ଚାଲ ହାରିବା ଶିଖିବା
ସୁପ୍ରଭା ବେହେରା ଜୀବନ ଗୋଟିଏ ନଈ। ତାହା ଦେହରେ ଘଟଣାପ୍ରବାହ ସବୁ ସୁଅ ଭଳି। ବର୍ଷାରେ ନଈର ଛାତି ଫୁଲିଉଠି କେବେ ହୁଏ ଉଛୁଳା। ପୁଣି ରୌଦ୍ରଦଗ୍ଧ ହୋଇ ସେଇ ଭରା ନଈର ଉଛୁଳା ଛାତି ହୁଏ ଫୁଙ୍ଗୁଳା। ତା’ ବୋଲି…
ଡଙ୍ଗା ବୁଡୁଛି
ବ୍ରିଟେନରେ ରାଜନୈତିକ ଅସ୍ଥିରତା ଏବେ ଆର୍ଥିକ ସଙ୍କଟ ଆଣି ଦେଇଛି। ପାଉଣ୍ଡ ଷ୍ଟର୍ଲିଂର ମୂଲ୍ୟ କମିବାରେ ଲାଗିଛି। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଶକ୍ତି କ୍ଷେତ୍ର ଘୋର ପ୍ରଭାବିତ ହୋଇ ଏହାର ମୂଲ୍ୟବୃଦ୍ଧି ଘଟାଇଛି। ଏଥିସହିତ ମୁଦ୍ରାସ୍ଫୀତି ଓ ଟିକସ ହ୍ରାସ ନୀତି…
ମାଧବବାବୁଙ୍କ ଠିକା ଚାକିରି
ଶୁଭନାରାୟଣ ଶତପଥୀ ସାଙ୍ଗମାନଙ୍କ ମେଳିରେ ମାଧବବାବୁ କହୁ କହୁ କହିପକାଇଲେ ଯେ ବୁଝିଲ ସାଙ୍ଗ, ମୋ ଭଳି ବୋକା ଦୁନିଆରେ ନାହିଁ। ଠିକା ଚାକିରି ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଚୁକ୍ତିକରି ଆଜି ଯାଏଁ କାମ କରୁଛି ଆଉ…
ରାଜନୀତି ଚାଲୁ, ପଣ୍ଡିତ ମରନ୍ତୁ
ସମ୍ବିଧାନର ଅନୁଚ୍ଛେଦ ୩୭୦ ବଳରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତାକୁ ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ସରକାର ସେତେବେଳେ କହିଥିଲେ ଯେ, ଏହି ପଦକ୍ଷେପ ଦ୍ୱାରା କଶ୍ମୀରରେ ପରିବର୍ତ୍ତନ ଆସିବ। ଏପରି କି ପଳାୟନ…
ଛୋଟ ଛୋଟ ଖୁସି
ବନ୍ଧୁ ଶିବାଶିଷ ନିକଟରେ ଫୋନ କଲେ। ଫୋନର କାରଣ ଥିଲା ସେ ଓଡ଼ିଆ ପିଜି ପରୀକ୍ଷାରେ ପାଶ୍ କଲେ। ବହୁତ ହର୍ଷର ସହ ନିଜର ଭାବକୁ ବ୍ୟକ୍ତ କରୁଥିଲେ। ବିଶେଷକରି ରଖିଥିବା ପ୍ରତିଶତକୁ ନେଇ ବେଶ୍ ଖୁସି ଥିଲେ। ମୁଁ ବି…
ମାଗଣା ଯୋଜନା ଓ ଭବିଷ୍ୟତ
ଏବେ ଆମ ଜନପ୍ରିୟ ଗଣତାନ୍ତ୍ରିକ ସରକାର ନିର୍ବାଚନରେ ବାରମ୍ବାର ଜିତି ଶାସନ କ୍ଷମତା ଅକ୍ତିଆର କରିବାକୁ କେବଳ ଟଙ୍କା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ବାଣ୍ଟିବାର ଯୋଜନାମାନ ପ୍ରସ୍ତୁତ କରିଚାଲିଛନ୍ତି। ମାଗଣାରେ ଚାଉଳ, ଗହମ, ସ୍କୁଲ ୟୁନିଫର୍ମ, ଜୋତା, ଲାପ୍ଟପ୍,…
ଏଇ ଭାରତରେ
