କେବଳ ବାହାନା
ସରକାରଙ୍କ ବିଭିନ୍ନ ବିଷୟରେ ବ୍ୟସ୍ତ ରହି ଗତ କିଛି ସପ୍ତାହ ହେଲା ମୁଁ ଖବର ଜାଣିବାକୁ ସୁଯୋଗ ପାଇପାରି ନ ଥିଲି। ସେଥିପାଇଁ ସମସ୍ତ ମାନବ ଅଧିକାର ସୁରକ୍ଷା ଏବଂ ସେଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଭାରତ ପ୍ରତିବଦ୍ଧତା ଦୋହରାଇଥିବା ଖବର ଜାଣିବା…
ଏଇ ଭାରତରେ
ଏଥର ବର୍ଷସାରା ତାଜା ଆମ୍ବ ଖାଇବାକୁ ମିଳିବ। ଏହା ସମ୍ଭବ ହୋଇଛି ରାଜସ୍ଥାନ କୋଟାର ୫୫ ବର୍ଷୀୟ କୃଷକ ଶ୍ରୀକ୍ରିଷ୍ଣ ସୁମନଙ୍କ ଦ୍ୱାରା। ସୁମନ ନିଜସ୍ବ ଉଦ୍ୟମ ଓ ଗବେଷଣା ମାଧ୍ୟମରେ ନୂଆ କିସମର ଆମ୍ବ ଉତାରିପାରିଛନ୍ତି। ଏହି ଆମ୍ବ ବର୍ଷକୁ…
ଈର୍ଷାକୁ ଜାଣ କି
ଆରତି ମହାନ୍ତି ଈର୍ଷା ହେଉ କି ଲୋଭ କିମ୍ବା ଘୃଣା-ଏଗୁଡ଼ିକ ଦେଖାଦେବା ମାତ୍ରକେ ଯଦି ସେଗୁଡ଼ିକ ତୁମକୁ ଯନ୍ତ୍ରଣା ଦେଇଥାଏ ବୋଲି ଜାଣିଯାଅ ତେବେ ସେଥିରୁ ଅକ୍ଳେଶରେ ବାହାରି ଯାଇପାରିବ। ମନରେ ଜାତ ହେଉଥିବା ଈର୍ଷା ହେଉ କି ଘୃଣା କିମ୍ବା…
ଯାହାକୁ ଯେତେ…
ଅକ୍ଷୟ କୁମାର ମିଶ୍ର ଆମ ରାଜ୍ୟର ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଛାତ୍ରୀଛାତ୍ର ୩ ହଜାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଏଥିରୁ ୫ ଲକ୍ଷ ୧୭ ହଜାର ୮୪୭…
ମଠୁଆଙ୍କୁ ଜାଗା ନାହିଁ
ସେବାନିବୃତ୍ତ ବୟସ ପୂର୍ବରୁ ଅବସର(ପ୍ରିମାଚ୍ୟୁର ରିଟାୟର୍ମେଣ୍ଟ) ଦେବା ଲାଗି କେନ୍ଦ୍ରର ବ୍ୟବସ୍ଥା ରହିଛି। ତାହାକୁ ଲକ୍ଷ୍ୟ କରି ଦିଲ୍ଲୀ ସରକାର ସେଭଳି ବାଟ ଆପଣାଇଛନ୍ତି। ନିକଟରେ ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ଅବସର ନେବାକୁ ଥିବା ଏବଂ ପ୍ରଦର୍ଶନ ଭଲ ନ…
ଏଇ ଭାରତରେ
ପରିବେଶ ସୁରକ୍ଷା ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ (ଏସ୍ୟୁପି)ବନ୍ଦ ହେବା ପରେ ରିସାଇକ୍ଲିଂ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଜୁନାଗଡ଼ ଜିଲାପାଳ ରଚିତ ରାଜ। ଯେଉଁମାନେ ପ୍ଲାଷ୍ଟିକ ବର୍ଜ୍ୟ ଦେବେ ସେମାନଙ୍କୁ ସେ ମାଗଣା ଭୋଜନ ଦେବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ…
