚନ କମିଶନ(ଇସି)ଙ୍କ ତାଲିକାରେ ରହିଛନ୍ତି ୧୭ଟି…
ଏଇ ଭାରତରେ
ଫାର୍ମ ହାଉସ ପାଲଟିଯାଇଛି ପ୍ରଣୀମାନଙ୍କ ପାଇଁ ସ୍ବର୍ଗ ଓ ସେମାନଙ୍କ ପାଇଁ ଦେବଦୂତ ଭାବେ ଉଭା ହୋଇଛନ୍ତି ଟେକ୍ନିସାନ କୁଲଦୀପ ଖତ୍ରି। ୩୦ ବର୍ଷୀୟ କୁଲଦୀପ ପ୍ରାଣୀମାନଙ୍କୁ ମାଗଣା ଚିକିତ୍ସା ଓ ରହିବା ଲାଗି ଯୋଧପୁରସ୍ଥିତ ତାଙ୍କ ଫାର୍ମ ହାଉସକୁ ଖୋଲି…
ଚିକ୍ଚିକ୍ କରୁ ନ ଥିବା ସୁନା
ଚିତ୍ର ଚରିତ୍ର କେଉଁ କାଳରୁ ଆମ ଲୋକମୁଖରେ କଥାଟିଏ ଗଡ଼ିଗଡ଼ି ଆସୁଛି- ”ସବୁ ଚିକ୍ଚିକ୍ କରୁଥିବା ଚିଜ ସୁନା ନୁହନ୍ତି।“ ଉପରକୁ ଯାହା ପ୍ରତୀୟମାନ ହେଉଥାଏ, ବାସ୍ତବରେ ତାହାର ବିପରୀତ ପ୍ରମାଣିତ ହେଲେ; ଯେମିତିକି ମୁହଁରେ ମଧୁର ବଚନ କହି ପଛରେ…
Archives