ବହୁ ସମୟରେ ଏକ ନିଷ୍ପତ୍ତି ଜଣଙ୍କ ଜୀବନର ମୋଡ଼ ବଦଳାଇଦିଏ, ଯାହା ଘଟିଛି ହରିୟାଣାର କୃଷକ କମ୍ବଲ ସିଂ ଚୌହାନ୍ଙ୍କ କ୍ଷେତ୍ରରେ। ଚୌହାନ୍ ୧୬ ବର୍ଷ ବୟସରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ସେଥିରେ ଲାଭ ନ ହେବାରୁ ସେ…
ଉତ୍କଟ କ୍ଷୁଧା
ବେଳେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ନ୍ୟୁଜ ପ୍ରକ୍ରିୟାରୁ ବାହାରେ ରହିଯାଏ, ଯାହା ଏବେ ଘଟୁଛି। ଏହି କାରଣରୁ ସେଗୁଡ଼ିକ ଉପରେ ସବୁବେଳେ ଜୋର୍ ଦେବା ଆବଶ୍ୟକ। ସାମ୍ବାଦିକ ଏବଂ ସ୍ତମ୍ଭକାରମାନେ ସେମାନଙ୍କ ମୁଖ୍ୟ ଭୂମିକାରୁ ମଧ୍ୟ ଦୂରେଇଯିବା ଉଚିତ ନୁହେଁ। ସବୁ ତଥ୍ୟ…
ସତ୍ୟର ପ୍ରଳାପ କାହିଁକି
ପିଲାଦିନର କଥା ମନେପଡ଼ିଯାଏ। ବିଦ୍ୟାଳୟରେ ଗୁରୁଜୀ କହୁଥିଲେ ମଧୁବାବୁଙ୍କ ବର୍ଣ୍ଣବୋଧ ବହିରୁ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଟିକୁ ଆଖି ବନ୍ଦକରି ବୋଲିବାକୁ। କାରଣ ଏହାକୁ ଗାନ କଲେ କୁଆଡ଼େ ଠାକୁରେ ବହୁତ ଖୁସି ହେବା ସହ ଭଲ ବିଦ୍ୟା, ବୁଦ୍ଧି ସହିତ…
ଶିକ୍ଷା ଓ ଶିକ୍ଷଣର ମନ୍ତ୍ର: ସୃଜନଶୀଳତା
ବର୍ତ୍ତମାନର ଆହ୍ବାନ ଡିଜିଟାଲ ଇଣ୍ଡିଆ। ସହରଠୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ସ୍ମାର୍ଟ ଫୋନ୍ ଆଦି ଇଲେକ୍ଟ୍ରୋନିକ ପଦାର୍ଥର ବହୁଳ ବ୍ୟବହାର। ଅଳ୍ପବହୁତେ ସମସ୍ତେ ହ୍ବାଟ୍ସଆପ, ଫେସବୁକ୍ ଆଦି ବ୍ୟବସ୍ଥା ସହିତ ପରିଚିତ। ସାରା ଦୁନିଆର ସୂଚନା ଓ ଚିତ୍ର ଶିକ୍ଷାର୍ଥୀଙ୍କ ହାତମୁଠାରେ।…
ଏଇ ଭାରତରେ
ପରିବେଶ ସହନୀୟ ସବୁଜ ବିବାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଅଶ୍ୱିନୀ ମାଲଓ୍ବାଡେ ଏବଂ ନୂପୁର ଅଗ୍ରଓ୍ବାଲ। କେବଳ ଏତିକି ନୁହେଁ ଉଭୟ ଏଥିପାଇଁ ୨୦୨୦ରେ ଗ୍ରୀନ୍ ମୈନା ବା ସବୁଜ ସାରୀ ଅଭିଯାନ ଆରମ୍ଭ କରି ସବୁଜ ବିବାହ…
ଏଇ ଭାରତରେ
ପଢ଼ିବା ସମୟରେ ଅଭାବକୁ ଅତି ନିକଟରୁ ଦେଖିଥିଲେ ମନୋଜ ଯାଦବ । ସେଭଳି ସ୍ଥିତି ଆଉ କେଉଁ ପିଲା ସମ୍ମୁଖୀନ ନ ହେବା ଲାଗି ସେ ଶିକ୍ଷାଦାନର ଅଭିନବ ଉପାୟ ଆରମ୍ଭ କରିଛନ୍ତି। ସେ ବାରାଣସୀର ୧୫ଟି ଗାଁର ବସ୍ତିରେ ରହୁଥିବା…
Archives