ଜ୍ଞାନକୌଶଳର ଲାଭ ନେଉଛି କିଏ
ବିଚିତ୍ର ବିଶ୍ୱାଳ ଚାଷ ଓ ଚାଷୀମାନଙ୍କର ସଙ୍କଟକୁ ବିଚାରକୁ ନେଲେ ଆମ ଦେଶ ପଛରେ ନାହଁି। ନ୍ୟାଶନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁସାରେ, ଦେଶରେ ପ୍ରତି ଅଧଘଣ୍ଟାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛି। ଗତ ୨୦ ବର୍ଷ ଭିତରେ ୨୦…
ରାଜପାକ୍ସେ ପରିବାରର ପତନ
ବ୍ରହ୍ମ ଚେଲାନି ପାଖାପାଖି ଦୁଇ ଦଶନ୍ଧିରୁ ଅଧିକ ଧରି ୪ ରାଜପାକ୍ସେ ଭାଇ ଓ ସେମାନଙ୍କ ପୁଅମାନେ ଶ୍ରୀଲଙ୍କାକୁ ଏକ ପାରିବାରିକ ବ୍ୟବସାୟ ଭାବେ ଚଳାଇଛନ୍ତି। ଏହି ସମୟରେ ସେମାନେ ଦେଶକୁ ଅବ୍ୟବସ୍ଥିତ କରିଦେଇଛନ୍ତି। ବୋକା ତଥା ଲଗାମହୀନ ଭାବେ ସେମାନେ…
ନା ସହି ହେଉଛି ନା କହି ହେଉଛି
ମନୀଷା ପଣ୍ଡା ବିଦ୍ୟାଳୟ ଫାଟକ ଭିତରକୁ ପଶିଯିବା କ୍ଷଣି ଆଉ ଛାତି ଫୁଲି ଉଠୁନି ଗର୍ବରେ ମୁଁ ଶିକ୍ଷକ ବୋଲି। ପରିବାରର ମୋ ଜନ୍ମିତ ସନ୍ତାନ ଏକ, ଦୁଇ କିମ୍ବା ତିନି ହେଲେ ମଧ୍ୟ ମୁଁ ଏଠି ଶହ ଶହ ପିଲାଙ୍କ…
ଉଇହୁଙ୍କାରେ ସାପ
ଭାରତୀୟ ସଂସ୍କୃତି ଓ ଧର୍ମୀୟ ପରମ୍ପରାରେ ଅତି ପବିତ୍ର ଛବି ସବୁ ରହିଛି। ସେଗୁଡ଼ିକ ମଧ୍ୟରୁ ଉଇହୁଙ୍କାରୁ ସାପ ବାହାରୁଥିବା ଛବି ସବୁଠୁ ପବିତ୍ର ବୋଲି କୁହାଯାଏ। ଏହାକୁ ଦିବ୍ୟତାର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଉଇମାନେ ଦିନରାତି ଲାଗିପଡ଼ିି ହୁଙ୍କା…
ଶ୍ରେଷ୍ଠତାର ଲଢ଼େଇ
ଧନ, ଜନ, ବିଦ୍ୟା, ଯଶ ଏମିତି ଅନେକ ବିଷୟକୁ ନେଇ ଲୋକେ ନିଜକୁ ଶ୍ରେଷ୍ଠ ବୋଲି ବିଚାରିବା ଦେଖାଯାଏ। ତେବେ ସଂସାରରେ କେବଳ ହିଁ ଈଶ୍ୱରଙ୍କର ନିୟମ ହିଁ ସଦାସର୍ବଦା ପ୍ରଚଳିତ ହୋଇଆସୁଛି । ଈଶ୍ୱରଙ୍କର ସେହି ନିୟମ ଅନୁସାରେ ଜଣେ…
ଜାଗ୍ରତ ହେବାର ବେଳ
ଆଜିର ଯୁବ ସମାଜକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କିନ୍ତୁ ସେମାନେ ନିଜକୁ ସେତେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରୁ ନାହାନ୍ତି। ପିଢ଼ି ପରେ ପିଢ଼ି ଗଡ଼ି ଚାଲିଛି। ଦେଖାଯାଉଛି ଚାଲି ଯାଉଥିବା ପିଢ଼ିର ପ୍ରତିଭା ତା’ର ପର ପିଢ଼ି ମଧ୍ୟରେ ଦେଖାଯାଉ ନାହିଁ।…
Archives


